ଚିତା ବାଘ ପ୍ରକଳ୍ପ ସଂରକ୍ଷଣ ପାଇଁ ଭାରତ-ନାମିବିଆ ମଧ୍ୟରେ ଏମଓୟୁ

ନୂଆଦିଲ୍ଲୀ: ଭାରତ ସରକାର ଏବଂ ନାମିବିୟା ସରକାରଙ୍କ ମଧ୍ୟରେ ବନ୍ୟପ୍ରାଣୀ ସଂରକ୍ଷଣ ଏବଂ ବିଶେଷତଃ ଚିତା ବାଘ ସଂରକ୍ଷଣକୁ ଗୁରୁତ୍ୱ ଦେଇ ଏକ ଏମଓୟୁ ସ୍ୱାକ୍ଷର ହୋଇଛି । ଦୀର୍ଘସ୍ଥାୟୀ ଜୈବବିବିଧତାର ଉପଯୋଗ କ୍ଷେତ୍ରରେ ସହଯୋଗ ପାଇଁ ଏକ ବୁଝାମଣା ପତ୍ର (ଏମଓୟୁ) ସ୍ୱାକ୍ଷରିତ ହୋଇଛି । ଏହି ବୁଝାମଣା ପତ୍ର ଅନୁସାରେ ଭାରତର ଐତିହାସିକ ରେଞ୍ଜ୍‌ରେ ଚିତାବାଘ ପ୍ରକଳ୍ପର ଶୁଭାରମ୍ଭ କରାଯିବ । ଏହି ବୁଝାମଣା ପତ୍ର ଉଭୟ ରାଷ୍ଟ୍ର ମଧ୍ୟରେ ବନ୍ୟପ୍ରାଣୀ ସଂରକ୍ଷଣ ଏବଂ […]

Continue Reading

ଖସୁଛି ଟଙ୍କା, ବଢ଼ୁଛି ଦରଦାମ

ନୂଆଦିଲ୍ଲୀ: ସଂକଟରେ ଭାରତୀୟ ଅର୍ଥନୀତି । ମହାମାରୀ କୋଭିଡ୍ ପରେ ମାନ୍ଦାବସ୍ଥାରୁ ମୁକୁଳି ପାରୁନି ଭାରତୀୟ ଅର୍ଥ ବ୍ୟବସ୍ଥା । ଦରବୃଦ୍ଧି ଓ ଡଲାର ତୁଳନାରେ ଟଙ୍କାର ମୂଲ୍ୟ ଖସିବା ସ୍ଥିତିକୁ ଆହୁରି ସଂକଟ ଆଡ଼କୁ ଟାଣି ନେଉଛି । ଯଦିଓ ମେ ତୁଳନାରେ ଦେଶରେ ଖୁଚୁରା ମୁଦ୍ରାସ୍ଫୀତି ସାମାନ୍ୟ କମିଛି ତଥାପି ଏହା ଆରବିଆଇର ସର୍ବାଧିକ ସ୍ତର ୬ ପ୍ରତିଶତ ଉପରେ ରହିଛି । ଅନ୍ୟପଟେ ଡଲାର ତୁଳନାରେ ହ୍ରାସ ପାଇ ଚାଲିଛି ଟଙ୍କା । […]

