ଟ୍ୱିଟରକୁ କିଣିବାକୁ ସବୁଠୁ ବଡ ଅଫର ଦେଲେ ବିଶ୍ୱର ସବୁଠୁ ଧନୀ ବ୍ୟକ୍ତି ଏଲୋନ ମସ୍କ
ନୂଆଦିଲ୍ଲୀ: ବିଶ୍ୱର ସବୁଠୁ ବଡ ସୋଶିଆଲ ମିଡିଆ କମ୍ପାନୀ ଜ୍ୟାକ ଡୋର୍ସିଙ୍କ ଟ୍ୱିଟରକୁ କିଣିବେ ବୋଲି ନିଷ୍ପତ୍ତି ନେଇଛନ୍ତି ବିଶ୍ୱର ସବୁଠୁ ଧନୀ ବ୍ୟକ୍ତି ତଥା ଟେସଲା କମ୍ପାନୀର ମାଲିକ ଏଲୋନ ମସ୍କ । ୩୨ ଲକ୍ଷ କୋଟି ଟଙ୍କାରେ କିଣିବା ପାଇଁ ଟ୍ୱିଟରକୁ ପ୍ରସ୍ତାବ ଦେଇଥିବା ସୂଚନା ରହିଛି । ଟ୍ୱିଟରରେ ଅନେକ ଲୁକାୟତ ଫିଚର ରହିଛି। ସେ କିଣିବା ପରେ ଟ୍ୱିଟରରେ ସେହିସବୁ ଲୁକାୟତ ଫିଚରକୁ ଆଣିବେ ବୋଲି ଏଲୋନ ମସ୍କ କହିଛନ୍ତି। ଟ୍ୱିଟରକୁ […]
Continue Reading
