ମହାରାଣୀଙ୍କ ମୃତ୍ୟୁ ପରେ ଏହିସବୁ ବଦଳିବ ବ୍ରିଟେନରେ

ନୂଆଦିଲ୍ଲୀ: ବ୍ରିଟେନର ରାଣୀ ଏଲିଜାବେଥ ଦ୍ୱିତୀୟ (୯୬)ଙ୍କର ଗୁରୁବାର ଦେହାନ୍ତ ହୋଇଛି। ସେ ବ୍ରିଟେନ ଇତିହାସରେ ସର୍ବ ପୁରାତନ ଏବଂ ଦୀର୍ଘତମ ରାଣୀ ଥିଲେ। ରାଣୀ ଏଲିଜାବେଥ୍ ଦ୍ୱିତୀୟଙ୍କ ମୃତ୍ୟୁ ପରେ ବର୍ତ୍ତମାନ ପୂର୍ବତନ ପ୍ରିନ୍ସ ଚାର୍ଲ୍ସ(୭୩) ବ୍ରିଟେନର ନୂଆ ରାଜା ହେବେ। ଏହା ସହିତ ବର୍ତ୍ତମାନ ବ୍ରିଟେନରେ ନଗଦ ଟଙ୍କା, ପତାକା, ଷ୍ଟାମ୍ପ ଏବଂ ବ୍ୟାଙ୍କ୍ ନୋଟ୍ ମଧ୍ୟ ପରିବର୍ତ୍ତନ ହେବ। ଏହି ସବୁ ଜିନିଷରେ ପରିବର୍ତ୍ତନ ଆଣିବା ପାଇଁ ପ୍ରସ୍ତୁତି ଆଗାମୀ ଦିନରେ ଆରମ୍ଭ […]

Continue Reading

ଆଫଗାନିସ୍ତାନ ବିପକ୍ଷରେ ବି ଟସ୍‌ ହାରିଲା ଭାରତ, ଖେଳୁ ନାହାନ୍ତି ରୋହିତ ଶର୍ମା

ଦୁବାଇ: ଏସିଆ କପରୁ ବିଦା ହୋଇ ସାରିଥିବା ଭାରତ ଓ ଆଫଗାନିସ୍ତାନ ଆଜି ନିଜ ନିଜର ଶେଷ ସୁପର ୪ ମ୍ୟାଚ୍‌ରେ ମୁହାଁମୁହିଁ ହେଉଛନ୍ତି। ଉଭୟ ଦେଶ ପାଇଁ ଆଜିର ମ୍ୟାଚ୍‌ ମୂଲ୍ୟହୀନ। କେବଳ ସମ୍ମାନ ଦୃଷ୍ଟିରୁ ଉଭୟ ମୈଦାନକୁ ଓହ୍ଲାଇଛନ୍ତି। ଏହି ମ୍ୟାଚ୍‌ରେ ଆଫଗାନିସ୍ତାନ ଅଧିନାୟକ ମହମ୍ମଦ ନବି ଟସ୍‌ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଛନ୍ତି। ଏହାର ଅର୍ଥ ଭାରତ ପୂର୍ବ ଦୁଇ ମ୍ୟାଚ୍‌ ଭଳି ଏଥର ମଧ୍ୟ ପ୍ରଥମେ ବ୍ୟାଟିଂ କରିବ। ଟିମ […]

