ହେଟ୍ ସ୍ପିଚକୁ ନେଇ ମିଡିଆ ଉପରେ ବର୍ଷିଲ ସୁପ୍ରିମକୋର୍ଟ, ‘ଏହା କାହାରିକୁ ହତ୍ୟା ଭଳି’

ନୂଆଦିଲ୍ଲୀ: ହେଟ୍ ସ୍ପିଚ୍ ବା ଘୃଣ୍ୟ ମନ୍ତବ୍ୟକୁ ନେଇ ସୁପ୍ରିମକୋର୍ଟ ମିଡିଆ ଉପରେ ଖୁବ୍ ବର୍ଷିଛନ୍ତି । ଏଥିସହ ଆଖି ବୁଜି କିଭଳି କେନ୍ଦ୍ର ସରକାର ଏସବୁକୁ ଦେଖୁଛନ୍ତି ସେ ନେଇ ବି ପ୍ରଶ୍ନ କରିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ । ସୁପ୍ରିମକୋର୍ଟ କହିଛନ୍ତି, ସବୁଠୁ ଅଧିକ ଘୃଣ୍ୟ ମନ୍ତବ୍ୟ ମିଡିଆ ଓ ସୋସିଆଲ୍ ମିଡିଆରେ ଦିଆଯାଉଛି । ଆମ ଦେଶ କେଉଁଆଡ଼େ ଗତି କରୁଛି ? ଟିଭି ଆଙ୍କରଙ୍କ ବଡ଼ ଦାୟିତ୍ୱବୋଧ ରହିଛି । କିନ୍ତୁ ଟିଭି ଆଙ୍କର […]

Continue Reading

୨୩ ହଜାର କୋଟି ବ୍ୟାଙ୍କ ଠକେଇ ମାମଲା: ଏବିଜି ଶିପୟାର୍ଡ ମୁଖ୍ୟ ଗିରଫ

ନୂଆଦିଲ୍ଲୀ: ଭାରତୀୟ ଇତିହାସର ସବୁଠାରୁ ବଡ଼ ବ୍ୟାଙ୍କ ଋଣ ଜାଲିଆତି ଘଟଣାରେ ଫସିଥିବା ଏବିଜି ଶିପୟାର୍ଡର ମୁଖ୍ୟ ଆରକେ ଅଗ୍ରୱାଲଙ୍କୁ ଶେଷରେ ଗିରଫ କରିଛି ସିବିଆଇ। ୨୩ ହଜାର କୋଟି ବ୍ୟାଙ୍କ ଦୁର୍ନୀତି ମାମଲାରେ ଆଜି ସିବିଆଇ ତାଙ୍କୁ ବିଧିବଦ୍ଧ ଭାବେ ଗିରଫ କରିଛି। ସିବିଆଇ ଶ୍ରୀ ଅଗ୍ରୱାଲଙ୍କ ଓ ଅନ୍ୟ ଅଭିଯୁକ୍ତଙ୍କ ବିରୋଧରେ ଠକେଇ, ଅପରାଧିକ ଷଡ଼ଯନ୍ତ୍ର, ବିଶ୍ୱାସ ଭଙ୍ଗ ଓ ପଦବୀର ଅପବ୍ୟବହାର ଆଦି ଦଫାରେ ମାମଲା ରୁଜୁ କରାଯାଇଥିଲା। ଆଇପିସିର ବିଭିନ୍ନ ଦଫା […]

Continue Reading

ପ୍ରତି ୨ ସେକେଣ୍ଡରେ ଜଣଙ୍କର ମୃତ୍ୟୁ! ଭାରତୀୟଙ୍କ ହାର୍ଟ ଆଟାକ, କ୍ୟାନ୍ସର, ଡାଇବେଟିସ ଓ ଶ୍ୱାସ ଜନିତ ମୃତ୍ୟୁ ନେଇ ଆସିଲା WHOର ଭୟଙ୍କର ରିପୋର୍ଟ

