ମହିଳା ବିଶ୍ୱକପ୍: ଦମଦାର ବିଜୟ ସହିତ ଫାଇନାଲରେ ପ୍ରବେଶ କଲା ଅଷ୍ଟ୍ରେଲିଆ

ନୂଆଦିଲ୍ଳୀ: ଚଳିତ ମହିଳା ବିଶ୍ବକପରେ ଅଷ୍ଟ୍ରେଲିଆ ନିଜର ଦମଦାର ପ୍ରଦର୍ଶନ ଜାରି ରଖିଛି । ଅପରାଜେୟ ଭାବରେ ଲିଗ୍ ପର୍ଯ୍ୟାୟ ଶେଷ କରିଥିବା କଙ୍ଗାରୁ ଦଳ ପ୍ରଥମ ସେମିରେ ୱେଷ୍ଟ ଇଣ୍ଡିଜକୁ ୧୫୭ ରନରେ ପରାସ୍ତ କରିଛି । ଏହା ସହିତ ପ୍ରଥମ ଦଳ ଭାବରେ ଫାଇନାଲ ବର୍ଥ ସୁରକ୍ଷିତ କରି ନେଇଛି ଅଷ୍ଟ୍ରେଲିଆ । ଅଷ୍ଟ୍ରେଲିଆ ପ୍ରଥମେ ବ୍ୟାଟିଂ କରି ୪୫ ଓଭରରେ ୩ ୱିକେଟରେ ୩୦୫ ରନ କରିଥିବା ବେଳେ ୱେଷ୍ଟଇଣ୍ଡିଜକୁ ମାତ୍ର ୧୪୮ରେ […]

Continue Reading

ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜ୍ରିୱାଲଙ୍କ ଘର ଉପରେ ଆକ୍ରମଣ, ସିସିଟିଭି କ୍ୟାମେରା ଓ ସୁରକ୍ଷା ବାରିକେଡ୍ ଭାଙ୍ଗିଲା: ସିସୋଦିଆ କହିଲେ ବିଜେପି ଗୁଣ୍ଡାମାନେ କରିଛନ୍ତି ଏହି କାରନାମା

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କର ବାସଭବନ ଉପରେ କିଛି ବିଜେପି କର୍ମୀ ଆଜି ଆକ୍ରମଣ କରିଛନ୍ତି । ଏହି ଆକ୍ରମଣରେ ମୁଖ୍ୟମନ୍ତ୍ରୀଙ୍କର ବାସଭବନରେ ଲାଗିଥିବା ସିସିଟିଭି କ୍ୟାମେରା ଓ ସୁରକ୍ଷା ପାଇଁ ରହିଥିବା ବାରିକେଡ୍ ଭାଙ୍ଗିଯାଇଛି । ଏଥିସହିତ ଗେଟ୍ ଆଗରେ ଲାଗିଥିବା ବୁଗ୍ ବ୍ୟାରିୟରକୁ ମଧ୍ୟ ନଷ୍ଟ କରିଦିଆଯାଇଛି । ଏହି ଘଟଣା ପରେ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ କହିଛନ୍ତି ଯେ, ଏହି କାରନାମା ବିଜେପି ଗୁଣ୍ଡାମାନେ ଭିଆଇଛନ୍ତି । ବିଜେପିର ପୋଲିସ ଦୁର୍ବୃତ୍ତମାନଙ୍କୁ […]

