ଆଉ IPL ଖେଳିବେନି ‘ମିଷ୍ଟର IPL’, ସବୁ ଫର୍ମାଟରୁ ଅବସର ନେଲେ ରାଇନା

ନୂଆଦିଲ୍ଲୀ: ଆଉ ଆଇପିଏଲ୍‌ ଖେଳିବେନି ‘ମିଷ୍ଟର ଆଇପିଏଲ୍‌’। କ୍ରିକେଟର ସବୁ ଫର୍ମାଟରୁ ଅବସର ନେଲେ ଟିମ୍‌ ଇଣ୍ଡିଆର ପୂର୍ବତନ କ୍ରିକେଟର ସୁରେଶ ରାଇନା। ସେ କ୍ରିକେଟରୁ ସମ୍ପୂର୍ଣ୍ଣ ଭାବେ ସନ୍ୟାସ ନେଇଥିବା ଘୋଷଣା କରିଛନ୍ତି। ଏନେଇ ଖୋଦ୍‌ ସୋଶାଲ ମିଡିଆରେ ଏକ ପୋଷ୍ଟ ଶେଆର କରି ସେ ସୂଚନା ଦେଇଛନ୍ତି। ସେ ଟ୍ୱିଟ୍‌ କରି ଲେଖିଛନ୍ତି, ‘ଆମ ଦେଶ ତଥା ରାଜ୍ୟ ୟୁପି ପ୍ରତିନିଧିତ୍ୱ କରିବା ଏକ ଗର୍ବର ବିଷୟ। ସମସ୍ତ ପ୍ରକାର କ୍ରିକେଟ୍‌ରୁ ମୋର ଅବସର […]

Continue Reading

ବେହାଲ ‘ସିଲିକନ୍‌ ସିଟି’, ଟ୍ରାକ୍ଟର ଓ କ୍ରେନ୍‌ରେ ଅଫିସ୍‌ ଯାଉଛନ୍ତି IT କର୍ମଚାରୀ

ବେଙ୍ଗାଲୁରୁ: ଲଗାଣ ବର୍ଷାରେ ବେହାଲ ସିଲିକନ୍‌ ସିଟି। ଲଗାତର ତୃତୀୟ ଦିନରେ ମଧ୍ୟ ଆଇଟି ସିଟି ବେଙ୍ଗଲୁରୁ ଜଳବନ୍ଦୀ ହୋଇ ରହିଛି। ପ୍ରବଳ ବର୍ଷା ପରେ ପାଣିରେ ଉଟୁବୁଟୁ ପୂରା ସହର। କେତେକ ଅଞ୍ଚଳରେ ରାସ୍ତାଘାଟ ପାଣିରେ ବୁଡ଼ି ରହିଥିବାରୁ ଯିବା ଆସିବା ଏକ ପ୍ରକାର ଠପ୍ ହୋଇ ପଡ଼ିଛି। ପରିସ୍ଥିତି ଏପରି ଯେ, ଆଇଟି ଇଂଜିନିୟରମାନେ ଟ୍ରାକ୍ଟରରେ ଅଫିସ ଯାଉଛନ୍ତି। ସେହିପରି ଆଉ କେଉଁଠି ର୍କମଚାରୀମାନେ କ୍ରେନ୍‌ରେ ବସି ଅଫିସ ଯାଇଛନ୍ତି। ଅଳ୍ପ ସମୟ ମଧ୍ୟରେ […]

