କୋଟି କୋଟି ଚାଷୀଙ୍କ ପାଇଁ ଖୁସିଖବର! PNB ଦେଉଛି ୫୦ ହଜାର ଟଙ୍କା, ସିଧା ଆସିବ ଖାତାକୁ
ପଞ୍ଜାବ: ପଞ୍ଜାବ ନାସନାଲ ବ୍ୟାଙ୍କ୍ ଚାଷୀଙ୍କ ପାଇଁ ଖାସ୍ ସ୍କିମ ଆଣିଛି, ଯେଉଁଥରେ ବ୍ୟାଙ୍କ୍ ତରଫରୁ କୃଷକଙ୍କୁ ୫୦ ହଜାର ଟଙ୍କା ଦିଆଯାଉଛି । ଏହି ଟଙ୍କାକୁ ଚାଷ କାମ ବ୍ୟତୀତ ବ୍ୟକ୍ତିଗତ କାମକୁ ପୂରା କରିବା ପାଇଁ ମଧ୍ୟ କରିପାରିବେ । ଆସନ୍ତୁ ଜାଣିବା ବ୍ୟାଙ୍କ୍ କେଉଁ ଖାସ୍ ସ୍କିମ ଅନୂଯାୟୀ ଏହି ଟଙ୍କା ଦେଉଛି ଏବଂ ଆପଣ କିପରି ଏହାକୁ ଆବେଦନ କରିପାରିବେ । ପଞ୍ଜାବ ନାସନାଲ ବ୍ୟାଙ୍କ (Punjab National Bank) ତରଫରୁ ଗ୍ରାହକଙ୍କୁ […]
Continue Reading