Continue Reading

ସରକାରୀ କର୍ମଚାରୀଙ୍କୁ କେନ୍ଦ୍ରର ବଡ଼ ଉପହାର: ୩ % ବଢ଼ିଲା ମହଙ୍ଗା ଭତ୍ତା

ନୂଆଦିଲ୍ଲୀ: ନୂଆ ଆର୍ଥିକ ବର୍ଷ ଆସିବା ପୂର୍ବରୁ ସମସ୍ତ କର୍ମଚାରୀଙ୍କୁ ବଡ଼ ଉପହାର ଦେଇଛନ୍ତି କେନ୍ଦ୍ର ସରକାର । କର୍ମଚାରୀଙ୍କ ପାଇଁ ମହଙ୍ଗା ଭତ୍ତାକୁ ବଢ଼ାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏଥର ମହଙ୍ଗା ଭତ୍ତା ୩ ପ୍ରତିଶତ ବୃଦ୍ଧି ପାଇଛି । କେନ୍ଦ୍ର ସରକାର ଡିଏକୁ ୩ ପ୍ରତିଶତ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛନ୍ତି । ଏହି ପ୍ରସଙ୍ଗରେ କେନ୍ଦ୍ର ମନ୍ତ୍ରୀମଣ୍ଡଳ ବୈଠକରେ ଶେଷ ନିଷ୍ପତ୍ତି ନିଆସରିଛି । ଏବେ କର୍ମଚାରୀ ଓ ପେନସନଭୋଗୀଙ୍କୁ ୩୪ […]

Continue Reading

ଆସିଗଲା ଦେଶର ପ୍ରଥମ ହାଇଡ୍ରୋଜେନ କାର, ଏହି ଗାଡ଼ିରେ ବସି ସଂସଦ ଆସିଲେ ଗଡକରୀ

ନୂଆଦିଲ୍ଲୀ: ଖୁବଶୀଘ୍ର ଭାରତୀୟ ରାଜରାସ୍ତାରେ ହାଇଡ୍ରୋଜେନ କାର ଗଡ଼ିବ । ବହୁପ୍ରତୀକ୍ଷିତ ଦେଶର ପ୍ରଥମ ହାଇଡ୍ରୋଜେନ କାରର ଯାତ୍ରା ଆରମ୍ଭ ହୋଇଯାଇଛି । କେନ୍ଦ୍ର ସଡ଼କ, ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ ଗଡକରୀ ଆଜି ଏହି କାରରେ ବସି ସଂସଦ ଅଭିମୁଖେ ଯାତ୍ରା କରିଛନ୍ତି । ସ୍ୱଚ୍ଛ ଇନ୍ଧନରେ ଚାଲୁଥିବା ଏହି କାର ଜନସାଧାରଣଙ୍କର ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି । ଟୟୋଟୋ କମ୍ପାନୀ ଦ୍ୱାରା ଏହି କାରକୁ ପାଇଲଟ ପ୍ରୋଜେକ୍ଟ ଭାବେ ତିଆରି କରାଯାଇଛି । […]

Continue Reading

କେନ୍ଦ୍ର ସରକାରଙ୍କ ନୀତିକୁ ବିରୋଧ : କାଲିଠୁ ୨ ଦିନ ଭାରତ ବନ୍ଦ

ନୂଆଦିଲ୍ଲୀ: ଆସନ୍ତାକାଲି ଏବଂ ମାର୍ଚ୍ଚ ୨୯, ୨ ଦିନ ପାଇଁ ଭାରତ ବନ୍ଦ ଡାକରା ଦିଆଯାଇଛି। କେନ୍ଦ୍ର ସରକାରଙ୍କ ନୀତିକୁ ବିରୋଧ କରି କେନ୍ଦ୍ରୀୟ ଟ୍ରେଡ୍ ୟୁନିୟନ ସଂଗଠନ ଦେଶବ୍ୟାପୀ ଏହି ବନ୍ଦ ଡାକରା ଦେଇଛି। ଏହି ଆନ୍ଦୋଳନରେ ସର୍ବ ଭାରତୀୟ ବ୍ୟାଙ୍କ କର୍ମଚାରୀ ସଂଘ ସାମିଲ ହେବା ପାଇଁ ନିଷ୍ପତ୍ତ ନେଇଛି। ପବ୍ଲିକ୍‌ ସେକ୍ଟର ବ୍ୟାଙ୍କ ଗୁଡ଼ିକୁ ଘରୋଇକରଣ ଓ Banking Laws Amendment Bill କୁ ବିରୋଧ କରି ବ୍ୟାଙ୍କ ସଂଘ ଗୁଡ଼ିକ ଏହି […]

