ଦିଲ୍ଲୀ: ଭୁଷୁଡ଼ିଲା ନିର୍ମାଣଧିନ କୋଠା, ରେସ୍କ୍ୟୁ ପାଇଁ ଏନଡିଆରଏଫ ଟିମ୍ ର ଉଦ୍ୟମ ଜାରି

ଦିଲ୍ଲୀ: ଦକ୍ଷିଣ ଦିଲ୍ଲୀର ସତ୍ୟନିକେତନ ଅଞ୍ଚଳରେ ସୋମବାର ଏକ ନିର୍ମାଣଧିନ କୋଠା ଭୁଷୁଡ଼ି ପଡ଼ିବାର ଖବର ଆସିଛି । ଏହି ଭଗ୍ନାବଶେଷ ତଳେ ପ୍ରାୟ ୭ ଶ୍ରମିକ ଫସି ରହିଥିବା ଜଣଅପଡିଛି । ସେମାନଙ୍କ ମଧ୍ୟରୁ ପ୍ରାୟ ୪ ଶ୍ରମିକଙ୍କୁ ବାହାର କରାଯାଇ ସାରିଲାଣି । ଘଟଣା ବିଷୟରେ ସୂଚନା ପାଇ ଦମକଳ ବାହନୀର ୬ ଗାଡ଼ି ଘଟଣାସ୍ଥଳରେ ତୁରନ୍ତ ପହଁଞ୍ଚିଥିଲା । ବର୍ତ୍ତମାନ ଦମକଳ ଏବଂ ଏନଡିଆରଏଫ ଯବାନମାନେ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି । […]

Continue Reading

ଦେଶବାସୀଙ୍କୁ ପୁଣି ଡରାଇଲାଣି କରୋନା: ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହିତ ଆଲୋଚନା କରିବେ ମୋଦୀ, ଜାଣନ୍ତୁ କେବେ

ନୂଆଦିଲ୍ଲୀ: ଦେଶରେ ବର୍ତ୍ତମାନ କୋଭିଡ-୧୯ ସଂକ୍ରମଣ ବଢ଼ିବାରେ ଲାଗିଛି । ତେରୁ ପରିସ୍ଥିତିକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହିତ ଆଲୋଚନା କରିବେ । ଆସନ୍ତା ୨୭ ତାରିଖରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ମୋଦୀ ଆଲୋଚନା କରିବେ । ପୂର୍ବରୁ ଗତ ଜାନୁଆରୀ ମାସ ୧୩ ତାରିଖରେ ମୋଦୀ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଭର୍ଚୁଆଲ ମୋଡ଼ରେ ଓମିକ୍ରନ ଭାରିଆଣ୍ଟକୁ ନେଇ ଆଲୋଚନା କରିଥିଲେ । ନିକଟରେ ଦେଶର ବିଭିନ୍ନ ରାଜ୍ୟରେ କୋଭିଡର […]

Continue Reading

ହନୁମାନ ଚାଳିଶା ବିବାଦ: ୧୪ ଦିନିଆ ନ୍ୟାୟିକ ହେପାଜତରେ ରାଣା ଦମ୍ପତ୍ତି

ନୂଆଦିଲ୍ଳୀ: ହନୁମାନ ଚାଳିଶା ବିବାଦକୁ ନେଇ ଗିରଫ ହୋଇଥିବା ରାଣା ଦମ୍ପତ୍ତିଙ୍କୁ କୋର୍ଟ ଜେଲ ପଠାଇଛନ୍ତି । ମାତୋଶ୍ରୀ ସାମ୍ନାରେ ହନୁମାନ ଚାଳିଶା ଗାଇବାକୁ ନେଇ ବିବାଦ ହେବାରୁ ଉଭୟଙ୍କୁ ଖର ପୋଲିସ୍ ଗିରଫ କରିଥିଲା । ଆସନ୍ତା ୬ ତାରିଖ ଯାଏଁ ଉଭୟ ଜେଲରେ ରହିବେ ବୋଲି ଜଣାପଡିଛି । ସ୍ୱାଧୀନ ଭାବରେ ବିଧାୟକ ଓ ସାଂସଦ ରହିଥିବା ଦମ୍ପତ୍ତି ରବି ରାଣା ନବନୀତ୍ ଓ ରାଣାଙ୍କୁ ଗିରଫ କରିଛି ପୋଲିସ୍ । ଧାର୍ମିକ ଭାବନାକୁ ଆଘାତ […]