Continue Reading

କଟକରୁ କର୍ତ୍ତବ୍ୟପଥ: ଇଣ୍ଡିଆ ଗେଟରେ ନେତାଜୀ ସୁଭାଷ ବୋଷ

ନୂଆଦିଲ୍ଲୀ: ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ପ୍ରତିମୂର୍ତ୍ତିକୁ ଅନାବରଣ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି  । ଇଣ୍ଡିଆ ଗେଟ ନିକଟରେ ଶୋଭା ପାଉଛନ୍ତି ନେତାଜୀ ଶୁଭାଷ ବୋଷ । ସ୍ବାଧୀନତାର 75 ବର୍ଷ ପରେ ନେତାଜୀଙ୍କୁ ଦେଶ ପକ୍ଷରୁ ମିଳିଛି ବଡ଼ ସମ୍ମାନ । କଟକ ଓଡ଼ିଆ ବଜାରରେ ଜନ୍ମ ନେଇଥିବା ନେତାଜୀ ଏବେ ଦିଲ୍ଲୀର ସବୁଠୁ ମହତ୍ତ୍ବପୂଣ୍ଣ୍ଣ ସ୍ତାନ ଇଣ୍ଡିଆ ଗେଟରେ ସ୍ଥାନ ପାଇଛନ୍ତି । ଦିନେ ନେତାଜୀଙ୍କର  ଦିଲ୍ଲୀ ଚଲୋ ଡାକରା କୋଟି କୋଟି […]

Continue Reading

ପୁରା ପୁଷ୍ପା ଷ୍ଟାଇଲ୍‌ ! ଟ୍ରକ୍‌ରେ ନଡ଼ା ଛପର କରି ଚାଲାଣ ହେଉଥିଲା ରକ୍ତ ଚନ୍ଦନ

ଭୁବନେଶ୍ୱର: ପୁଷ୍ପା ଷ୍ଟାଇଲ୍‌ରେ ରକ୍ତ ଚନ୍ଦନ କାଠ ଚାଲାଣ । ସିନେମାରେ ଯେପରି ଅଲୁ ଅର୍ଜୁନ୍ ରକ୍ତ ଚନ୍ଦନ କାଠ ଚାଲାଣ କରୁଥିଲେ ଏଠି ବି ଠିକ୍‌ ସେମିତି । ଟ୍ରକ୍‌ରେ ଥିଲା ଗଦା ଗଦା ରକ୍ତ ଚନ୍ଦନ । ଆଉ ନଡ଼ା ଛପର ଦେଇ ଏହାକୁ ଘୋଡ଼ା ଯାଇଥିଲା । ହେଲେ ପୋଲିସ୍‌ର ଗୁଇନ୍ଦା ସୂଚନା ଓ ସକ୍ରିୟତା ଯୋଗୁଁ ଆନ୍ଧ୍ର ସରକାର ହାତରେ ଧରାପଡ଼ିଛି କୋଟି କୋଟି ଟଙ୍କାର ରକ୍ତ ଚନ୍ଦନ କାଠ । […]

Continue Reading

ଭାରତ-ଆଫଗାନିସ୍ତାନ ମ୍ୟାଚ୍ ପୂର୍ବରୁ ଦୁବାଇ ଷ୍ଟାଡିୟମ୍ ନିକଟରେ ଅଗ୍ନିକାଣ୍ଡ

ଦୁବାଇ: ଏସିଆ କପ୍-୨୦୨୨ରେ ଭାରତ ଆଜି ଅନ୍ତିମ ମ୍ୟାଚ୍ ଖେଳିବ । ଦୁବାଇ ଷ୍ଟାଡିୟମରେ ଆଫଗାନିସ୍ତାନ ବିପକ୍ଷରେ ଭାରତ ମ୍ୟାଚ୍ ଖେଳିବାକୁ ଥିବା ବେଳେ ମ୍ୟାଚ୍ ପୂର୍ବରୁ ବଡ଼ ଦୁର୍ଘଟଣା ଘଟିଛି । ଷ୍ଟାଡିୟମର ପ୍ରବେଶ ଫାଟକ ନିକଟରେ ନିଆଁ ଲାଗି ଯାଇିଛି । ଭାରତ-ଆଫଗାନିସ୍ତାନ ଟି-ଟ୍ୱେଣ୍ଟି ମ୍ୟାଚର ଠିକ୍ ପୂର୍ବରୁ ନିଆଁ ଲାଗିଛି । ପୂର୍ବରୁ ଏସପିଆ କପ୍ ଫାଇନାଲରୁ ଭାରତୀୟ କ୍ରିକେଟ୍ ଦଳ ବାଦ୍ ପଡ଼ିଛି । ଆଜି ଦଳ ଏସିଆ କପରେ ଆଫଗାନିସ୍ତାନ […]

