ବଢ଼ିଲା ତେଜସ୍ୱୀଙ୍କ ଅଡୁଆ, ଜାମିନ ଖାରଜ କରିବା ପାଇଁ ଅନୁରୋଧ କଲା ସିବିଆଇ

ପାଟନା: ଆଇଆରସିଟିସି ସ୍କାମରେ ବିହାର ଉପ ମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବଙ୍କ ଅଡୁଆ ବୃଦ୍ଧି ପାଇଛି । ତାଙ୍କୁ ମିଳିଥିବା ଜାମିନକୁ ବାତିଲ କରିବା ପାଇଁ ସିବିଆଇ ଆବେଦନ କରିଛି । ରାଉସ ଆଭେନ୍ୟୁ କୋର୍ଟ ଏ ନେଇ ତେଜସ୍ୱୀଙ୍କୁ ନୋଟିସ ମଧ୍ୟ ଜାରୀ କରିଛି । ୨୦୧୮ରେ ଆଇଆରସିଟିସି ଟେଣ୍ଡର ସ୍କାମ ମାମଲାରେ ଲାଲୁ ପ୍ରସାଦ ଯାଦଭ, ରାବ୍ରୀ ଦେବୀ, ତେଜସ୍ୱୀ ଯାଦବଙ୍କ ସମେତ ୧୪ଜଣଙ୍କ ବିରୋଧରେ ମାମଲା ରୁଜୁ କରାଯାଇଥିଲା । ୨୦୦୪ରେ ରେଳମନ୍ତ୍ରୀ ଲାଲୁ […]

Continue Reading

ଜାତୀୟ ପ୍ରତିଯୋଗିତାରେ ଚମକିଲେ ଓଡ଼ିଆ ଝିଅ କଲ୍ୟାଣୀ

ନୂଆଦିଲ୍ଲୀ: ଜାତୀୟ ସ୍ତରୀୟ ପ୍ରଦର୍ଶନ ଏବଂ ପ୍ରକଳ୍ପ ପ୍ରତିଯୋଗିତାରେ ଓଡ଼ିଆ ଝିଅଙ୍କ କମାଲ। ବରଗଡର କଲ୍ୟାଣୀ ସାହୁ ହେଲେ ପୁରସ୍କୃତ। କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂ ତାଙ୍କୁ ଏହି ପୁରସ୍କାର ପ୍ରଦାନ କରିଛନ୍ତି। ଏହାପରେ ସ୍କୁଲ ଓ ଗଣଶିକ୍ଷା ବିଭାଗ ବରଗଡ଼ ଜିଲ୍ଲାର ଛାତ୍ରୀ କଲ୍ୟାଣୀ ସାହୁଙ୍କୁ ଅଭିନନ୍ଦନ ଜଣାଇଛି। ସେ ଓଡ଼ିଶାର ଦୁଇ ପୁରସ୍କୃତଙ୍କ ମଧ୍ୟରୁ ଅନ୍ୟତମ ଯିଏକି ପ୍ରଦର୍ଶନ ପାଇଁ ପୁରସ୍କୃତ ହୋଇଛନ୍ତି। ସେହିପରି ଶ୍ରେଷ୍ଠ ୬୦ ଜଣ ଅଂଶଗ୍ରହଣକାରୀଙ୍କ ମଧ୍ୟରେ ଅନ୍ୟତମ ଓଡ଼ିଆ ପ୍ରତିଭା […]

Continue Reading

ଆସନ୍ତା ସପ୍ତାହରେ ବିଜେପିରେ ମିଶିବେ ଅମରିନ୍ଦର ସିଂହ !