Continue Reading

ସୁଇସ ଓପନ ଟାଇଟଲ ହାସଲ କଲେ ସିନ୍ଧୁ

ନୂଆଦିଲ୍ଲୀ: ଓଙ୍ଗବାମୁରଙ୍ଗାଫାନରେ ଅନୁଷ୍ଠିତ ସୁଇସ ଓପନ ବ୍ୟାଡମିଂଟନରେ ଟାଇଟଲ ହାସଲ କରିଛନ୍ତି ଭାରତର ପିଭି ସିନ୍ଧୁ । ମହିଳା ସିଙ୍ଗଲ୍ସ ଟାଇଟଲ ମୁକାବିଲାରେ ସେ ଥାଇଲାଣ୍ଡର ବୁସାନାନ ଓଙ୍ଗବାମରୁଙ୍ଗଫାନଙ୍କୁ ୨୧-୧୬ ଓ ୨୧-୧୮ ପଂଏଟରେ ପରାସ୍ତ କରିଥିଲେ । ୪୯ ମିନିଟ ଧରି ଚାଲିଥିବା ଏହି ମୁକାବିଲାର ୨ଟି ଯାକ ସେଟ ସଂଘର୍ଷପୂର୍ଣ୍ଣ ହୋଇଥିଲା । ପୁରୁଷ ସିଙ୍ଗଲ୍ସ ଫାଇନାଲରେ ଭାରତର ଏଚଏସ ପ୍ରଣୟ ଇଣ୍ଡୋନେସିଆର ଜୋନାଥନ କ୍ରିଷ୍ଟିଙ୍କୁ ଭେଟିବେ । ୫ ବର୍ଷ ପରେ ସେ […]

Continue Reading

ମହିଳା ବିଶ୍ୱକପ କ୍ରିକେଟ: ଦକ୍ଷିଣ ଆଫ୍ରିକାଠାରୁ ହାରି ବିଦା ହେଲା ଟିମ ଇଣ୍ଡିଆ

ନୂଆଦିଲ୍ଲୀ: ମହିଳା ବିଶ୍ୱକପ କ୍ରିକେଟରେ ଭାରତର ଅଭିଯାନ ଶେଷ ହୋଇଛି । ଦକ୍ଷିଣ ଆଫ୍ରିକା ବିପକ୍ଷ କର ବା ମର ମୁକାବିଲାରେ ଭାରତ ୩ ୱିକେଟରେ ହାରିଯାଇଛି । ପ୍ରଥମେ ବ୍ୟାଟିଂ କରି ଶେଫାଳୀ ବର୍ମା (୫୩), ସ୍ମୃତି ମାନ୍ଧାନା (୭୧) ଓ ମିଥାଲୀ ରାଜ (୭୧)ଙ୍କ ଅର୍ଦ୍ଧଶତକ ସହାୟତାରେ ଭାରତ ୨୭୫ ରନର ବିଜୟ ଲକ୍ଷ୍ୟ ଦକ୍ଷିଣ ଆଫ୍ରିକା ସମ୍ମୁଖରେ ରଖିଥିଲା । ଏହି ରୋମାଂଚକ ମୁକାବିଲାରେ ଶେଷ ଓଭରରେ ବିଜୟ ପାଇଁ ଦକ୍ଷିଣ ଆଫ୍ରିକାକୁ […]