Continue Reading

୩୦ରୁ ଅଧିକ ସ୍ଥାନରେ ଏନଆଇଏ ରେଡ୍‌

ପାଟନା: ନ୍ୟାସନାଲ ଇନଭେଷ୍ଟିଗେସନ୍ ଏଜେନ୍ସି (ଏନଆଇଏ) ପକ୍ଷରୁ ବିହାରରେ ୩୦ରୁ ଅଧିକ ସ୍ଥାନରେ ରେଡ୍‌ କରାଯାଇଛି । ବିବାଦୀୟ ଇସଲାମିକ ସଂଗଠନ ପପୁଲାର ଫ୍ରଣ୍ଟ ଅଫ ଇଣ୍ଡିଆ (ପିଏଫଆଇ) ସହ ଆତଙ୍କବାଦୀ ଲିଙ୍କ ନେଇ ଏନଆଇଏ ପକ୍ଷରୁ ଏହି ରେଡ୍‌ କରାଯାଇଛି। ଏଥିସହ ପୁଲିସ ରିୟାଜ୍‌ ଅହମ୍ମଦଙ୍କ ବାସଭବନରେ ରେଡ୍‌ କରିଛି। ରିୟାଜ୍‌ଙ୍କ ଘରେ ଆତଙ୍କବାଦୀ ନିଯୁକ୍ତି ସମ୍ପର୍କରେ ଅଭିଯୋଗ ଆସିଥିଲା। ବିହାରର ଛପ୍ରା, ବୈଶାଳି, ଅରାରିଆ ଏବଂ ନାଳନ୍ଦାରେ ଏହି ଚଢ଼ଉ କରାଯାଇଛି। ଆଜି ସକାଳ […]

Continue Reading

ଆଫଗାନିସ୍ତାନ ବିପକ୍ଷରେ ଟସ୍‌ ଜିତିଲା ପାକିସ୍ତାନ, ମ୍ୟାଚ୍ ଉପରେ ଭାରତର ନଜର

ଦୁବାଇ: ଏସିଆ କପ ସୁପର ୪ର ଗୁରୁତ୍ୱପୂର୍ଣ୍ଣ ମୁକାବିଲାରେ ମୁହାଁମୁହିଁ ହେଉଛନ୍ତି ପାକିସ୍ତାନ ଓ ଆଫଗାନିସ୍ତାନ। ଏହି ମ୍ୟାଚ୍‌ରେ ଆଫଗାନିସ୍ତାନ ଅଧିନାୟକ ମହମ୍ମଦ ନବି ଟସ୍‌ ହାରି ଯାଇଛନ୍ତି। ପାକିସ୍ତାନ ଅଧିନାୟକ ବାବର ଆଜମ ଟସ୍‌ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛନ୍ତି। ଏହି ମ୍ୟାଚ୍‌ ଉପରେ ଭାରତୀୟ ଫ୍ୟାନମାନଙ୍କ ନଜର ରହିଛି। କାରଣ କ୍ରମାଗତ ଦୁଇଟି ମ୍ୟାଚ୍‌ ହାରିଥିବା ଟିମ୍‌ ଇଣ୍ଡିଆର ଭାଗ୍ୟ ଏହି ମ୍ୟାଚ୍‌ ଉପରେ କିଛିଟା ନିର୍ଭର କରୁଛି। ଯଦି ପାକିସ୍ତାନ ଆଜିର […]

