ପଦାରେ ପଡିଲା ଶିକ୍ଷକ-ପ୍ରିନ୍ସିପାଲଙ୍କ ଚୋରା ପିରତୀ: ଭିଡିଓ ଭାଇରାଲ ପରେ ଜାଣନ୍ତୁ କଣ ହେଲା ଅବସ୍ଥା

ନୂଆଦିଲ୍ଲୀ: ଘଟଣାଟି ଛତିଶଗଡ ଜିଲ୍ଲା କଙ୍କର ସହରର । ସରକାରୀ ବିଦ୍ୟାଳୟର ଜଣେ ପ୍ରିନ୍ସିପାଲଙ୍କ ସହ ଜଣେ ଶିକ୍ଷକଙ୍କର ଚାଲିଥିଲା ରାସଲୀଳା । ବେଶ କିଛି ଦିନରୁ ଉଭୟଙ୍କ ଚୋରା ପିରତୀ ସ୍କୁଲ ଭିତରେ ହିଁ ରହିଥିଲା । କିନ୍ତୁ କୁହାଯାଏ ନା, ଚୋର ଘର ଯେପରି ସବୁବେଳେ ଅନ୍ଧାର ନଥାଏ । ଠିକ ସେମିତି ଏହି ଦୁଇ ପ୍ରେମ ପକ୍ଷୀଙ୍କ ପ୍ରେମ କାହାଣୀ ବି ଆଜି ପଦାରେ ପଡିଛି । କିଆଁ ଫୁଲର ବାସ ପରି […]

Continue Reading

ଆସନ୍ତୁ ଜାଣିବା କାଠରେ କେଉଁଠାରେ ତିଆରି ହେବ ସବୁଠାରୁ ବଡ ବିଲ୍ଡିଂ

ଜ୍ୟୁରିକ: ସୁଇଜରଲାଣ୍ଡର ୱିଂଟରଥୁର ସହରରେ ନିର୍ମିତ ହେବାକୁ ଯାଉଛି କାଠର ସବୁଠାରୁ ବଡ ବିଲ୍ଡିଂ । ବିଶ୍ୱାସ ନ ହେଲେ ବି ଏହା ସତ୍ୟ । ଏଥିରେ କୌଣସି ପ୍ରକାରର ସିମେଂଟ, ପଥର କିମ୍ବା ବାଲି ବ୍ୟବହାର କରାଯିବ ନାହିଁ । ୩୨୮ ଫୁଟ ଉଚ୍ଚତା ବିଶିଷ୍ଟ ଏହି ବିଲ୍ଡିଂରେ କେବଳ କାଠ ବ୍ୟବହାର କରାଯିବ । ହ୍ୟାମର ଲାସେନ ଆର୍କିଟେକ୍ଟସ ଏହାକୁ ୨୦୨୬ ସୁଦ୍ଧା ନିର୍ମାଣ କରିବ ବୋଲି ଟେଣ୍ଡର ନେଇଛି । ବଗିଚା, ଜିମ, […]

Continue Reading

ରାଜସ୍ଥାନ ବିପକ୍ଷ ମ୍ୟାଚରେ ଷ୍ଟାଡିୟମରେ ରହିବେନି ଦିଲ୍ଲୀ କୋଚ

ମୁମ୍ବାଇ: ଚଳିତ ଆଇପିଏଲରେ ଶୁକ୍ରବାର ଦିଲ୍ଲୀ କ୍ୟାପିଟାଲ୍ସ ଓ ରାଜସ୍ଥାନ ରୟାଲ୍ସ ମଧ୍ୟରେ ମୁକାବିଲା ହେବ । ତେବେ ଏହି ମ୍ୟାଚରେ ଦିଲ୍ଲୀ କୋଚ ରିକି ପୋଟିଂ ଷ୍ଟାଡିୟମରେ ରହିବେ ନାହିଁ । ଏହାର କାରଣ ହେଲା ତାଙ୍କର ଜଣେ ପରିବାର ସଦସ୍ୟ କରୋନା ସଂକ୍ରମିତ ହୋଇଥିବାରୁ ଏହି ପଦକ୍ଷେପ ଗ୍ରହଣ କରାଯାଇଛି । ସଂକ୍ରମିତ ବ୍ୟକ୍ତିଙ୍କୁ ଆଇସୋଲେଟ କରି ଦିଆଯାଇଛି । ପୂର୍ବରୁ ଫିଜିଓ ପ୍ୟାଟ୍ରିକ ଫରହାର୍ଟ ଓ ମସାଜ ଥେରାପିଷ୍ଟ ଚେତନ କୁମାରୀ କରୋନା […]