Continue Reading

ଆସିଲା ସାଇରସ ମିସ୍ତ୍ରୀଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟ

ମୁମ୍ବାଇ: ମହାରାଷ୍ଟ୍ରର ପାଲଘରରେ ଏକ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଟାଟା ସନ୍ସର ପୂର୍ବତନ ଅଧ୍ୟକ୍ଷ ସାଇରସ୍ ମିସ୍ତ୍ରୀଙ୍କର ଶରୀରର ଅନେକ ଅଙ୍ଗର ଆଭ୍ୟନ୍ତରୀଣ ଆଘାତ ଯୋଗୁଁ ମୃତ୍ୟୁ ଘଟିଛି। ପୋଷ୍ଟମର୍ଟମ ବା ଶବ ବ୍ୟବଚ୍ଛେଦ ରିପୋର୍ଟରୁ ଏହି ସୂଚନା ମିଳିଛି। ସୋମବାର ସରକାରୀ ଜେଜେ ହସ୍ପିଟାଲରେ ସାଇରସ୍ ମିସ୍ତ୍ରୀ ଏବଂ ତାଙ୍କ ବନ୍ଧୁ ଜାହଙ୍ଗୀର ପାଣ୍ଡୋଲଙ୍କ ଶବ ବ୍ୟବଚ୍ଛେଦ କରାଯାଇଥିଲା। ପୋଷ୍ଟମର୍ଟମ ରିପୋର୍ଟ ଅନୁଯାୟୀ, ମିସ୍ତ୍ରୀଙ୍କର ମୁଣ୍ଡରେ ଆଘାତ ଲାଗିବା ଫଳରେ ପ୍ରବଳ ରକ୍ତସ୍ରାବ ଏବଂ […]

Continue Reading

ଆପ୍ ଓ ଏହାର ୫ ନେତାଙ୍କୁ ଲିଗାଲ୍ ନୋଟିସ୍ ପଠାଇଲେ ଦିଲ୍ଲୀ ଉପ-ରାଜ୍ୟପାଳ

ନୂଆଦିଲ୍ଲୀ: ଦିଲ୍ଲୀ ଉପ-ରାଜ୍ୟପାଳ ବିକେ ସକ୍ସେନା ସୋମବାର ଆମ୍‌ ଆଦ୍‌ମୀ ପାର୍ଟି (ଆପ୍‌) ଓ ଏହାର ୫ ଜଣ ନେତାଙ୍କୁ ଲିଗାଲ୍ ନୋଟିସ୍ ପଠାଇଛନ୍ତି। ଆପ୍‌ର ଯେଉଁ ନେତାଙ୍କ ପାଖକୁ ସେ ଲିଗାଲ୍ ନୋଟିସ୍ ପଠାଇଛନ୍ତି, ସେମାନେ ହେଉଛନ୍ତି- ଅତିଶୀ, ଦୁର୍ଗେଶ ପାଠକ, ସୌରଭ ଭରଦ୍ୱାଜ, ସଞ୍ଜୟ ସିଂହ ଓ ଜଶ୍ମିନ ଶାହ। ୪୮ ଘଣ୍ଟା ମଧ୍ୟରେ ଲିଗାଲ୍ ନୋଟିସ୍‌ର ଜବାବ ଦେବାକୁ ସେମାନଙ୍କୁ କୁହାଯାଇଛି। କ୍ଷମା ମାଗିବା ସହିତ ଏହି ନେତାମାନେ ତାଙ୍କ ବିରୋଧରେ ସୋଶାଲ୍ […]

Continue Reading

Atal Pension Yojana ବନ୍ଦ ହୋଇଯିବ! କେନ୍ଦ୍ର ସରକାର ନେବାକୁ ଯାଉଛନ୍ତି ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ: କେନ୍ଦ୍ର ସରକାର ଆସନ୍ତା ମାସରୁ ସରକାରୀ ସ୍କିମରେ କିଛି ବଡ଼ ଧରଣର ପରିବର୍ତ୍ତନ କରିବାକୁ ଯାଉଛନ୍ତି । ଆପଣମାନେ ଯଦି ଏପରି କିଛି ସରକାରୀ ସ୍କିମର ଫାଇଦା ନେଉଛନ୍ତି, ତେବେ ଏନେଇ ଅପଡେଟ୍ ରହିବା ଜରୁରୀ । କେନ୍ଦ୍ର ସରକାର ଆସନ୍ତା ମାସଠାରୁ ଅଟଳ ପେନସନ ଯୋଜନା ବନ୍ଦ କରିବାକୁ ଯାଉଛନ୍ତି । ଫଳରେ ଅକ୍ଟୋବର ମାସଠାରୁ ଦେଶର କିଛି ଲୋକଙ୍କୁ ଏହାର ଫାଇଦା ଆଉ ମିଳିବ ନାହିଁ । ଅଟଳ ପେନସନ ଯୋଜନାର ନୂଆ […]

