ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ମାମଲା: ରାୟ ସଂରକ୍ଷିତ ରଖିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ସୁପ୍ରିମକୋର୍ଟରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ମାମଲାର ଆଜି ଶୁଣାଣି ହୋଇଛି । ଉଭୟ ପକ୍ଷରୁ ଯୁକ୍ତି ଶୁଣିବା ପରେ ରାୟ ସଂରକ୍ଷିତ ରଖିଛନ୍ତି ସୁପ୍ରିମକୋର୍ଟ । ତେବେ ଆସନ୍ତାକାଲି ଯାଏଁ ସୁପ୍ରିମକୋର୍ଟ ରାୟକୁ ସଂରକ୍ଷିତ ରଖିଥିବା ଜଣାପଡିଛି । ନିର୍ମାଣକୁ ବିରୋଧ କରି ୨ଟି ସ୍ୱତନ୍ତ୍ର ଲିଭ୍ ପିଟିସନ୍ ଦାୟର ହୋଇଥିଲା । ତେବେ ଆଜିର ଶୁଣାଣିରେ ନିର୍ମାଣ ବିରୋଧରେ ଯୁକ୍ତି କରିଥିଲେ ବରିଷ୍ଠ ଆଇନଜୀବୀ ମହାଲକ୍ଷ୍ମୀ ପାଭାନୀ । ସେ କହିଥିଲେ ଯେ, ‘ […]

Continue Reading

ମେଡିକାଲରେ ପହଞ୍ଚିବା ପୂର୍ବରୁ ହୋଟେଲ ଲବିରେ ‘ସୁସ୍ଥ’ ନଜର ଆସିଥିଲେ କେକେ, ସାମ୍ନାକୁ ଆସିଲା CCTV ଫୁଟେଜ୍

ନୂଆଦିଲ୍ଲୀ: ବଲିଉଡର ଲୋକପ୍ରିୟ ଗାୟକ କେକେ ମଙ୍ଗଳବାର ରାତିରେ ଦୁନିଆକୁ ଅଲବିଦା କହିଛନ୍ତି । ଦକ୍ଷିଣ କୋଲକାତାର ନଜରୁଲ ମଞ୍ଚରେ କଲେଜ ଦ୍ୱାରା ଏକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା, ଯେଉଁଠାରେ ପ୍ରାୟ ଏକ ଘଣ୍ଟା ଗୀତ ଗାଇବା ପରେ କେକେ ତାଙ୍କ ହୋଟେଲକୁ ଫେରିଆସିଥିଲେ ଓ ଅସୁସ୍ଥ ଅନୁଭବ କରୁଥିଲେ । ଡାକ୍ତରଖାନା ନିଆଯିବା ପରେ ସେଠାେରେ ଡାକ୍ତର ତାଙ୍କୁ ମୃତ ବୋଲି ଘୋଷଣା କରିଥିଲେ । ଏହି ସମୟରେ ହୋଟେଲର ଏକ ସିସିଟିଭି ଫୁଟେଜ ସାମ୍ନାକୁ […]

Continue Reading

ଛୋଟ ଉଚ୍ଚତା ପାଇଁ କେବେ ଅଟକି ଯାଇନାହାନ୍ତି IAS ଅଧିକାରୀ ଆରତୀ ଡୋଗ୍ରା

ନୂଆଦିଲ୍ଲୀ: ଗତକାଲି ପ୍ରକାଶ ପାଇଛି ୨୦୨୧ ମସିହାର ସିଭିଲ ସର୍ଭିସର ଫଳାଫଳ । ଯେଉଁଥିରେ ୬୮୫ ଜଣ ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇଛନ୍ତି । ଆଉ ବନିଛନ୍ତି ଦେଶର ସର୍ବୋଚ୍ଚ ପ୍ରଶାସନିକ ଅଧିକାରୀ । ତେବେ ଏହି ସଫଳତାରେ ପହଞ୍ଚିବା ସେମାନଙ୍କ ପାଇଁ ସହଜ ନଥିଲା । ଅନେକ କଠିନ ପରିଶ୍ରମ ପରେ ସେମାନେ ଆଜି ପହଞ୍ଚିଛନ୍ତି ଏହି ସଫଳତାରେ । ତେବେ ଆଜି ଏଭଳି ଜଣେ ଆଇଏଏସ ଅଫିସରଙ୍କ ବିଷୟରେ ଜାଣିବା ଯିଏକି ପ୍ରମାଣ କରିଦେଖାଇଛନ୍ତି । […]

