ମୁଖ୍ୟମନ୍ତ୍ରୀ କହିଲେ ଆସ୍ଥା ପରୀକ୍ଷା ଦେବୁ, ବିରୋଧୀ ମନା କରି ନାରାବାଜୀ କଲେ

ଚଣ୍ଡିଗଡ଼: ପଞ୍ଜାବ ବିଧାନସଭାରେ ଆଜି କ୍ଷମତାସୀନ ଆପ୍‌ ଓ ବିରୋଧୀ ଦଳଗୁଡ଼ିକ ମଧ୍ୟରେ ବାକଯୁଦ୍ଧ ଦେଖିବାକୁ ମିଳିଛି। ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ୍‌ ଆସ୍ଥା ଭୋଟର ସମ୍ମୁଖୀନ ହେବାକୁ ପ୍ରସ୍ତାବ ଦେଇଥିଲେ ମଧ୍ୟ ଏହାକୁ ବିରୋଧୀ ଦଳଗୁଡ଼ିକ ବିରୋଧ କରିଛନ୍ତି। ଆଜି ପଞ୍ଜାବ ବିଧାନସଭାର ସ୍ୱତନ୍ତ୍ର ଅଧିବେଶନ ଆରମ୍ଭ ହୋଇଛି। ଏହି ଅଧିବେଶନ ଆରମ୍ଭରୁ ଆପ୍‌ ପକ୍ଷରୁ ଆସ୍ଥା ଭୋଟ ପ୍ରସ୍ତାବ ଅଣାଯାଇଥିଲା। ଏହାକୁ ବିରୋଧୀ ଦଳ ନେତା ପ୍ରତାପ ସିଂହ ବାଜୱା ବିରୋଧ କରିଥିଲେ। ବିଧାନସଭାରେ […]

Continue Reading

ବିଶ୍ବସ୍ତ ହୋଇ ଦଳରେ ବିଦ୍ରୋହ କଲେ ଗେହଲଟ୍, ହତବାକ ଗାନ୍ଧୀ ପରିବାର

ନୂଆଦିଲ୍ଲୀ : ବିଜେପି ୨୦୧୪ରେ କ୍ଷମତାକୁ ଆସିବା ପରଠୁ ଦେଶର ସର୍ବ ପୁରାତନ ରାଜନୈତିକ ଦଳ କଂଗ୍ରେସ ପର୍ଯ୍ୟାୟକ୍ରମେ ଦୁର୍ବଳ ହୋଇ ଚାଲିଛି।୨୦୧୮ରେ ହିନ୍ଦୀ ହାର୍ଟଲ୍ୟାଣ୍ଡ (ରାଜସ୍ଥାନ, ମଧ୍ୟପ୍ରଦେଶ ଏବଂ ଛତିଶଗଡ) ବିଧାନସଭା ନିର୍ବାଚନରେ କଂଗ୍ରେସ ବିଜୟୀ ହେବା ପରେ ଆଉ ଦଳ ସେମିତି କୌଣସି ସଫଳତା ପାଇ ନାହିଁ। ଏବେ ୨୦୨୩ରେ ସମାନ ତିନି ରାଜ୍ୟରେ ବିଧାନସଭା ନିର୍ବାଚନ ରହିଛି। ଏହା ପୂର୍ବରୁ କଂଗ୍ରେସର ଗଡ ରକ୍ଷା କରୁଥିବା ଅନେକ ନେତା ଦଳ ଛାଡି ପଦ୍ମ […]