Continue Reading

BCCIର ନୂଆ ଟାଇଟଲ ସ୍ପନସର Mastercard, ହଟିଲା Paytm

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)ର ନୂଆ ଟାଇଟଲ ସ୍ପନସର ହୋଇଛି ମାଷ୍ଟରକାର୍ଡ । ପୂର୍ବରୁ ଟାଇଟଲ ସ୍ପନସର ଥିବା ପେଟିଏମ ଏହି ଦାୟିତ୍ୱରୁ ହଟିଯାଇଛି । ଆଗକୁ ଭାରତରେ ବିସିସିଆଇ ଦ୍ୱାରା ଆୟୋଜିତ ହେବାକୁ ଥିବା ଅନ୍ତର୍ଜାତୀୟ ମ୍ୟାଚ ସହିତ ଘରୋଇ କ୍ରିକେଟ ଟୁର୍ଣ୍ଣାମେଣ୍ଟର ଟାଇଟଲ ସ୍ପନସର ଭାବେ କାର୍ଯ୍ୟ କରିବ ମାଷ୍ଟରକାର୍ଡ । ତେବେ ଏହି ଡିଲକୁ ନେଇ ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି ଓ ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀ […]

Continue Reading

ଜହ୍ନରୁ ଖଣ୍ଡେ କିଣି ବାପା ଦେଲେ ପୁଅକୁ ଜନ୍ମ ଦିନର ଉପହାର

ଫତେହାବାଦ: ବାପାର ସ୍ନେହର ମୂଲ ସବୁ ପୁଅ ବୁଝି ପାରନ୍ତି ନାହିଁ । ପୁଅର ଖୁସି ପାଇଁ ବାପା ସବୁ କିଛି କରିପାରେ । ଏ ପରିକି ଜହ୍ନରୁ ଖଣ୍ଡେ କିଣିକି ଧରେଇ ଦିଏ । ଆଜ୍ଞା ହଁ ଏହା ସତ । ହରିୟାଣା ଫତେହପୁରରେ ଏ ଭଳି ଏକ ଘଟଣା ଘଟିଛି । ବ୍ୟବସାୟୀ ବରୁଣ ସୈନୀ ପୁଅକୁ ଏପରି ଏକ ଉପହାର ଦେବାକୁ ଚାହୁଁଥିଲେ ଯାହା କି ସମସ୍ତଙ୍କଠାରୁ ଭିନ୍ନ ହୋଇଥିବ । ସେ […]

Continue Reading

କଂଗ୍ରେସକୁ ଶକ୍ତ ଝଟକା: ଜାତୀୟ ମୁଖପାତ୍ର ପଦରୁ ଇସ୍ତଫା ଦେଲେ ଜୟବୀର ଶେରଗିଲ

ନୂଆଦିଲ୍ଲୀ: କଂଗ୍ରେସ ନେତା ଜୟବୀର ଶେରଗିଲ ବୁଧବାର ଜାତୀୟ ମୁଖପାତ୍ର ପଦରୁ ଇସ୍ତଫା ଦେଇଛନ୍ତି । ଜୟବୀର ଶେର୍ଗିଲ ପେସାରେ ଭାରତର ସର୍ବୋଚ୍ଚ ନ୍ୟାୟାଳୟରେ ଜଣେ ଓକିଲ। ସୋନିଆ ଗାନ୍ଧୀଙ୍କୁ ଦେଇଥିବା ଇସ୍ତଫା ପତ୍ରରେ ଶେରଗିଲ କହିଛନ୍ତି ଯେ, ‘ମୁଁ ଦୁଃଖିତ ଯେ ବର୍ତ୍ତମାନ ଲୋକ ତଥା ଦେଶର ସ୍ୱାର୍ଥରେ ନିଷ୍ପତ୍ତି ନିଆଯାଉ ନାହିଁ । କିନ୍ତୁ ଯେଉଁମାନେ ଚାଟୁକାରିତାରେ ଲିପ୍ତ ଅଛନ୍ତି ଏବଂ କ୍ରମାଗତ ଭାବରେ ଦଳକୁ ଅବହେଳା କରୁଛନ୍ତି ସେମାନଙ୍କ ସ୍ୱାର୍ଥ ପାଇଁ ନିଷ୍ପତ୍ତି […]