ନୂଆଦିଲ୍ଲୀ: ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ହୁ) ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ରିପୋର୍ଟ ସାମ୍ନାକୁ ଆସିଛି । ଏହି ରିପୋର୍ଟରେ ଭାରତ ସହିତ ସାରା ବିଶ୍ୱରେ ହାର୍ଟ ଆଟାକ, କ୍ୟାନ୍ସର, ଡାଇବେଟିସ ଜନିତ ମୃତ୍ୟୁ ଉପରେ ଗୁରୁତ୍ୱାରୋପ କରାଯାଇଛି । ଆଳସ୍ୟ କାରଣରୁ ଏହି ସବୁ ଭୟଙ୍କର ରୋଗ ଲୋକଙ୍କୁ ଶିକାର କରୁଛି । ଯେଉଁମାନେ ଏକ ସପ୍ତାହରେ ୧୫୦ ମିନିଟର ବ୍ୟାୟାମ କରନ୍ତି ନାହିଁ ବା ୭୫ ମିନିଟ ପର୍ଯ୍ୟନ୍ତ ଠିକ୍ ଭାବେ କସରତ କରନ୍ତି ନାହିଁ […]

Continue Reading

କଂଗ୍ରେସ ସଭାପତି ନିର୍ବାଚନ : ଦିଗବିଜୟ କହିଲେ ଲଢ଼ିବାକୁ ଆଗ୍ରହ ଅଛି

ନୂଆଦିଲ୍ଲୀ: ଆସନ୍ତାକାଲି କଂଗ୍ରେସ ସଭାପତି ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବ । ନାମାଙ୍କନ ଦାଖଲ ପୂର୍ବରୁ ଏବେ ଜଣଙ୍କ ପରେ ଜଣଙ୍କ ନାମ ସଭାପତି ପାଇଁ ଚର୍ଚା ହେଉଛି । ଏବେ କଂଗ୍ରେସ ସଭାପତି ଦୈାଡ଼ରେ ସାମିଲ ହୋଇଛନ୍ତି ବରିଷ୍ଠ କଂଗ୍ରେସ ନେତା ଦିଗବିଜୟ ସିଂହ । ଶଶୀ ଥରୁର, ଅଶୋକ ଗେହଲୋଟଙ୍କ ପରେ ଦିଗବିଜୟ ସିଂହ ମଧ୍ୟ ସଭାପତି ନିର୍ବାଚନରେ ଭାଗ ନେବା ପାଇଁ ଇଚ୍ଛୁକ ଥିବା କହିଛନ୍ତି । ଜାତୀୟ ଗଣମାଧ୍ୟମରେ ଅଶୋକ […]

Continue Reading

ସଂସଦ ଭବନ ଉଡାଇବା ଧମକ ଦେଇଥିବା ପୂର୍ବତନ ବିଧାୟକ ଗିରଫ

ଭୋପାଳ: ମଧ୍ୟପ୍ରଦେଶର ପୂର୍ବତନ ବିଧାୟକ କିଶୋର ସମରିତେଙ୍କୁ ପୋଲିସ ଗିରଫ କରିଛି । କିଶୋର ନୂତନ ଭାବେ ନିର୍ମିତ ସଂସଦ ଭବନ (ସେଂଟ୍ରାଲ ଭିସ୍ତା) ଉଡେଇଦେବେ ବୋଲି ଧମକ ଦେଇଥିଲେ । ସେ ଲୋକସଭା-ରାଜ୍ୟସଭା ସିକ୍ୟୁରିଟି ଜେନେରାଲଙ୍କୁ ଏକ ବ୍ୟାଗରେ ଧମକ ଭରା ପତ୍ର ସହ ବିସ୍ଫୋଟକ ପଠାଇ ଏହି ଧମକ ଦେଇଥିଲେ । ସେ କିଛି ଦିନ ତଳେ ସୁପ୍ରିମକୋର୍ଟ ଓ ଲୋକସଭା ଅଧ୍ୟକ୍ଷଙ୍କୁ ମଧ୍ୟ ଧମକପୂର୍ଣ୍ଣ ଚିଠି ଦେଇଥିଲା । ଲାଂଜି ବିଧାନସଭାର ଏହି […]