ଚଣ୍ଡିଗଡ଼: ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପଞ୍ଜାବ ଲୋକ କଂଗ୍ରେସ ମୁଖ୍ୟ ଅମରିନ୍ଦର ସିଂହ ଆସନ୍ତା ସପ୍ତାହରେ ବିଜେପିରେ ମିଶିପାରନ୍ତି। ଏ ସମ୍ପର୍କରେ ଦଳର ମୁଖପାତ୍ର ସୂଚନା ଦେଇଛନ୍ତି। ସେହିପରି ନୂଆକରି ଗଠନ କରିଥିବା ଅମରିନ୍ଦର ସିଂହଙ୍କ ନୂଆ ଦଳକୁ ବିଜେପିରେ ବିଲୀନ କରିଦେବେ। ଗତ ବର୍ଷ କଂଗ୍ରେସ ଛାଡ଼ିବା ପରେ ଅମରିନ୍ଦର ପଞ୍ଜାବ ଲୋକ କଂଗ୍ରେସ ନାମରେ ନୂଆ ଦଳ ଗଠନ କରିଛନ୍ତି। ଆସନ୍ତା ସପ୍ତାହରେ ଅମରିନ୍ଦର ବିଜେପି ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ଅଧ୍ୟକ୍ଷତାରେ ବିଜେପିରେ […]

Continue Reading

ଗୁଜରାଟ ବିଧାନସଭା ନିର୍ବାଚନରେ ଆପ୍ ତରଫରୁ ରାଘବ ଚଡ୍ଡାଙ୍କୁ ମିଳିପାରେ ବଡ ଦାୟୀତ୍ୱ

ନୂଆଦିଲ୍ଲୀ: ଗୁଜରାଟ ବିଧାନସଭା ନିର୍ବାଚନ ନେଇ ତାରିଖ ଘୋଷଣା ହୋଇନଥିଲେ ବି ଏବେଠାରୁ ରାଜ୍ୟରେ ନିର୍ବାଚନୀ ମାହୋଲ ଜୋର ଧରିଛି । ଏହି କ୍ରମରେ ସେଠାରେ ବିଜେପି କଂଗ୍ରେସ ପରିବର୍ତ୍ତେ ଏଥର ବିଜେପି ଓ ଆମ୍ ଆଦମୀ ପାର୍ଟି ମଧ୍ୟରେ ଜୋରଦାର ଟକ୍କର ହେବ ବୋଲି ଆକଳନ କରାଯାଇଛି । ଏହି କ୍ରମରେ ଆପର ରାଷ୍ଟ୍ରୀୟ ସଂଯୋଜକ ଅରବିନ୍ଦ କେଜ୍ରିୱାଲ ବାରମ୍ବାର ଗୁଜରାଟ ଗସ୍ତ କରି ଦଳର ସଂଗଠନକୁ ମଜବୁତ କରିବାକୁ ଚେଷ୍ଟା କରୁଥିବା ବେଳେ ଏବେ […]

Continue Reading

ଦିଲ୍ଲୀରେ ଅବକାରୀ ଦୁର୍ନୀତି ମାମଲା, ୪୦ଟି ସ୍ଥାନରେ ଇଡିର ରେଡ୍

ନୂଆଦିଲ୍ଲୀ: ଦିଲ୍ଲୀର ଅବକରୀ ନୀତି ଘୋଟାଲା ମାମଲାରେ ଇଡି ସକ୍ରିୟ ହୋଇଛି। ଏହି ମାମଲାରେ ହାଇଦ୍ରାବାଦ, ବାଙ୍ଗାଲୋର ଏବଂ ଚେନ୍ନାଇ ସମେତ ଦେଶର ୪୦ ଟି ସ୍ଥାନରେ ଚଢ଼ାଉ କରିଛି। କେବଳ ହାଇଦ୍ରାବାଦର ୨୫ ଟି ସ୍ଥାନରେ ରେଡ୍ ହୋଇଥିବା ସୂଚନା ମିଳିଛି। ଏ ନେଇ ଇଡି ଆଜି ଦିଲ୍ଲୀ ସ୍ୱାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜେନଙ୍କୁ ଇଡି ଜେରା କରିବ ବୋଲି ସୂଚନା ରହିଛି। ଗୁରୁବାର ସିବିଆଇର ସ୍ୱତନ୍ତ୍ର ବିଚାରପତି ସତ୍ୟନ୍ଦ୍ର ଜୈନଙ୍କୁ ପଚରାଉଚରା କରିବାକୁ ଅନୁମତି ଦେଇଥିଲେ। […]