Continue Reading

ବୁର୍ଖା ପିନ୍ଧିବାକୁ ମନା କରିବାରୁ ପତ୍ନୀଙ୍କୁ ମାରିଦେଲା ସ୍ୱାମୀ

ମୁମ୍ବାଇ: ବୁର୍ଖା ପିନ୍ଧିବା ସହ ଇସଲାମର ନୀତି ନୟମ ପାଳନ କରିବାକୁ ମନା କରିବାରୁ ନିଜ ପତ୍ନୀଙ୍କୁ ହତ୍ୟା କରିଛନ୍ତି ଜଣେ ବ୍ୟକ୍ତି। ପତ୍ନୀ ହିନ୍ଦୁ ହୋଇଥିବା ବେଳେ ସେ ଜଣେ ମୁସଲିମ ସଂପ୍ରଦାୟର ବ୍ୟକ୍ତିଙ୍କୁ ବିବାହ କରିଥିଲେ। ବିବାହ ପରେ ବ୍ୟକ୍ତି ଜଣଙ୍କ ପତ୍ନୀଙ୍କୁ ଇସଲାମ ଧର୍ମର ଅନୁପାଳନ କରିବାକୁ କହୁଥିଲେ। ଏଥିରେ ରାଜି ନ ହେବାରୁ ସେ ପତ୍ନୀଙ୍କୁ ହତ୍ୟା କରିଛନ୍ତି। ଘଟଣାଟି ତିଲକ ନଗରରେ ଘଟିଥିବା ବେଳେ ପୁଲିସ୍ ମୁମ୍ବାଇର ଇକବାଲ ମହମ୍ମଦ […]

Continue Reading

ଚଣ୍ଡିଗଡ଼ ବିଶ୍ୱବିଦ୍ୟାଳୟ ଏମଏମଏସ ସ୍କାଣ୍ଡାଲ: ବନ୍ଧା ହେଲେ ଯବାନ

ଚଣ୍ଡିଗଡ଼: ଚଣ୍ଡିଗଡ଼ ବିଶ୍ୱବିଦ୍ୟାଳୟ ଏମଏମଏସ ସ୍କାଣ୍ଡାଲ ଘଟଣାରେ ସମ୍ପୃକ୍ତ ଜଣେ ଯବାନଙ୍କୁ ଗିରଫ କରାଯାଇଛି। ଅଭିଯୁକ୍ତ ଜଣକ ହେଉଛନ୍ତି ଅରୁଣାଚଳ ପ୍ରଦେଶର ସଞ୍ଜୀବ ସିଂହ। ବିଶ୍ୱବିଦ୍ୟାଳୟ ହଷ୍ଟେଲରେ ଆପତ୍ତିଜନକ ଭିଡିଓ ଶୁଟ କରିଥିବା ସମ୍ପୃକ୍ତ ଛାତ୍ରୀଙ୍କୁ ସଞ୍ଜୀବ ମଧ୍ୟ ପ୍ରେମ କରୁଥିଲେ। ସମ୍ପୃକ୍ତ ଛାତ୍ରୀଙ୍କ ସହ ସମ୍ପର୍କ ଥିବା ସଞ୍ଜୀବ ମୋହାଲି ପୁଲିସ ନିକଟରେ ସ୍ୱୀକାର କରିଛନ୍ତି। ସୋଶାଲ ମିଡିଆରେ ଉଭୟଙ୍କ ମଧ୍ୟରେ ସମ୍ପର୍କ ସ୍ଥାପନ ହୋଇଥିଲା। ପରେ ସେମାନେ ପରସ୍ପରକୁ ଫୋନ ନମ୍ବର ସେୟାର କରିଥିଲେ। […]

Continue Reading

ନବରାତ୍ରୀରେ ଟ୍ରେନରେ ମିଳିବ ବ୍ରତ ଥାଳି

ନୂଆଦିଲ୍ଲୀ: ନବ ରାତ୍ରୀ ପାଇଁ ରେଳ ମନ୍ତ୍ରଣାଳୟ ଭକ୍ତମାନଙ୍କ ପାଇଁ ସ୍ୱତନ୍ତ୍ର ମେନ୍ୟୁ ପ୍ରସ୍ତୁତ କରିଛି । ଏହା ଅନୁସାରେ ନବରାତ୍ରୀ ପାଳନ କରୁଥିବା ଭକ୍ତଙ୍କ ପାଇଁ ବ୍ରତ ଥାଳି ଉପଲବ୍ଧ ହେବ । ରେଳବାଇ ପକ୍ଷରୁ ଏ ନେଇ ଟ୍ୱିଟ କରି ଯାତ୍ରୀମାନଙ୍କୁ ସୂଚନା ଦିଆଯାଇଛି । ୨୬ ସେପ୍ଟମ୍ବରରୁ ୫ ଅକ୍ଟୋବର ପର୍ଯ୍ୟନ୍ତ ଏହି ଥାଳୀ ଉପଲବ୍ଧ ହେବ । ଫୁଡ ଅନ ଟ୍ରାକ ଆପ କିମ୍ବା ୧୩୨୩କୁ କଲ କରି ଏହାକୁ ଯାତ୍ରୀ […]