Continue Reading

ଲକ୍ଷ୍ମୀପୁର ମାମଲାରେ ଆତ୍ମସମର୍ପଣ ଆଶିଷ ମିଶ୍ରା, ପୁଣି ଗଲେ ଜେଲ

ଉତ୍ତରପ୍ରଦେଶ: ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ଲଖୀମପୁର ହିଂସାର ମୁଖ୍ୟ ଅଭିଯୁକ୍ତ ତଥା କେନ୍ଦ୍ରୀୟ ଗୃହ ରାଜ୍ୟ ମନ୍ତ୍ରୀ ଅଜୟ ମିଶ୍ରା ଟାନୀଙ୍କ ପୁଅ ଆଶିଷ ମିଶ୍ରା ଆଜି ପୋଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି । ୧୨୮ ଦିନ ଜେଲରେ ରହିବା ପରେ ଫେବୃଆରୀ ୧୫ ତାରିଖରେ ଆଶିଷ ମିଶ୍ରାଙ୍କୁ ହାଇକୋର୍ଟ ଜାମିନ ମଞ୍ଜୁର କରିଥିଲେ । ଏହା ପରଠୁ ସେ ଜେଲ ବାହାରେ ଥିଲେ । ତେବେ ଏପ୍ରିଲ ୧୮ ତାରିଖରେ ସୁପ୍ରିମକୋର୍ଟ ତାଙ୍କ ଜାମିନକୁ ଖାରଜ […]

Continue Reading

ଆଗାମୀ ୨୫ ବର୍ଷରେ ଜାମ୍ମୁ କାଶ୍ମୀର ବିକାଶର ଏକ ନୂତନ କାହାଣୀ ଲେଖିବ-ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର ଦିନ ଜାମ୍ମୁ କାଶ୍ମୀରର ସାମ୍ବା ଜିଲ୍ଲାର ପଲ୍ଲୀ ଗ୍ରାମ ପଞ୍ଚାୟତରେ ଏକ ସାଧାରଣ ସଭାରେ ସମ୍ବୋଧିତ କରିଛନ୍ତି। ଜାତୀୟ ପଞ୍ଚାୟତ ଦିବସ ଅବସରରେ ସେ ସାରା ଦେଶରେ ପଞ୍ଚାୟତକୁ ସମ୍ବୋଧିତ କରିଥିଲେ। ଏହି ସମୟରେ ସେ ରାଜ୍ୟକୁ ଅନେକ ଉପହାର ଦେଇଥିଲେ। ଧାରା ୩୭୦ ରଦ୍ଦ ହେବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜାମ୍ମୁ କାଶ୍ମୀର ଗସ୍ତରେ ଏହା ପ୍ରଥମ ଗସ୍ତ ଥିଲା। ରାଜ୍ୟର ଯୁବକମାନଙ୍କୁ ସମ୍ବୋଧିତ କରି ସେ […]

Continue Reading

ଜମ୍ମୁ କାଶ୍ମୀର: ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପୁର୍ବରୁ ଆକ୍ସନରେ ସୁରକ୍ଷାକର୍ମୀ, ଏନକାଉଣ୍ଟରରେ ଦୁଇ ଆତଙ୍କୀ ନିପାତ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଗସ୍ତର ଗୋଟିଏ ଦିନ ପୁର୍ବରୁ ସୁରକ୍ଷା କର୍ମୀ ଘାଟିରେ ଆକ୍ସନରେ ନଜର ଆସିଛନ୍ତି । କୁଲଗାମ ଜିଲ୍ଲାରେ ସୁରକ୍ଷାକର୍ମୀ ଏନକାଉଣ୍ଟରରେ ଦୁଇ ଆତଙ୍କୀଙ୍କୁ ନିପାତ କରିଛନ୍ତି । ଏନେଇ କାଶ୍ମୀର ଜୋନ ପୋଲିସ ଶନିବାର ସୂଚନା ଦେଇଛନ୍ତି । ରବିବାର ପ୍ରଧାନମନ୍ତ୍ରୀ ସାମ୍ବା ଅଞ୍ଚଳରେ ପଲ୍ଲୀ ପଞ୍ଚାୟତରେ ଯୋଗ ଦେବେ । ଧାରା ୩୭୦ ହଟିବା ପରେ ଏହା ପ୍ରଧାନମନ୍ତ୍ରୀଙ୍କ ପ୍ରଥମ କାଶ୍ମୀର ଗସ୍ତ । ଏହା ପୁର୍ବରୁ ସୁରକ୍ଷାକୁ କଡ଼ାକଡ଼ି […]

Continue Reading

ଗୁଜୁରାଟ ଟାଇଟାନ୍ସର ହ୍ୟାଟ୍ରିକ୍ ବିଜୟ, ଫିକା ପଡ଼ିଲା ରାସେଲ ଜଲୱା

ମୁମ୍ବାଇ: ଚଳିତ ଆଇପିଏଲର ୩୫ତମ ମ୍ୟାଚ୍ କୋଲକାତା ନାଇଟ ରାଇଡର୍ସ ଏବଂ ଗୁଜୁରାଟ ଟାଇଟାନ୍ସ ମଧ୍ୟରେ ଖେଳାଯାଇଛି । ଏହି ମ୍ୟାଚ୍ ରେ ଗୁଜୁରାଟ ଅଧିନାୟକ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତି ନେଇଥିଲା । ଏହି ମ୍ୟାଚ୍ ରେ ଗୁଜୁରାଟ ଟାଇଟାନ୍ସ କୋଲକାତାକୁ ୮ ରନ୍ ରେ ପରାଜୟ କରିଛି । ଚଳିତ ଆଇପିଏଲରେ ପ୍ରଥମ ଥର ପାଇଁ କୌଣସି ଅଧିନାୟକ ଟସ୍ ବିଜୟ କରି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତି ନେଇଛନ୍ତି। ପ୍ରଥମେ […]