Continue Reading

ପ୍ରଥମ ଟି-୨୦: ଟସ୍‌ ହାରିଲା ଭାରତ, ଅଷ୍ଟ୍ରେଲିଆ ପାଇଁ ଡେବ୍ୟୁ କଲେ ଟିମ୍‌ ଡାଭିଡ୍‌

ମୋହାଲି: ଆଜିଠାରୁ ଆରମ୍ଭ ହୋଇଛି ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ୩ ଟିକିଆ ଟି-୨୦ ସିରିଜ୍‌। ମୋହାଲିରେ ଖେଳାଯାଉଥିବା ପ୍ରଥମ ଟି-୨୦ରେ ଭାରତର ଅଧିନାୟକ ରୋହିତ ଶର୍ମା ଟସ୍‌ ହାରି ଯାଇଛନ୍ତି। ଅଷ୍ଟ୍ରେଲିଆ ଅଧିନାୟକ ଆରୋନ ଫିଞ୍ଚ ଟସ୍‌ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛନ୍ତି। ଅଷ୍ଟ୍ରେଲିଆ ଆଜି ଡେବ୍ୟୁ କରିଛନ୍ତି ଟିମ୍‌ ଡାଭିଡ୍‌। ଦୀର୍ଘ ଦିନ ହେଲା ଆଇପିଏଲ ସମେତ ବିଭିନ୍ନ ଫ୍ରାଞ୍ଚାଇଜ୍‌ କ୍ରିକେଟ ଖେଳି ଆସୁଥିବା ଡାଭିଡ୍‌ ଆଜି ମୋହାଲି ମୈଦାନରେ ନିଜର ପ୍ରଥମ […]

Continue Reading

କବାଡ଼ି ଖେଳାଳିଙ୍କୁ ଶୌଚାଳୟରେ ଦିଆଗଲା ମଧ୍ୟାହ୍ନ ଭୋଜନ

ଲକ୍ଷ୍ନୌ: କବାଡ଼ି ଖେଳାଳିଙ୍କୁ ଅସମ୍ମାନ। ଶୌଚାଳୟରେ ଖେଳାଳିଙ୍କୁ ଦିଆଗଲା ମଧ୍ୟାହ୍ନ ଭୋଜନ। ଏପରି ଘଟଣା ଦେଖିବାକୁ ମିଳିଛି ଉତ୍ତରପ୍ରଦେଶର ସାହାରନପୁରସ୍ଥିତ ଡକ୍ଟର ଭୀମରାଓ ଆମ୍ବେଦକର ଷ୍ଟାଡିୟମରେ। କବାଡ଼ି ଖେଳାଳିଙ୍କୁ ଶୌଚାଳୟରେ ମଧ୍ୟାହ୍ନ ଭୋଜନ ଦିଆଯାଉଥିବା ଭିଡିଓ ଏବେ ସାମ୍ନାକୁ ଆସିଛି। ଏହି ଭିଡିଓଟି ତିନି ଦିନ ପୂର୍ବର ଅଟେ। ତିନି ଦିନ ଧରି ଚାଲିଥିବା ଅଣ୍ଡର-୧୭ ରାଜ୍ୟସ୍ତରୀୟ କବାଡି ଟୁର୍ନାମେଣ୍ଟରେ ୩୦୦ରୁ ଅଧିକ ଖେଳାଳି ଅଂଶଗ୍ରହଣ କରିଥିଲେ। ଖେଳାଳିମାନଙ୍କୁ ଦିଆଯାଇଥିବା ଖାଦ୍ୟ ଉତ୍ତମ ମାନର ନଥିଲା। ଏହି […]