Continue Reading

ୱାର୍କ ଫ୍ରମ୍ ହୋମ୍ ପାଇଁ ବାଣିଜ୍ୟ ବିଭାଗ ଜାରି କଲା ନୂଆ ନିୟମ

ନୂଆଦିଲ୍ଲୀ: ବାଣିଜ୍ୟ ମନ୍ତ୍ରଣାଳୟ ପକ୍ଷରୁ ଜାରୀ ବିଶେଷ ଆର୍ଥିକ କ୍ଷେତ୍ରରେ ଘରୁ କାମ କରିବାର (ୱାର୍କ ଫ୍ରମ୍ ହୋମ୍) ନୂଆ ନିୟମ ୪୩(ଏ)- ୨୦୦୬ ଅନୁଯାୟୀ ଆର୍ଥିକ କ୍ଷେତ୍ରରେ ଘରୁ କାମ କରିବାର ଅନୁମତି (ୱାର୍କ ଫ୍ରମ୍ ହୋମ୍) ସର୍ବାଧିକ ଏକ ବର୍ଷ ପାଇଁ ରହିବ ଏବଂ ଏହା ମୋଟ ଶ୍ରମିକ ମାନଙ୍କର ୫୦ ପ୍ରତିଶତ ପର୍ଯ୍ୟନ୍ତ ଲାଗୁ କରାଯାଇ ପାରିବ। ମନ୍ତ୍ରାଳୟ କହିଛି, ଶିଳ୍ପାନୁଷ୍ଠାନର ଚାହିଦାକୁ ଆଧାର କରି ବିଜ୍ଞପ୍ତି ଜାରି କରାଯାଇଛି। ସମସ୍ତ ବିଶେଷ […]

Continue Reading

ଶ୍ରୀଲଙ୍କା ରାଷ୍ଟ୍ରପତି ହେଲେ ୬ ଥରର ପ୍ରଧାନମନ୍ତ୍ରୀ ରାନିଲ୍ ବିକ୍ରମାସିଂଘେ

କଲମ୍ବୋ: ଶ୍ରୀଲଙ୍କାର ନୂତନ ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଛନ୍ତି ରାନିଲ୍ ବିକ୍ରମାସିଂଘେ । ସେ ଦୁଲ୍ଲାସ ଅଲାହପ୍ପେରୁମା ଓ ଅନୁରା କୁମାରାଙ୍କୁ ହରାଇ ରାଷ୍ଟ୍ରପତି ହୋଇଛନ୍ତି । ଶ୍ରୀଲଙ୍କା ରାଷ୍ଟ୍ରପତି ଗୋଟାବାୟା ରାଜପକ୍ଷେ ଦେଶ ଛାଡ଼ି ଚାଲିଯିବା ପରେ ଇସ୍ତଫା ଦେଇଥିଲେ । ଏହାପରେ ରାନିଲ୍ ବିକ୍ରମାସିଂଘେଙ୍କୁ କାମଚଳା ରାଷ୍ଟ୍ରପତି ଭାବେ ନିଯୁକ୍ତ କରାଯାଇଥିଲା । ରାଷ୍ଟ୍ରପତି ନିର୍ବାଚନରେ ୭୩ ବର୍ଷୀୟ ରାନିଲ୍ ବିକ୍ରମାସିଂଘେ ୧୩୪ ଭୋଟ୍ ପାଇ ବିଜୟୀ ହୋଇଛନ୍ତି । ୨୨୫ ସଦସ୍ୟ ବିଶିଷ୍ଟ […]

Continue Reading

ରାଜ୍ୟମାନଙ୍କୁ ମିଳିଛି ୫ ଲକ୍ଷ ୫୫ ହଜାର ୧୨୧ କୋଟି ଟଙ୍କାର ଜିଏସଟି କ୍ଷତିପୂରଣ

ନୂଆଦିଲ୍ଲୀ: ବିଗତ ପାଞ୍ଚ ବର୍ଷ ମଧ୍ୟରେ ବସ୍ତୁ ଓ ସେବା କର (ଜିଏସଟି) କାର‌୍ୟ୍ୟକାରୀ କରିବା କାରଣରୁ ରାଜ୍ୟମାନଙ୍କର ହୋଇଥିବା ରାଜସ୍ବ ହାନି ବାବଦରେ କେନ୍ଦ୍ର ସରକାର ବିଭିନ୍ନ ରାଜ୍ୟ ଏବଂ କେନ୍ଦ୍ର ଶାସିତ ପ୍ରଦେଶକୁ ୫ ଲକ୍ଷ ୫୫ ହଜାର ୧୨୧ କୋଟି ଟଙ୍କାର ଜିଏସଟି କ୍ଷତିପୂରଣ ଯୋଗାଇ ଦେଇଛନ୍ତି । ସମ୍ବିଧାନର ୧୦୧ତମ ସଂଶୋଧନର ଧାରା ୧୮ ଅନୁଯାୟୀ, ଜିଏସଟି ପରିଷଦର ସୁପାରିସ କ୍ରମେ ଏହି ସହାୟତା ଯୋଗାଇ ଦେଇଥିବା କେନ୍ଦ୍ର ଅର୍ଥ ରାଷ୍ଟ୍ର […]