Continue Reading

ଋଷ-ୟୁକ୍ରେନ ଯୁଦ୍ଧ: ସାଟେଲାଇଟ ଇମେଜରେ ମାରିୟୁପୋଲରେ ଗଣ ଜନସମାଧିର ସତ

କିଭ୍: ଋଷ-ୟୁକ୍ରେନ ମଧ୍ୟରେ ଜାରି ରହିଛି ଘମାଘୋଟ ଲଢ଼େଇ । ଋଷ-ୟୁକ୍ରେନ ମଧ୍ୟରେ ଜାରି ରହିଥିବା ଯୁଦ୍ଧ ୫୮ ଦିନରେ ପହଞ୍ଚିଛି । ୫୭ ଦିନର ସଂଘର୍ଷ ପରେ ଋଷ କବଜାରେ ମାରିୟୁପୋଲ । ଧ୍ୱଂସ ପ୍ରାପ୍ତ ବନ୍ଦର ସହରକୁ ଅକ୍ତିଆର କରିଥିବା ବେଳେ ମାରିୟୁପୋଲରେ ଗଣ କବର । ବନ୍ଦର ସହରରେ ଘମାଘୋଟ ଯୁଦ୍ଧ ପରେ ସାମ୍ନାକୁ ଆସିଛି ଛାତିଥରା ଚିତ୍ର । ସାଟେଲାଇଟ ଇମେଜରେ ଗଣ ଜନସମାଧିର ସତ । ପୋର୍ଟସିଟିରେ ଗଣ ହତ୍ୟାକାଣ୍ଡ […]

Continue Reading

ଉମର ଖାଲିଦଙ୍କୁ ତାଗିଦ କଲେ ହାଇକୋର୍ଟ

ନୂଆଦିଲ୍ଲୀ: ଜେଏନୟୁର ପୂର୍ବତନ ଛାତ୍ର ନେତା ଉମର ଖାଲିଦଙ୍କୁ ଆଜି ଦିଲ୍ଲୀ ହାଇକୋର୍ଟ ତାଗିଦ କରିଛନ୍ତି ।  ୨୦୨୦ରେ ସିଏଏ/ଏନଆରସିକୁ ନେଇ ଖାଲିଦ ଉତେଜନାପୂର୍ଣ୍ଣ ଭାଷଣ ଦେବା ପରିପ୍ରେକ୍ଷୀରେ କୋର୍ଟ ଏହା କହିଛନ୍ତି । ଆପଣ ବାରମ୍ବାର ପୂର୍ବପୂରୁଷ ଇଂଗ୍ରେଜଙ୍କ ଗୋଲାମୀ କରୁଥିଲେ ବୋଲି କହିଥିଲେ, ଏହା କଣ ଅପମାନଜନକ ନୁହେଁ ବୋଲି  ବିଚାରପତି ସିଦ୍ଧାର୍ଥ ମୃଦୁଳ ଓ ରଜନୀଶ ଭଟ୍ଟନାଗର କୋର୍ଟ ପ୍ରଶ୍ନ କରିଥିଲେ । ମହାତ୍ମା ଗାନ୍ଧୀ ଏବଂ ଭଗତ ସିଂ ଏ ଭଳି […]

Continue Reading

ଦିଲ୍ଲୀ ଓଡ଼ିଆ ଲେଖିକା ସଂସଦର ବାର୍ଷିକ ଉତ୍ସବ

ନୂଆଦିଲ୍ଲୀ : ଓଡ଼ିଆ ଲେଖିକା ସଂସଦ (ଡଲ୍‍ସ)ର ପଞ୍ଚମ ବାର୍ଷିକ ମହୋତ୍ସବ ଆଭାସି ମାଧ୍ୟମରେ ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ଆୟୋଜିତ ସମାବେଶରେ ଦେଶର ବହୁ ସାହିତ୍ୟିକ ଯୋଗ ଦେଇଥିଲେ। ସଂସଦର ସଭାନେତ୍ରୀ ଅନୀତା ପଣ୍ଡାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସାହିତ୍ୟିକା ବନଜ ଦେବୀ ଏବଂ ପ୍ରତିଭା ଶତପଥୀ ବିଶିଷ୍ଟ ଅତିଥି ଭାବରେ ଯୋଗ ଦେଇଥିଲେ । ଏହି ସଭାରେ ସାହିତ୍ୟିକମାନଙ୍କର ଲେଖାକୁ ସଂଗ୍ରହ କରି ପ୍ରକାଶ କରାଯାଇଥିବା ଉପହାର, ଅମୃତ ସନ୍ଧାନୀ ମନୋଜ […]

Continue Reading

ଦିଲ୍ଲୀରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ , ନପିନ୍ଧିଲେ ଗଣିବ ୫ଶହ ଟଙ୍କା ଜରିମାନା

ଦିଲ୍ଲୀ : ଦିଲ୍ଲୀରେ କରୋନା ସଂକ୍ରମଣ ହୁ ହୁ ହୋଇ ବଢି ଚାଲିଛି । ସଂକ୍ରମଣକୁ ଦୃଷ୍ଟିରେ ରଖି ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି । ବୁଧବାର କରାଯାଇଥିବା ଡିଡିଏମଏ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ଯେଉଁମାନେ ମାସ୍କ ପିନ୍ଧିବେ ନାହିଁ ନିୟମ ଭଙ୍ଗ କରିବେ ସେମାନଙ୍କୁ ୫ଶହ ଟଙ୍କା ଜୋରିମାନା ଦେବେ । ଦିଲ୍ଲୀରେ ଏବେ କରୋନା ମାମଲା ବଢୁଥିବା ବେଳେ ମାସ୍କ ପିନ୍ଧିବା ନିଷ୍ପତ୍ତି ନିଆଯାଇଛି । ବୁଧବାର କରାଯାଇଥିବା ଡିଡିଏମଏର ଏହି […]