Continue Reading

ପିଏମ୍-ଶ୍ରୀ ସ୍କୁଲ ମାଧ୍ୟମରେ ଭାରତର ବିକାଶ ହେବ

ନୂଆଦିଲ୍ଲୀ : ପିଏମ୍-ଶ୍ରୀ ସ୍କୁଲ ପାଇଁ କେନ୍ଦ୍ର କ୍ୟାବିନେଟରେ ବଡ଼ ନିଷ୍ପତ୍ତି ନିଆଯାଇଛି । ଜାତୀୟ ଶିକ୍ଷାନୀତିରେ ସମସ୍ତ ଉପାଦାନ ପିଏମ୍ ଶ୍ରୀ ସ୍କୁଲ ଯୋଜନାରେ ସାମିଲ ହେବ। ଏହି ସବୁ ସ୍କୁଲରେ ଭର୍ଚୁଆଲ୍ ଏବଂ ୩D ଲ୍ୟାବ୍ କରିବା ପାଇଁ ପରିକଳ୍ପନା କରାଯାଇଛି।  ପିଏମ୍-ଶ୍ରୀ ସ୍କୁଲଗୁଡ଼ିକୁ ଗ୍ରୀନ୍ ସ୍କୁଲ ଭାବେ ବିକଶିତ କରାଯିବ। କେନ୍ଦ୍ରୀୟ ବିଦ୍ୟାଳୟ ଓ ନବୋଦୟ ବିଦ୍ୟାଳୟର ଉନ୍ନତୀକରଣ କରାଯିବ ବୋଲି କ୍ୟାବିନେଟ୍ ନିଷ୍ପତ୍ତି ନେଇଛି । ୧୪ ହଜାର ସ୍କୁଲର ଉନ୍ନତୀକରଣ […]

Continue Reading

ଦୁନିଆର ଦ୍ଵିତୀୟ ବିତ୍ତଶାଳୀ ବ୍ୟକ୍ତି ହେବାର ନିକଟତର ଗୌତମ ଅଦାନୀ

ନୂଆଦିଲ୍ଲୀ: ଦୁନିଆର ଶୀର୍ଷ ୧୦ ଧନଶାଳୀ ବ୍ୟକ୍ତିଙ୍କ ତାଲିକାରେ ଲଗାତାର ଉପରକୁ ଉଠି ଚାଲିଛନ୍ତି ଗୌତମ ଅଦାନୀ । ସେ ଆମାଜନର ଜେଫ ବେଜୋସଙ୍କୁ ପଛରେ ପକାଇ ପୁଣି ଥରେ ତୃତୀୟ ସ୍ଥାନ ଦଖଲ କରିଛନ୍ତି। ଏବେ ତାଙ୍କର ନଜର ଦ୍ଵିତୀୟ ସ୍ଥାନ ଉପରେ ରହିଛି। ବର୍ତ୍ତମାନ ଦୁନିଆର ଦ୍ଵିତୀୟ ସବୁଠୁ ବଡ ବିତ୍ତଶାଳୀ ବ୍ୟକ୍ତି ବର୍ଣ୍ଣାର୍ଡ ଆରନଲ୍ଟ ଏବଂ ଗୌତମ ଅଦାନୀଙ୍କ ମଧ୍ୟରେ ବ୍ୟବଧାନ ବହୁତ କମ ରହିଛି। ଫୋବର୍ସର ରିୟଲ ଟାଇମ ବିଲେନିୟର୍ସ ଇଣ୍ଡେକ୍ସ […]

Continue Reading

ସ୍ତ୍ରୀ ଓ ଛୋଟ ଝିଅ ସହ ୧୨ ମହଲାରୁ ଡେଇଁପଡ଼ିଲେ କନଷ୍ଟେବଳ

ଅହମଦାବାଦ: ଜଣେ କନଷ୍ଟେବଳ ନିଜର ପତ୍ନୀ ଓ ଛୋଟ ଝିଅଙ୍କ ସହ ୧୨ ମହଲା ଉପରୁ ତଳକୁ ଡେଇଁ ଆତ୍ମହତ୍ୟା କରିଛନ୍ତି। ଗୁଜରାଟର ଅହମଦାବାଦରେ ଥିବା ଗୋଟିଏ ଆବାସିକ ବିଲଡିଂରେ ଏପରି ଘଟଣା ଘଟିଛି। ସୋଲା ପୁଲିସ ଷ୍ଟେସନର ଇନସପେକ୍ଟର ଏନଆର ବାଘେଲା କହିଛନ୍ତି, ଦମ୍ପତିଙ୍କ ମଧ୍ୟରେ ପ୍ରଥମେ ଝଡ଼ଗା ହୋଇଥିଲା ଓ ଏହାପରେ ସେମାନେ ୧୨ମହଲାରୁ ତଳକୁ ଡେଇଁ ପଡ଼ିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ୧୨ ମହଲା ଉପରୁ ଡେଉଁ ପଡ଼ିଥିବା କନଷ୍ଟେବଲ ଜଣଙ୍କ ହେଉଛନ୍ତି […]

Continue Reading