Continue Reading

ନୁପୂରଙ୍କୁ ମାରିବା ପାଇଁ ୧୧ ଇଂଚର ଛୁରୀ ଧରି ପାକିସ୍ତାନରୁ ଆସିଥିଲା ଆତତାୟୀ

ନୂଆଦିଲ୍ଲୀ: ଶ୍ରୀଗଙ୍ଗାନଗର ଜିଲା ନିକଟରେ ଥିବା ହିନ୍ଦୁମଲକୋଟ ବର୍ଡର ନିକଟରେ ବର୍ଡର ସିକ୍ୟୁରିଟି ଫୋର୍ସ ଜଣେ ଆତତାୟୀକୁ ଧରିଛି । ଆନ୍ତର୍ଜାତୀୟ ବର୍ଡର ଡେଇଁ ସେ ଭାରତରେ ପଶିବା ପାଇଁ ଉଦ୍ୟମ କରୁଥିଲା । ପ୍ରାରମ୍ଭିକ ତଦନ୍ତରେ ସେ ବିଜେପିର ପୂର୍ବତନ ପ୍ରବକ୍ତା ନୁପୂର ଶର୍ମାଙ୍କୁ ମାରିବା ପାଇଁ ଆସିଛି ବୋଲି କହିଛି । ରିଜୱାନ ଅଶ୍ରଫ ନାମକ ଏହି ପାକିସ୍ତାନୀ ଆତତାୟୀ ନିକଟରୁ ୧୧ ଇଂଚର ଛୁରୀ ମଧ୍ୟ ଜବତ କରାଯାଇଛି । ଆଇବି, ର […]

Continue Reading

ବିଧାୟକ ପରେ ସାଂସଦ ଦେବେ ଉଦ୍ଧବଙ୍କୁ ଝଟକା ? ଅନେକ ସିନ୍ଦେଙ୍କ ସାଙ୍ଗରେ ଆସିବେ ସୂଚନା

ମୁମ୍ବାଇ: ଶିବସେନାରେ ବିଧାୟକଙ୍କ ବିଦ୍ରୋହ ପରେ ଉଦ୍ଧବ ଠାକରେଙ୍କୁ ଲଗାତାର ଝଟକା ପରେ ଝଟକା ଲାଗିଛି। ବିଧାୟକଙ୍କ ବିଦ୍ରୋହ ପରେ ଉଦ୍ଧବ ଠାକରେ କ୍ରମାଗତ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଉଦ୍ଧବଙ୍କ ନିକଟବର୍ତ୍ତୀ ବରିଷ୍ଠ ଶିବସେନା ନେତା ଉଦ୍ଧବ ଶିବିରକୁ ବାଏ ବାଏ କହିଥିବା ସୂଚନା ରହିଛି। ଯାହାକି ଉଦ୍ଧବଙ୍କ ଶିବିରକୁ ଏକ ବଡ ବିପର୍ଯ୍ୟୟ ଘଟାଇବାକୁ ଯାଉଛି। ରିପୋର୍ଟ ଅନୁଯାୟୀ ୧୨ ଜଣ ସାଂସଦ ଏକନାଥ ସିନ୍ଦେ ଶିବିର ସହ ଯୋଗାଯୋଗରେ ଅଛନ୍ତି ଏବଂ ସେମାନେ ଶୀଘ୍ର […]

Continue Reading

ରାଷ୍ଟ୍ରପତି ନିର୍ବାଚନରେ କେଉଁ କେଉଁ ରାଜ୍ୟରେ ହେଲା କ୍ରସ ଭୋଟିଂ?