Continue Reading

ଚିତ୍ତୋରରେ ଭୟଙ୍କର ବସ୍ ଦୁର୍ଘଟଣା : ଖାଲରେ ପଡ଼ି ୭ ମୃତ, ୪୫ ଗୁରୁତର

ଆନ୍ଧ୍ରପ୍ରଦେଶ  : ଆନ୍ଧ୍ରପ୍ରଦେଶ ଚିତ୍ତୋରରେ ଶନିବାର ମଧ୍ୟରାତିରେ ଭୟଙ୍କର ସଡକ ଦୁର୍ଘଟଣା ଘଟିଛି । ଏକ ବସ୍ ଗଭୀର ଖାଲ ମଧ୍ୟକୁ ଖସିପଡିବାରୁ ୭ଜଣଙ୍କର ମୃତ୍ୟୁ ହେବା ସହ ୪୦ରୁ ଅଧିକ ଯାତ୍ରୀ ଗୁରୁତର ହୋଇଛନ୍ତି ।ଏମାନଙ୍କ ମଧ୍ୟରେ କିଛି ଯାତ୍ରୀଙ୍କ ଅବସ୍ଥା ଅତି ସଙ୍କଟାପନ୍ନ ଥିବା ଜଣାପଡିଛି । ଏହି ଦୁର୍ଘଟଣା ତିରୁପତି ଠାରୁ ୨୫ କିଲୋମିଟର ଦୂର ବାକପେଟା ନିକଟରେ ଘଟିଛି । ଆହତଙ୍କୁ ତିରୁପତି ସରକାରୀ ହସ୍ପିଟାଲରେ ଭର୍ତ୍ତି କରାଯାଇି । ଏହି […]

Continue Reading

ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଯୋଗୀ ଆଦିତ୍ୟନାଥ

ଲକ୍ଷ୍ନୌ : ଯୋଗୀ ଆଦିତ୍ୟନାଥ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି । ଲକ୍ଷ୍ନୌର ଅଟଳ ବିହାରି ବାଜପେୟୀ ଇକ୍ନା ଷ୍ଟାଡିୟମରେ ଆଜି ଯୋଗୀ ଆଦିତ୍ୟ ଶପଥ ଗ୍ରହଣ କରିଛନ୍ତି । ରାଜ୍ୟପାଳ ଆନନ୍ଦିବେନ ପଟେଲ ଯୋଗୀଙ୍କୁ ଶପଥ ପାଠ କରାଇଛନ୍ତି ।ଏହି ଶପଥ ପାଠ ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି , ଡିଫେନ୍ସ ମିନିଷ୍ଟର ରାଜନାଥ ସିଂ, ଗୃହମନ୍ତ୍ରୀ ଅମିତ ଶାହ ଏବଂ ବହୁ ମନ୍ତ୍ରୀ ମାନେ ଯୋଗଦେଇଥିଲେ । ଏହି ସମାବେଶରେ କେବଳ […]

Continue Reading

କୁମାର ବିଶ୍ୱାସ କାହାକୁ ଉଲ୍ଲେଖ କରି କହିଲେ ପିଶାଚ ହିଁ ଏମିତି ହସି ପାରିବ !

ନୂଆଦିଲ୍ଲୀ: ଦି କଶ୍ମୀର ଫାଇଲ୍ସ ଫିଲ୍ମକୁ ନେଇ ଯିଏ ଯାହା କହିଲା ତାହା ପ୍ରମୁଖ ଷ୍ଟୋରୀ ପାଲଟି ଯାଉଛି । ଦିନକ ପୂର୍ବରୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଏହାକୁ ଟ୍ୟାକ୍ସ ଫ୍ରି କରିବା ନେଇ ବିଧାନସଭା ଯେଉଁ ଭଳି ଭାବେ ବିଜେପିକୁ ଟାର୍ଗେଟ କରିଥିଲେ ତାହା ଭାଇରାଲ ହେବାରେ ଲାଗିଛି । ଫିଲ୍ମକୁ ୟୁଟ୍ୟୁବରେ ରିଲିଜ କରିଦିଅ ବୋଲି କହି ସେ ତାତ୍ସଲ୍ୟ କରିଥିଲେ । ଏହା ପରେ କେଜ୍ରିୱାଲଙ୍କ ପୂର୍ବତନ ବନ୍ଧୁ ତଥା କବି କୁମାର ବିଶ୍ୱାସ […]

Continue Reading