Continue Reading

କରୋନା ପରେ ଏହି ରୋଗ ହେବ ମହାମାରୀର କାରଣ: ରିପୋର୍ଟ ଦେଲା WHO

ନୂଆଦିଲ୍ଲୀ: କରୋନା ଭାଇରସକୁ ନେଇ ଗତ ଦୁଇ ବର୍ଷରୁ ସାରା ବିଶ୍ୱରେ ମହାମାରୀ ପରିସ୍ଥିତି ଲାଗି ରହିଛି । ଲକ୍ଷଲକ୍ଷ ଲୋକ ଏହି ମହାମାରୀ ସକାଶେ ପ୍ରାଣ ହରାଇ ସାରିଛନ୍ତି । ତେବେ ଏହି ସମୟରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଦେଇଛି ଏକ ବିରା ବୟାନ । ଯାହା ସମସ୍ତଙ୍କୁ ପୁଣି ଥର ଭୟଭୀତ କରାଇଛି । ଏହି ରୋଗକୁ ମଙ୍କୀିପକ୍ସ ବୋଲି କୁହାଯାଉଛି । ମିଳିଥିବା ରିପୋର୍ଟ ଅନୁଯାୟୀ, ଏବେ ପର୍ଯ୍ୟନ୍ତ ୨୪ ଦେଶରୁ ମୋଟ ୪୩୫ଟି […]

Continue Reading

ହକିରେ ଜବରଦସ୍ତ କମବ୍ୟାକ କଲା ଭାରତ: ତଥାପି ମ୍ୟାଚ ଡ୍ର

ନୂଆଦିଲ୍ଲୀ: ଦକ୍ଷିଣ କୋରିଆ ବିପକ୍ଷରେ ସୁପର-୪ର ରବିନ ଲିଗ ମୁକାବିଲା ଖେଳ ଜାରି ରଖିଛି ଟିମ ଇଣ୍ଡିଆ । ଏହି ମ୍ୟାଚ ଭାରତୀୟ ଟିମ ପାଇଁ ଖୁବ ମହତ୍ତ୍ୱପୂର୍ଣ୍ଣ ପାଲଟିଛି । ମ୍ୟାଚରେ ବିଜୟ ହାସଲ କଲେ ଦଳ ଫାଇନାଲକୁ ଏଣ୍ଟ୍ରି କରିବ । କିନ୍ତୁ ଯଦି ମ୍ୟାଚରେ ପରାଜୟ ମିଳୁଛି, ତେବେ ତୃତୀୟ ସ୍ଥାନ ପାଇଁ ପୁଣି ଥରେ ମଇଦାନରେ ଯୁଦ୍ଧ କରିବାକୁ ପଡିପାରେ । ରବିବାର ମାଲେସିଆ ବିପକ୍ଷରେ ମ୍ୟାଚରେ ବିଜୟ ସହ ଫାଇନାଲ […]

Continue Reading

ଶ୍ୟୋକ ନଦୀକୁ ଖସି ପଡିଲା ଯବାନଙ୍କୁ ନେଇ ଯାଉଥିବା ବସ: ୭ ମୃତ, ୧୯ ଆହତ

ଲେହ: ଲଦାଖ ନିକଟବର୍ତୀ ତୁରତୁକ ସେକ୍ଟରରେ ଯବାନଙ୍କୁ ନେଇ ଯାଉଥିବା ଏକ ବସ ଶ୍ୟୋକ ନଦୀକୁ ଖସି ପଡିଛି । ଏହି ମର୍ମନ୍ତୁଦ ଦୁର୍ଘଟଣାରେ ୭ ଯବାନଙ୍କ ମୃତ୍ୟୁ ଘଟିଥିବା ବେଳେ ୧୯ ଆହତ ହୋଇଛନ୍ତି । ଆହତଙ୍କ ମଧ୍ୟରେ କେତେଜଣଙ୍କ ଅବସ୍ଥା ଗୁରୁତର ରହିଛି । ଥୋଇସ ନିକଟରେ ଥିବା ପରତାପୁର ଟ୍ରାଜିଂଟ କ୍ୟାମ୍ପରୁ ୨୫ କିଲୋମିଟର ଦୂରରେ ସେକ୍ଟର ହନୀଫକୁ ଯାଉଥିବା ବେଳେ ବସଟି ଘାଟିରୁ ତଳକୁ ଖସି ପଡିଥିଲା । ସେନାର ଉଦ୍ଧାରକାରୀ […]

Continue Reading

ଏନସିବି ପକ୍ଷରୁ ଆର୍ଯ୍ୟନଙ୍କୁ କ୍ଲିନଚିଟ

ମୁମ୍ବାଇ: କ୍ରୁଜ ଡ୍ରଗ୍ସ ମାମଲାରେ ବଲିଉଡ ସୁପରଷ୍ଟାର ଶାହାରୁଖ ଖାଁଙ୍କ ପୁତ୍ର ଆର୍ଯ୍ୟନଙ୍କୁ କ୍ଲିନ ଚିଟ ମିଳିଛି । ଶୁକ୍ରବାର ଏନସିବି ପକ୍ଷରୁ ସ୍ପେଶାଲ କୋର୍ଟରେ ଜାରୀ କରାଯାଇଥିବା ଚାର୍ଜଶିଟରେ ଆର୍ଯ୍ୟନଙ୍କ ନାମ ନାହିଁ । କ୍ରୁଜରେ ଆର୍ଯ୍ୟନଙ୍କ ସମେତ ସମସ୍ତ ଅଭିଯୁକ୍ତଙ୍କ ନିକଟରୁ ନିଶା ସାମଗ୍ରୀ ମିଳିଥିଲା । ୧୪ଜଣଙ୍କ ବିରୋଧରେ ମାମଲା ରୁଜୁ ହୋଇଥିବା ବେଳେ ଅନ୍ୟ ୬ଜଣଙ୍କ ବିରୋଧରେ ପ୍ରମାଣ ନ ମିଳିବାରୁ ମାମଲା ରୁଜୁ କରାଯାଇ ନ ଥିଲା । ଏନସିବି […]