Continue Reading

ଭୂକମ୍ପରେ ଥରିଉଠିଲା ତାଇୱାନ । ଭୂମିକମ୍ପର ଭୟଙ୍କର ଦୃଶ୍ୟ

ନୂଆଦିଲ୍ଲୀ: ଭୂକମ୍ପରେ ଥରିଲା ତାଇୱାନ୍ । ତାଇୱାନରେ ଅନୁଭୂତ ହୋଇଥିବା ଶକ୍ତିଶାଳୀ ଭୂକମ୍ପର ଗୋଟିଏ ପରେ ଗୋଟିଏ ଦୃଶ୍ୟ ସାମ୍ନାକୁ ଆସୁଛି । ୨୪ ଘଂଟା ମଧ୍ୟରେ ତିନି ତିନି ଥର ଭୂମିକମ୍ପ ଅନୁଭୂତ ହେବା ପରେ ସୁନାମି ଆଲର୍ଟ ଜାରି କରାଯାଇଛି । ରିକ୍ଟର ସ୍କେଲରେ ପ୍ରଥମ ଭୂମିକମ୍ପର ତୀବ୍ରତା ୭.୨, ଦ୍ୱିତୀୟ ଭୂମିକମ୍ପର ତୀବ୍ରତା ୬.୯ ଥିବାବେଳେ ତୃତୀୟ ଭୂମିକମ୍ପର ତୀବ୍ରତା ୬.୪ ରହିଥିଲା । ତାଇୱାନରେ ଲଗାତର ଭାବେ ଅନୁଭୁତ ହୋଇଥିବା ୩ଟି […]

Continue Reading

ସ୍କୁଲ ଉପରେ ଆର୍ମି ହେଲିକପ୍ଟରର ଏୟାର ଷ୍ଟ୍ରାଇକ୍: ୭ ଶିଶୁ ସହିତ ୧୩ ମୃତ, ଅନେକ ଗୁରୁତର

ମିଆଁମାର: ମିଆଁମାରର ଏକ ସ୍କୁଲ ଏବଂ ଗାଁ ଉପରେ ସେନାର ହେଲିକପ୍ଟର ଆକ୍ରମଣ କରିଛି । ଏହି ଆକ୍ରମଣରେ ୭ ପିଲାଙ୍କ ସମେତ ୧୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନେକ ଗୁରୁତର ଆହତ ହୋଇଛନ୍ତି । ସ୍କୁଲ ପ୍ରଶାସକ ଏବଂ ଜଣେ ସହାୟକ କର୍ମୀ ସୋମବାର ଦିନ ଏହି ସୂଚନା ଦେଇଛନ୍ତି । ଏହି ଆକ୍ରମଣରେ ୧୫ ରୁ ଅଧିକ ଲୋକ ଆହତ ହୋଇଥିବା କୁହାଯାଉଛି । ଦେଶର ଦ୍ୱିତୀୟ ବୃହତ୍ତମ ସହର ମଣ୍ଡେଲାଠାରୁ ପ୍ରାୟ […]

Continue Reading

ନିଜ ଦଳ ସହ ବିଜେପିରେ ମିଶିଲେ କ୍ୟାପ୍ଟେନ୍‌

ନୂଆଦିଲ୍ଲୀ: ଯାହା ଚର୍ଚ୍ଚା ହେଉଥିଲା ତାହା ହିଁ ଘଟିଲା। ବିଜେପିରେ ମିଶିଲେ ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପ୍ଟେନ୍‌ ଅମରିନ୍ଦର ସିଂହ। ଏଥିସହ ନିଜ ନୂଆ ଦଳ ପଞ୍ଜାବ ଲୋକ କଂଗ୍ରେସକୁ ବିଜେପିରେ ବିଲୀନ କରିଛନ୍ତି କ୍ୟାପ୍ଟେନ । ପଞ୍ଜାବ ନିର୍ବାଚନ ପୂର୍ବରୁ ଅମରିନ୍ଦର କଂଗ୍ରେସ ଛାଡ଼ି ନୂଆଦଳ ଗଠନ କରିଥିଲେ। ଆଜି ବିଜେପି ନେତା ତଥା ଆଇନମନ୍ତ୍ରୀ କିରଣ ରିଜିଜ୍ଜୁ ଏବଂ କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାରଙ୍କ ଉପସ୍ଥିତିରେ କ୍ୟାପ୍ଟେନ୍ ପଦ୍ମପୋଖରୀରେ ପ୍ରବେଶ କରିଛନ୍ତି। ବିଜେପିରେ […]

Continue Reading