ନୂଆଦିଲ୍ଲୀ : ଦେଶର ପଞ୍ଚଦଶ ରାଷ୍ଟ୍ରପତି ନିର୍ବାଚନ ପାଇଁ ମତଦାନ ଶେଷ ହୋଇଛି । ଏବେ ଅପେକ୍ଷା ଜୁଲାଇ ୨୧ରେ ହେବାକୁ ଥିବା ସଂସଦ ଓ ବିଧାନସଭାର ଭୋଟ୍ ଗଣତିକୁ । ଭୋଟ୍ ଶେଷ ହେବା ବେଳକୁ ଅନେକ ସ୍ଥାନରେ କ୍ରସ ଭୋଟିଂ ହୋଇଥିବାର ସୂଚନା ମିଳିଛି । ଯାହା ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କ ସମର୍ଥନରେ ହୋଇଛି। ଦ୍ରୌପଦୀ ମୁର୍ମୁଙ୍କ ପାଇଁ କଂଗ୍ରେସର ଅନେକ ବିଧାୟକ, ସମାଜବାଦୀ ପାର୍ଟି (ଏସପି) ଏବଂ ଏନସିପି କ୍ରସ୍ […]

Continue Reading

ମୋଦୀଙ୍କୁ କେଜ୍ରିୱାଲଙ୍କ ଚିଠି: ‘ବିଦେଶ ଗସ୍ତ ପାଇଁ କେନ୍ଦ୍ର ଦେଉନି ଅନୁମତି’

ନୂଆଦିଲ୍ଲୀ: ଦିଲ୍ଲୀର କେଜ୍ରିଓ୍ୱାଲ ସରକାର ଏବଂ କେନ୍ଦ୍ର ସରକାର ପୁଣି ଥରେ ମୁହାଁମୁହିଁ ହୋଇଛନ୍ତି। ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲଙ୍କୁ ସିଙ୍ଗାପୁର ଯିବାକୁ ଅନୁମତି ନଦେବା ଅଭିଯୋଗରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଏକ ଚିଠି ଲେଖିଛନ୍ତି। ଚିଠିରେ କେଜ୍ରିୱାଲ ଲେଖିଛନ୍ତି ଯେ ତାଙ୍କୁ ବିଶ୍ୱସ୍ତରୀୟ ସମ୍ମିଳନୀରେ ଦିଲ୍ଲୀ ମଡେଲ ଉପସ୍ଥାପନ କରିବାକୁ ସିଙ୍ଗାପୁର ଯିବାକୁ ଆମନ୍ତ୍ରଣ ମିଳିଛି ଏବଂ ଏହି ଆମନ୍ତ୍ରଣ ଦେଶ ପାଇଁ ଗର୍ବର ବିଷୟ। କେଜ୍ରିୱାଲ ଲେଖିଛନ୍ତି ଯେ ଜଣେ ମୁଖ୍ୟମନ୍ତ୍ରୀଙ୍କୁ […]

Continue Reading

ନର୍ମଦା ନଦୀକୁ ଖସିଲା ଯାତ୍ରୀବାହୀ ବସ୍, ୧୩ ଜଣଙ୍କ ମୃତ୍ୟୁ

ଭୋପାଳ: ମଧ୍ୟପ୍ରଦେଶ ଧାର ଜିଲ୍ଲା ଖଲଘାଟରେ ବଡ଼ ଦୁର୍ଘଟଣା ଘଟିଛି । ଏକ ଯାତ୍ରୀବାହୀ ବସ୍ ପୋଲର ରେଲିଂ ଭାଙ୍ଗି ନର୍ମଦା ନଦୀକୁ ଖସିବା ଫଳରେ ବସରେ ଥିବା ସମସ୍ତ ୧୩ ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଛି । ତଥାପି ନଦୀରେ ଚାଲିଛି ସର୍ଚ୍ଚ ଅପରେସନ୍ । ବସଟି ଇନ୍ଦୋରରୁ ମହାରାଷ୍ଟ୍ର ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଛି । ତେବେ ବସରେ ୧୩ ଜଣ ଯାତ୍ରୀଥିବା କୁହାଯାଉଥିବା ବେଳେ କେତେ ଯାତ୍ରୀ ଥିଲେ ଜଣାପଡ଼ି ନାହିଁ […]

Continue Reading