Continue Reading

୧୩ ହଜାରରୁ ଅଧିକ ମାମଲାର ଶୁଣାଣି କରିବାକୁ ମନା କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ସୁପ୍ରିମକୋର୍ଟର ବର୍ତ୍ତମାନର ପ୍ରଧାନ ବିଚାରପତି ଉଦୟ ଉମେଶ ଲଲିତ ଦାୟିତ୍ୱ ଗ୍ରହଣ କରିବା ପରେ ପଡ଼ି ରହିଥିବା ମାମଲାର ସମାଧାନକୁ ତ୍ୱରାନ୍ୱିତ କରିଛନ୍ତି। ତାଙ୍କର କାର୍ଯ୍ୟକାଳ ମାତ୍ର ୭୪ ଦିନ ରହିବ । ୧୪ ଦିନ କାର୍ଯ୍ୟକାଳ ମଧ୍ୟରେ ୫୦୦୦ ରୁ ଅଧିକ ମାମଲା ସୁପ୍ରିମକୋର୍ଟରେ ସମାଧାନ ହୋଇସାରିଛି। ବିଚାରାଧୀନ ମାମଲାର ଭାର ହ୍ରାସ କରିବାକୁ ସର୍ବୋଚ୍ଚ ନ୍ୟାୟାଳୟ ଏବେ ୧୩ ହଜାରରୁ ଅଧିକ ଆବେଦନ ଶୁଣାଣି ନକରିବାକୁ ନିଷ୍ପତ୍ତି ନେଇଛନ୍ତି। ଅଗଷ୍ଟ ୧୯, ୨୦୧୪ […]

Continue Reading

ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜରେ ବେଲ୍ ବଜାଇଲେ ମୁଖ୍ୟମନ୍ତ୍ରୀ

ମୁମ୍ୱାଇ : ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜ କାର୍ଯ୍ଯାଳୟ ପରିଦର୍ଶନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପ୍ରଥମ ଓଡିଆ ଭାବେ ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜରେ ବେଲ୍ ବଜାଇଛନ୍ତି ମୁଖ୍ୟମନ୍ତ୍ରୀ । ବିଏସଏଇ ଅଧ୍ୟକ୍ଷ ଏସ.ଏସ ମୁନ୍ଦ୍ରାଙ୍କୁ ସାକ୍ଷାତ କରିଛନ୍ତି ମୁଖ୍ୟମନ୍ତ୍ରୀ । ଆଜି ସକାଳ ୧୦ଟା ୫୯ରେ ଓପନିଂ ବେଲ୍ ବଜାଇଛନ୍ତି ମୁଖ୍ୟମନ୍ତ୍ରୀ। ଓପନିଂ ବେଲ୍ ରିଂ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବେଲ୍ ବଜାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଦଲାଲ ଷ୍ଟ୍ରିଟରେ ଥିବା ବମ୍ବେ ଷ୍ଟକ୍ […]

Continue Reading

ସପ୍ତାହକ ମଧ୍ୟରେ ୫ ଉଲକାପିଣ୍ଡ ପୃଥିବୀର ନିକଟତର ହେବେ: ନାସା

ନୂଆଦିଲ୍ଲୀ: ଆମ ସୌରଜଗତରେ ପୃଥିବୀ ନିକଟରେ ହଜାର ହଜାର ଉଲକାପିଣ୍ଡ ଘୁରି ବୁଲୁଛନ୍ତି । କାହାର ଆକାର ଛୋଟ ପଥରଠାରୁ ଆରମ୍ଭ କରି ଚନ୍ଦ୍ର ପର୍ଯ୍ୟନ୍ତ ରହିଛି । ନାସା ରିପୋର୍ଟ ଅନୁସାରେ ୧୮ ସେପ୍ଟମ୍ବରରେ ଷ୍ଟାଚ୍ୟୁ ଅଫ ୟୁନିଟଠାରୁ ବଡ ଉଲକାପିଣ୍ଡ ପୃଥିବୀର ଅତି ନିକଟତର ହେବାକୁ ଯାଉଛି । ଏହା ବ୍ୟତୀତ ଆଉ ୪ ଉଲକାପିଣ୍ଡ ମଧ୍ୟ ପୃଥିବୀର ନିକଟତର ହୋଇଛନ୍ତି । ୨୦୦୫ ଆରଏକ୍ସ୩ ନାମକ ଏହି ଉଲକାପିଣ୍ଡ ୬୨,୮୨୦ କିଲୋମିଟର ପ୍ରତି […]

