ସି ଜିନପିଙ୍ଗ ଚାଇନାରେ ଗୃହବନ୍ଦୀ! ଲି ରାଷ୍ଟ୍ରପତି ହୋଇଥିବା ଚର୍ଚ୍ଚା
ବେଜିଂ: ଚାଇନାର ରାଷ୍ଟ୍ରପତି ସି ଜିନପିଙ୍ଗଙ୍କୁ ଦେଶର ସେନା ଗୃହବନ୍ଦୀ କରି ରଖିବା ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ସୋଶାଲ ମିଡିଆରେ ପ୍ରକାଶ ପାଇଥିବା ଏକାଧିକ ଚାଇନିଜ ଓ ପାଶ୍ଚାତ୍ୟ ଦେଶର ରିପୋର୍ଟରେ ଜିନପିଙ୍ଗକୁ ପିଏଲଏ ତାଙ୍କରି ଘରେ ବନ୍ଦୀ କରି ରଖିଥିବା ଦାବି କରାଯାଇଛି। ନିକଟରେ ସମକରନ୍ଦରେ ଆୟୋଜିତ ଏସ୍ସିଓ ସମ୍ମିଳନୀରେ ଜିନପିଙ୍ଗ ଯୋଗ ଦେଇଥିଲେ। ସେ ଏସ୍ସିଓ ସମ୍ମିଳନୀ କରୁଥିବା ବେଳେ ତାଙ୍କୁ ଚାଇନାର ପିପୁଲ୍ସ ଲିବେରେସନ ଆର୍ମି ବା ପିଏଲର ମୁଖ୍ୟ […]
Continue Reading