Continue Reading

ବିହାରରେ ବହୁମତ ପରୀକ୍ଷା ପୂର୍ବରୁ ୨୪ଟି ସ୍ଥାନରେ CBI ଚଢ଼ାଉ

ପାଟଣା: ବିହାରର ୨୪ଟି ସ୍ଥାନରେ ସିବିଆଇ ରେଡ୍ । ଚାକିରି ବଦଳରେ ଜମି ମାମଲାରେ କେନ୍ଦ୍ରୀୟ ଯାଞ୍ଚ ଏଜେନ୍ସି ସିବିଆଇ ରେଡ୍ କରିଥିବା ଜଣାପଡ଼ିଛି । ଆରଜେଡି ଏମଏଲସି ସୁନୀଲ ସିଂହ, ପୂର୍ବତନ ଆରଜେଡି ଏମଏଲସି ସୁବୋଧ ରାୟ, ରାଜ୍ୟସଭା ସାଂସଦ ଅଶଫାକ କରୀମ ଏବଂ ଫୈୟାଜ ଅହମଦଙ୍କ ବିଭିନ୍ନ ସ୍ଥାନରେ ସିବିଆଇ ଚଢ଼ାଉ କରିଛି । ବିହାର ବିଧାନସଭାରେ ଫ୍ଲୋର ଟେଷ୍ଟର ଠିକ୍ ପୂର୍ବରୁ ଆରଜେଡି ନେତାଙ୍କ ୨୪ଟି ସ୍ଥାନରେ ସିବିଆଇ ରେଡ୍ କରିଛି । […]

Continue Reading

ମଙ୍କିପକ୍ସକୁ ମାତ୍‌ ଦେବାକୁ ଆସିବ ଔଷଧ! ଆରମ୍ଭ ହେଲା କ୍ଲିନିକାଲ ଟ୍ରାଏଲ

ନୂଆଦିଲ୍ଲୀ: ଭାରତ ସମେତ ବିଶ୍ୱର ବିଭିନ୍ନ ପ୍ରାନ୍ତରେ ମଙ୍କିପକ୍ସ ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି। ଦିନକୁ ଦିନ ସଂକ୍ରମିତଙ୍କ ସଂଖ୍ୟା ବଢ଼ିବା ଚିନ୍ତାର କାରଣ ପାଲଟିଛି। ମଙ୍କିପକ୍ସକୁ ମାତ ଦେବା ପାଇଁ ଉପଲବ୍ଧ ଥିବା ଟିକା ଅତ୍ୟନ୍ତ ସୀମିତ ଓ ଏହାର ସପ୍ଲାଏ ମଧ୍ୟ ଠିକ ଭାବେ ହୋଇପାରୁନି। ତେଣୁ ମଙ୍କିପକ୍ସକୁ ମାତ ଦେବାକୁ ବୈଜ୍ଞାନିକମାନେ ଔଷଧ ବାହାର କରିବାକୁ ଲକ୍ଷ୍ୟ ରଖିଛନ୍ତି। ଏଥିପାଇଁ ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟରେ ଏହି ଭାଇରାଲ ରୋଗ ବିରୋଧରେ ଗୋଟିଏ ଔଷଧର କ୍ଲିନିକାଲ […]

Continue Reading