Continue Reading

ଛାତ୍ରଛାତ୍ରୀଙ୍କୁ ଡାକୁଛି ୟୁକ୍ରେନ୍‌: ସାର୍ଟିଫିକେଟ୍ ନେବତ ଏଠିକି ଆସ, ନଚେତ…

ନୂଆଦିଲ୍ଲୀ: ଯୁଦ୍ଧତ୍ରସ୍ତ ୟୁକ୍ରେନରୁ ଜୀବନ ବଂଚାଇ ଭାରତ ଫେରିଥିବା ଛାତ୍ରଛାତ୍ରୀଙ୍କ ବଢିଲା ସମସ୍ୟା । ଅରିଜିନାଲ ସାର୍ଟିଫିକେଟ୍ ପାଇଁ ସେମାନଙ୍କୁ ପୁଣି ଯିବାକୁ ପଡିପାରେ ୟୁକ୍ରେନ୍। କାରଣ ସେଠାରେ ଥିବା ୟୁନିଭରସିଟି ଗୁଡିକ ରଖିଛନ୍ତି ଏଭଳି ସର୍ତ୍ତ । ସଫା ସଫା କହିଛନ୍ତି, ସାର୍ଟିଫିକେଟ୍ ଦରକାର ତ ବ୍ୟକ୍ତିଗତ ଭାବେ ଆସିବାକୁ ପଡିବ । ଲାଇବ୍ରେରୀରୁ ନେଇଥିବା ବହି, ହଷ୍ଟେଲ ସାମଗ୍ରୀ ଓ ଡକ୍ୟୁମେଂଟ୍ ଦାଖଲ କଲେ ହିଁ ସାର୍ଟିଫିକେଟ୍ ଦିଆଯିବ। ୟୁନିଭରସିଟିର ଏଭଳି ଘୋଷଣା ଛାତ୍ରଛାତ୍ରୀଙ୍କ […]

Continue Reading

କାମ ଦେଉନି ‘ବୟକଟ୍’ ଟ୍ରେଣ୍ଡ୍; ‘କାଶ୍ମୀର ଫାଇଲ୍ସ’କୁ ପଛରେ ପକେଇଲା ‘ବ୍ରହ୍ମାସ୍ତ୍ର’

ନୂଆଦିଲ୍ଲୀ: ‘ବ୍ରହ୍ମାସ୍ତ୍ର’ ପାଇଁ କାମ ଦେଉନି ‘ବୟକଟ୍’ ବିବାଦ। ‘ବୟକଟ୍’ ଟ୍ରେଣ୍ଡ୍ ସତ୍ତ୍ୱେ ଆରମ୍ଭରୁ ଭଲ ରୋଜଗାର କରିଚାଲିଛି ‘ବ୍ରହ୍ମାସ୍ତ୍ର’। ସେପ୍ଟେମ୍ବର ୯ରେ ମୁକ୍ତିଲାଭ କରିଥିବା ଏହି ମଲ୍ଟି ଷ୍ଟାରର୍‌ ଫିଲ୍ମ ସମସ୍ତ ରେକର୍ଡ ଭାଙ୍ଗିଛି। ଲୋକେ ବିଶ୍ୱାସ କରିପାରୁ ନାହାନ୍ତି ଯେ ବଲିଉଡ୍‌ର ଗୋଟିଏ ପରେ ଗୋଟିଏ ଫିଲ୍ମ ଫ୍ଲପ୍ ହେବା ଭିତରେ ‘ବ୍ରହ୍ମାସ୍ତ୍ର’ କିପରି ଏତେ ରୋଜଗାର କରୁଛି। ଆୟାନ୍ ମୁଖାର୍ଜୀଙ୍କ ନିର୍ଦ୍ଦେଶିତ ‘ବ୍ରହ୍ମାସ୍ତ୍ର’ ରିଲିଜ୍ ହେବାର ପ୍ରଥମ ଦିନରୁ ବକ୍ସ ଅଫିସରେ ଜବରଦସ୍ତ […]

Continue Reading