Continue Reading

ଗ୍ରାହକଙ୍କୁ ସଚେତନ କରାଇଲା SBI: ଏହି ନମ୍ବରରୁ କଲ ଆସିଲେ ନ ଉଠାଇବାକୁ ବ୍ୟାଙ୍କର ପରାମର୍ଶ

ନୂଆଦିଲ୍ଳୀ: ଦୁଇଟି ନମ୍ବରରୁ ନିଜକୁ ଦୂରେଇ ରକିବା ପାଇଁ ଗ୍ରାହକମାନଙ୍କୁ ସତର୍କ କରିଛି ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ । ଏହି ଦୁଇଟି ନମ୍ବରରୁ କଲ ଆସିଲେ ଏହାକୁ ରିସିଭ ନ କରିବାକୁ କୁହାଯାଇଛି । ନଚେତ ଗ୍ରାହକମାନେ ବିପଦରେ ପଡିପାରନ୍ତି ବୋଲି ସୂଚାଇ ଦେଇଛି ଏସବିଆଇ । ଏ ନେଇ ବିଭିନ୍ନ ମାଧ୍ୟମରେ ଗ୍ରାହକମାନଙ୍କୁ SBI ସତର୍କ ସୂଚନା ଦେଇଛି । ସୂଚନା ଅନୁସାରେ ବ୍ୟାଙ୍କ ନାଁରେ ଗ୍ରାହକମାନଙ୍କୁ ଠକିବା ସହ ଲୁଟ ହେଉଥିବା ଜାଣିବାକୁ […]

Continue Reading

୬-୧୨ ବର୍ଷର ପିଲାଙ୍କୁ କୋଭାକ୍ସିନ ଟୀକା ପାଇଁ ସୁପାରିଶ: ଖୁବ ଶୀଘ୍ର ଆରମ୍ଭ ହୋଇପାରେ ଟୀକାକରଣ

ନୂଆଦିଲ୍ଲୀ: ପୁଣି କିଛି ଦିନରୁ ବଢୁଛି କରୋନା କେସ । ପ୍ରତିଦିନ ଦେଶରେ ୨ହଜାରରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହେଉଥିବା ବେଳେ ଆଜି ଏହି ଟ୍ରେଣ୍ଡ ୪ ଦିନରେ ପହଞ୍ଚିଛି । ଫଳରେ କରୋନା ବିପକ୍ଷ ଟୀକାକରଣ ଉପରେ ପୁଣି ବଢିଛି ଗୁରୁତ୍ୱ । ଯବୁବର୍ଗଙ୍କୁ ଟୀକାକରଣ ଜାରି ରହିଥିବା ବେଳେ ଏବେ ଛୋଟ ପିଲାଙ୍କୁ ଟୀକା ଦେବା ପାଇଁ ପ୍ରସ୍ତୁତି ଜୋରଦାର ଚାଲିଛି । ଗତକାଲି ଏହି ବର୍ଗର ପିଲାମାନଙ୍କୁ କୋର୍ବାଭାକ୍ସ ଟୀକା ପ୍ରଦାନ ପାଇଁ ଅନୁମୋଦନ […]

Continue Reading

ହାର୍ଦ୍ଦିକ ପରେ କମାଲ କଲେ ରସେଲ: ଶେଷ ଓଭରରେ ୪ ଜଣଙ୍କୁ ଫେରାଇଲେ ପାଭିଲିୟନ, ଲକ୍ଷ୍ୟ ୧୫୭

ମୁମ୍ବାଇ: ମୁମ୍ବାଇର ଡିୱାଇ ପାଟଇଳ ଷ୍ଟାଡିୟମରେ ଗୁଜୁରାଟ ଟାଇଟନ୍ସ-କୋଲକାତା ନାଇଟ ରାଇଡର୍ସ ମଧ୍ୟରେ ଖେଳାଯାଉଛି ମ୍ୟାଚ । ଏହି ମ୍ୟାଚରେ ଟସ ଜିତି ପ୍ରଥମେ ବ୍ୟାଯିଂ କରିବାକୁ ନିଷ୍ପତ୍ତି ନେଇଥିଲେ ଗୁଜୁରାଟ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା । ପ୍ରଥମେ ତାଭ୍କ ଚାଲ କୁବ ସଫଳ ପ୍ରମାଣିତ ହୋଇଥିଲା । ଦଳ ଖୁବ ସୁନ୍ଦ ବ୍ୟାଟିଂ କରିଥିଲା, କିନ୍ତୁ ଶେଷ ଓଭରରେ ବାଜି ଓଲଟାଇ ଦେଇଛନ୍ତି ଶ୍ରେୟସ ଆୟର । ଶ୍ରେୟସଙ୍କ ଚାଲରେ ଗୁଜୁରାଟ ନିରସ୍ତ୍ର ହୋଇଯାଇଛି । […]

Continue Reading