Continue Reading

ଗୁଜରାଟରେ ଆପ କ୍ଷମତାକୁ ଆସିଲେ ୧୦ଲକ୍ଷ ଚାକିରି ଦିଆଯିବ: କେଜ୍ରିୱାଲ

ନୂଆଦିଲ୍ଲୀ: ଯଦି ଗୁଜରାଟରେ ଆପର ସରକାର ଗଠନ ହୁଏ ତେବେ ୧୦ଲକ୍ଷ ସରକାରୀ ଚାକିରି ଦିଆଯିବ। ଆମେ କ୍ଷମତାକୁ ଆସିଲେ ଗୁଜରାଟର ପ୍ରତ୍ୟେକ ଯୁବପିଢ଼ିଙ୍କୁ ନିଯୁକ୍ତି ଦିଆଯିବ। ଚାକିରି ନହେବା ପର୍ଯ୍ୟନ୍ତ ପ୍ରତ୍ୟେକ ପ୍ରତି ମାସରେ ୩ହଜାର ବେରୋଜଗାର ଭତ୍ତା ଦିଆଯିବ। ଗୁଜରାଟ ଗସ୍ତରେ ଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆପ ଆବାହକ ଅରବିନ୍ଦ କେଜ୍ରିୱାଲ ଏହା କହିଛନ୍ତି। ସେ ଆହୁରି କହିଛନ୍ତି ଯେ, ବର୍ତ୍ତମାନ ପର୍ଯ୍ୟନ୍ତ ଲୋକମାନେ ବାଧ୍ୟ ହୋଇ ବିଜେପିକୁ ଭୋଟ୍ ଦେଉଥିଲେ। କାରଣ […]

Continue Reading

ବାରମ୍ବାର ବାତିଲ ହେଉଛି ଆର୍ଟେମିସ-୧ ମୁନ ମିଶନ

ୱାଶିଂଟନ: ବାରମ୍ବାର ବାତିଲ ହେଉଛି ଆର୍ଟେମିସ-୧ ମୁନ ମିଶନ। ପୂର୍ବରୁ ଏକାଧିକ ଥର ବୈଷୟିକ ତ୍ରୁଟି କାରଣରୁ ଏହାର ଲଞ୍ଚକୁ ସ୍ଥଗିତ ରଖାଯିବା ପରେ ଚଳିତଥର ଘୂର୍ଣ୍ଣିବଳୟ ଯୋଗୁଁ ପୁଣି ଏହାର ଲଞ୍ଚକୁ ସ୍ଥଗିତ ରଖାଯାଇଛି। ଫ୍ଲୋରିଡାଠାରେ ଘୂର୍ଣ୍ଣିବଳୟ ହେବାର ଆଶଙ୍କା ରହିଛି। ନାସା ଦ୍ୱାରା ଜାରି ଏକ ବିବୃତ୍ତିରେ କୁହାଯାଇଛି ଯେ ଏହି ଐତିହାସିକ ମାନବବିହୀନ ଉଡ଼ାଣ ମିଶନର ଶୁଭାରମ୍ଭକୁ ବାତିଲ କରାଯାଇଛି। ଟ୍ରପିକାଲ୍ ଷ୍ଟର୍ମ ଇଆନ୍ ସହିତ ଜଡିତ ପାଣିପାଗ ପୂର୍ବାନୁମାନ ଉପରେ ଦୃଷ୍ଟି […]