Continue Reading

ଓମ ପ୍ରକାଶ ଚୌତାଲାଙ୍କୁ ୪ ବର୍ଷ ଜେଲଦଣ୍ଡ

ନୂଆଦିଲ୍ଲୀ: ଆୟଠାରୁ ଅଧିକ ସମ୍ପତି ଠୁଳ କରିବା ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି ହରିୟାଣାର ପୂର୍ବତନ ମୁଖ୍ୟମନ୍ତ୍ରୀ ଓମ ପ୍ରକାଶ ଚୌତାଲା । ସିବିଆଇର ସ୍ୱତନ୍ତ୍ର କୋର୍ଟ ତାଙ୍କୁ ୪ ବର୍ଷ ଜେଲ ଦଣ୍ଡାଦେଶରେ ଦଣ୍ଡିତ କରିଛନ୍ତି । ଏହା ବ୍ୟତୀତ ୫୦ ଲକ୍ଷ ଟଙ୍କାର ଜରିମାନା ଦେବାକୁ କୁହାଯାଇଛି । ହ୍ୟାଲି ରୋଡ, ଗୁରୁଗ୍ରାମ ଜନପ୍ରତିନିଧି, ପଂଚକୁଲା ଓ ଆସୋଲାରେ ଥିବା ତାଙ୍କର ସମ୍ପତିକୁ ଜବତ କରାଯାଇଛି । ଚୌତାଲାଙ୍କ ଓକିଲ କୋର୍ଟରେ ଯୁକ୍ତି ବାଢ଼ିଥିଲେ […]

Continue Reading

ମମତା ଦିଦିଙ୍କ ଦାଦାଗିରି : ରାଜ୍ୟପାଳ ହୋଇପାରିବେନି ବିଶ୍ୱବିଦ୍ୟାଳୟ ଚାନ୍ସଲର !

କୋଲକାତା: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଗୁରୁବାର ଏକ ନିଷ୍ପତି ରାଜନୈତିକ ମହଲରେ ଝଡ ସୃଷ୍ଟି କରିଛି । ମମତା ଆକସ୍ମିକ ଭାବେ ଘୋଷଣା କରିଛନ୍ତି ଯେ, ଏଣିକି ରାଜ୍ୟପାଳଙ୍କ ବଦଳରେ ରାଜ୍ୟ ବିଶ୍ୱବିଦ୍ୟାଳୟଗୁଡିକରେ ମୁଖ୍ୟମନ୍ତ୍ରୀ ଚାନ୍ସଲର ରହିବେ । ପଶ୍ଚିମବଙ୍ଗ ବିଧାନସଭାରେ ଏ ନେଇ ଖୁବ୍ ଶୀଘ୍ର ସଂଶୋଧିତ ବିଲ ଉପସ୍ଥାପନ କରାଯିବ । ଗୁରୁବାର କ୍ୟାବିନେଟ ବୈଠକରେ ଏହି ନିଷ୍ପତି ନିଆଯାଇଛି । ଶିକ୍ଷାମନ୍ତ୍ରୀ ବ୍ରତ୍ୟା ବସୁ ଏହି ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେଇଥିଲେ […]

Continue Reading

କୋଭାକ୍ସିନକୁ ଜର୍ମାନୀରେ ମଂଜୁରୀ

ନୂଆଦିଲ୍ଲୀ: ଭାରତ ବାୟୋଟେକ କମ୍ପାନୀ ଦ୍ୱାରା ପ୍ରସ୍ତୁତ କରୋନା ମହାମାରୀ ଭ୍ୟାକ୍ସିନ କୋଭାକ୍ସିନକୁ ଜର୍ମାନୀରେ ମଂଜୁରୀ ମିଳିଛି । ଏହା ଦ୍ୱାରା ଜର୍ମାନୀ ଯାଉଥିବା ଭାରତୀୟମାନଙ୍କୁ ଆଶ୍ୱସ୍ତି ମିଳିଛି । ଜୁନ ୧ରୁ ଆଉ ଭ୍ୟାକ୍ସିନ ସାର୍ଟିଫିକେଟ ଦେବା ଜରୁରୀ ହେବ ନାହିଁ । ପୂର୍ବରୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କୋଭିକ୍ସିନ ଯୋଗାଣ ଉପରେ କଟକଣା ଲଗାଇଥିଲେ । ଏହାକୁ ଆହୁରି ଅପଗ୍ରେଡ କରିବା ପାଇଁ ଏହି ପଦକ୍ଷେପ ଗ୍ରହଣ କରାଯାଇଥିଲା ବୋଲି ହୁ ପକ୍ଷରୁ ସ୍ପଷ୍ଟୀକରଣ […]

Continue Reading