Continue Reading

ବଢିଲା ଚିନ୍ତା, ୨ ପାକିସ୍ତାନୀ ଆତଙ୍କବାଦୀଙ୍କ ଠାରୁ ମିଳିଲା ଆଧାର୍ କାର୍ଡ

ଭୁବନେଶ୍ୱର: ଜମ୍ମୁ ଓ କାଶ୍ମୀରରେ ଆତଙ୍କବାଦୀଙ୍କ ଅଭିନବ କାର୍ଯ୍ୟକଳାପ ଭାରତୀୟ ସେନାର ନିଦ ହଜାଇଦେଇଛି । ଦିନରାତି ଏକ କରି ଦେଶର ସୀମା ଜଗୁଥିବା ଆମ ସେନା ଏବେ ଚିନ୍ତାରେ ପଡିଛି । କାରଣ ପୂର୍ବରୁ ଆତଙ୍କବାଦୀଙ୍କ ନିକଟରୁ ଭାରତୀୟ ହତିଆର ମିଳୁଥିଲା । ହେଲେ ଏବେ ପାକିସ୍ତାନୀ ଆତଙ୍କବାଦୀଙ୍କ ନିକଟରୁ ଭାରତ ସରକାରଙ୍କ ସ୍ୱିକୃତୀପ୍ରାପ୍ତ ଆଧାର କାର୍ଡ ମିଳିବା ଘଟଣା ଚିନ୍ତା ବଢାଇଛି । ନିକଟରେ ଶ୍ରୀନଗରର ବିଶେମ୍ବର ନଗରରେ ସୁରକ୍ଷା ବାହିନୀ ଓ ଆତଙ୍କବାଦୀଙ୍କ […]

Continue Reading

ତାମିଲ ଟିଟି ଖେଳାଳି ବିଶ୍ୱ ଦୀନଦୟାଲଙ୍କ ଦୁର୍ଘଟଣାରେ ମୃତ୍ୟୁ; ୨୭ରେ ଯାଇଥାନ୍ତେ ଅଷ୍ଟ୍ରିଆ

ଶିଲଂ: ତାମିଲନାଡୁ ଟେବୁଲ ଟେନିସ ଖେଳାଳି ବିଶ୍ୱ ଦୀନଦୟାଲନଙ୍କ(୧୮) ରବିବାର ଗୁଆହାଟ୍ଟିରୁ ଶିଲଂ ଯିବା ରାସ୍ତାରେ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ହୋଇଯାଇଛି । ୮୩ତମ ଜାତୀୟ ସିନିଅର ଓ ଅନ୍ତଃ ରାଜ୍ୟ ଟେବୁଲ ଟେନିସ ପ୍ରତିଯୋଗିତା ଖେଳିବାକୁ ଅନ୍ୟ ତିନି ଜଣ ଖେଳ ସାଙ୍ଗଙ୍କ ସହ ଟାକ୍ସିରେ ଯାଉଥିଲେ । ରମେଶ ସନ୍ତୋଷ କୁମାର, ଅବିନାଶ ପ୍ରସନ୍ନାଜୀ ଶ୍ରୀନିବାସନ ଏବଂ କିଶୋର କୁମାର ଆହତ ହୋଇଛନ୍ତି । ଦୁର୍ଘଟଣା ସ୍ଥଳରେ ହିଁ ଚାଳକଙ୍କ ମୃତ୍ୟୁ ହୋଇଛି । […]

Continue Reading

ଜିତନରାମ ମାଂଝୀ କହିଲେ ଶ୍ରୀରାମ ଭଗବାନ ନୁହନ୍ତି

ପାଟନା: ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଜିତନରାମ ମାଂଝୀ ପୁଣି ଭଗବାନ ଶ୍ରୀରାମଙ୍କୁ ନେଇ ବିବାଦୀୟ ବୟାନ ଦେଇଛନ୍ତି । ସେ କହିଛନ୍ତି ରାମ ଭଗବାନ ନୁହନ୍ତି । ତୁଳସୀଦାସଙ୍କ ଓ ବାଲ୍ମିକୀ ରାମାୟଣୀ ଏକ ପାତ୍ର ଅଟନ୍ତି ଜମୁଇରେ ଆମ୍ବେଦକରଙ୍କ ଜୟନ୍ତୀ ଅବସରରେ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ସେ ଭାଷଣ ଦେବା ଅବସରରେ ଏହା କହିଥିଲେ । ଏଥିରେ ଅନେକ ମନ୍ତବ୍ୟ ଦେଇଛନ୍ତି ଯାହା କି ବିବାଦୀୟ ପରିସ୍ଥିତି ସୃଷ୍ଟି କରିପାରେ । ରାମାୟଣରେ ଅନେକ ଭଲ […]

Continue Reading