ଉପ ରାଜ୍ୟପାଳ ଶପଥ ସମାରୋହ ଅଧାରୁ ଉଠି ପଳାଇ ଆସିଲେ ହର୍ଷବର୍ଦ୍ଧନ
ନୂଆଦିଲ୍ଲୀ: ଦିଲ୍ଲୀର ଉପ ରାଜ୍ୟପାଳ ବିନୟ କୁମାର ସକ୍ସେନାଙ୍କ ଶପଥ ସମାରୋହରେ ଏମପି ଡ.ହର୍ଷବର୍ଦ୍ଧନଙ୍କୁ ଅସମ୍ମାନିତ କରାଯାଇଛି । ତାଙ୍କ ବସିବା ପାଇଁ ଯେଉଁ ସିଟ ମିଳିଥିଲା ସେଥିରେ ସେ ରାଗିକରି ଶପଥ ସମାରୋହରୁ ପଳାଇ ଆସିଥିଲେ । ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଛି । ଉପ ରାଜ୍ୟପାଳଙ୍କ ନିକଟରେ ସେ ଏ ନେଇ ଅଭିଯୋଗ କରିବେ ବୋଲି କହିଛନ୍ତି । ଏହି ଘଟଣା ପରେ ଅଧିକାରୀମାନେ ତୁରନ୍ତ ଚେୟାର ହଟେଇ ସୋଫା ପକାଇବା ବ୍ୟବସ୍ଥା […]
Continue Reading