Continue Reading

ଝୁଲଣ ଗୋସ୍ୱାମୀଙ୍କ ଶେଷ ମ୍ୟାଚ୍‌: ଲୁହ ଅଟାଇକାଇ ପାରିଲେନି ଅଧିନାୟକ କୌର

ଲର୍ଡସ: ଦୀର୍ଘ ୨୦ ବର୍ଷର ଲମ୍ବା ଅନ୍ତର୍ଜାତୀୟ କ୍ରିକେଟ କ୍ୟାରିୟରର ଶେଷ ମ୍ୟାଚ୍‌ ଖେଳିବାକୁ ଆଜି ଭାରତୀୟ ମହିଳା ଦଳର ଝୁଲଣ ଗୋସ୍ୱାମୀ ଐତିହାସିକ ଲର୍ଡସ ପଡ଼ିଆକୁ ଓହ୍ଲାଇଛନ୍ତି। ଇଂଲଣ୍ଡ ବିପକ୍ଷରେ ସେ ଏହି ଶେଷ ମ୍ୟାଚ୍‌ ଖେଳୁଛନ୍ତି। ମ୍ୟାଚ୍‌ ପୂର୍ବରୁ ଝୁଲଣ ଗୋସ୍ୱାମୀଙ୍କୁ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଜରିଆରେ ସମ୍ୱର୍ଦ୍ଧିତ କରାଯାଇଥିଲା। ତେବେ ଝୁଲଣଙ୍କ ଶେଷ ଅନ୍ତର୍ଜାତୀୟ ମ୍ୟାଚ୍‌ ପୂର୍ବରୁ ଭାବବିହ୍ୱଳ ହୋଇଯାଇଥିଲେ ଭାରତୀୟ ମହିଳା ଦଳର ଅଧିନାୟକ ହରମନପ୍ରୀତ କୌର। ଏପରି କି ସେ କାନ୍ଦି […]

Continue Reading

ଅକ୍ଟୋବର ୧ରେ ୫ଜି ସେବା ଲଞ୍ଚ କରିବେ ମୋଦି

ନୂଆଦିଲ୍ଲୀ: ସବୁ ପ୍ରତିକ୍ଷାର ଅନ୍ତ ଘଟିବାକୁ ଯାଉଛି। କାରଣ ଦେଶରେ ଅକ୍ଟୋବର ୧ରୁ ଆରମ୍ଭ ହେବ ୫ଜିର ଯୁଗ। ଆସନ୍ତା ୧ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶରେ ବିଧିବଦ୍ଧ ଭାବେ ୫ଜି ନେଟୱର୍କ ସେବାର ଶୁଭାରମ୍ଭ କରିବେ। ସରକାରଙ୍କ ନ୍ୟାଶନାଲ ବ୍ରଡବ୍ୟାଣ୍ଡ ମିଶନ ଟ୍ୱିଟ କରି ଏହି ସୂଚନା ଦେଇଛି। ଏଥିରେ କୁହାଯାଇଛି ଭାରତର ଡିଜିଟାଲ ଟ୍ରାନ୍ସଫରମେସନ ଓ ଯୋଗାଯୋଗ ବ୍ୟବସ୍ଥାକୁ ନୂଆ ସ୍ତରକୁ ନେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତରେ ୫ଜି ସେବାର […]

Continue Reading

ପିଏଫଆଇ ନେଇ ଇଡିର ବଡ ଖୁଲାସା, ପ୍ରଧାନମନ୍ତ୍ରୀ ବି ଥିଲେ ଟାର୍ଗେଟରେ

ନୂଆଦିଲ୍ଲୀ: ପ୍ରବର୍ତନ ନିର୍ଦ୍ଦେଶାଳୟ (ଇଡି) ଆଜି ପପୁଲାର ଫ୍ରଂଟ ଅଫ ଇଣ୍ଡିଆ (ପିଏଫଆଇ) ନେଇ ବଡ ଖୁଲାସା କରିଛି । ଚଳିତ ବର୍ଷ ଜୁଲାଇରେ ପାଟନାର ଏକ ରାଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ ଆକ୍ରମଣ ନେଇ ପିଏଫଆଇ ଷଡଯନ୍ତ୍ର ରଚିଥିଲା । ଏଥିନେଇ ସ୍ୱତନ୍ତ୍ର ପ୍ରଶିକ୍ଷଣ ମଧ୍ୟ ଦିଆ ଯାଇଥିଲା । ମୋଦୀଙ୍କ ପ୍ରତ୍ୟେକ ଗତିବିଧି ଉପରେ ସେମାନଙ୍କ ନଜର ଥିଲା । ଏଥିନେଇ ବିଦେଶରୁ ମଧ୍ୟ ଫଣ୍ଡିଂ କରାଯାଉଥିଲା ବୋଲି ଇଡି ପକ୍ଷରୁ କୁହାଯାଇଛି […]

Continue Reading