ପଞ୍ଜାବର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଭଗୱନ୍ତ ମାନ

ନୂଆଦିଲ୍ଲୀ: ପଞ୍ଜାବର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଆଜି ଶପଥ ଗ୍ରହଣ କରିଛନ୍ତି ଭଗୱନ୍ତ ମାନ । ଚଳିତ ନିର୍ବାଚନରେ ଭଗୱନ୍ତଙ୍କୁ ଆମ ଆଦମୀ ପାର୍ଟି (ଆପ) ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ ଘୋଷଣା କରିଥିଲା । ତାଙ୍କ ନେତୃତ୍ୱରେ ରାଜ୍ୟରେ ଆପ ବହୁମତ ହାସଲ କରିବା ସହ ଇତିହାସ ରଚିଥିଲା । ଦିଲ୍ଲୀ ପରେ ଦ୍ୱିତୀୟ ଥର ପାଇଁ ପଞ୍ଜାବରେ ଆପ ସରକାର ଗଠନ କରିବାରେ ସକ୍ଷମ ହୋଇଥିଲା । ପଞ୍ଜାବ ବିଧାନସଭାର ମୋଟ ୧୧୭ଟି ଆସନ ମଧ୍ୟରୁ […]

Continue Reading

ଅନ୍ତର୍ଜାତିୟ ବିବାହ କଲେ ନବୀନ ସରକାର ଦେବେ ଅଢେଇ ଲକ୍ଷ ଟଙ୍କା: ଜାଣନ୍ତୁ କେମିତି କରିବେ ଆବେଦନ

ନୂଆଦିଲ୍ଳୀ: ସାମାଜିକ ଉତ୍ଥାନ ପାଇଁ ରାଜ୍ୟ ସରକାର ଏକ ଯୋଜନା ପ୍ରଣୟନ କରିଛନ୍ତି । ଏହି ଯୋଜନାର ନାମ ସୁମଙ୍ଗଳ ଯୋଜନା ରଖାଯାଇଛି । ଏହି ଯୋଜନା ଅନୁସାରେ ବିବାହ କଲେ ଦମ୍ପତ୍ତିଙ୍କୁ ଅଢେଇ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯିବ । ଅନ୍ତର୍ଜାତିୟ ବିବାହ କରୁଥିବା ଯୋଡି ଆବେଦନ କରିବା ସହିତ ଏହି ଯୋଜନାର ଫାଇଦା ଉଠାଇ ପାରିବେ । ତେବେ ଅଢେଇ ଲକ୍ଷ ଟଙ୍କା ପ୍ରଦାନ କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ କିଛି […]

Continue Reading

ୟୁକ୍ରେନ ଯୁଦ୍ଧ ପଡ଼ିବ ମହଙ୍ଗା: ଭାଙ୍ଗିଯିବ ଶକ୍ତିଶାଳୀ ରୁଷର ମେରୁଦଣ୍ଡ, ଦେଶ ଚାଲିଯିବ ୧୦୦ ବର୍ଷ ପଛକୁ

ଭୁବନେଶ୍ୱର: ୟୁକ୍ରେନ ଓ ରୁଷିଆ ମଧ୍ୟରେ ଚାଲିଥିବା ଯୁଦ୍ଧ ଆଜି ୨୦ ଦିନରେ ପହଞ୍ଚିଛି । ତେବେ ନିଜର ଆତ୍ମସମ୍ମାନକୁ ନଜରରେ ରଖି ଦୁଇ ରାଷ୍ଟ୍ର ଉପରକୁ ଫୁଟାଣି ମାରୁଥିଲେ ହେଁ ଭିତରେ କିନ୍ତୁ ପୂରାପୂରି ଫମ୍ପା । ୟୁକ୍ରେନର କ’ଣ କ୍ଷତି ଘଟିଛି ତାହା ବିଶ୍ୱବାସୀ ଅଳ୍ପ ବହୁତ ହୃଦୟଙ୍ଗମ କରିଛନ୍ତି । ମାତ୍ର ରୁଷର କ୍ଷୟକ୍ଷତି ବିଷୟରେ ପ୍ରାୟତଃ ଅଧିକାଂଶ ଲୋକ ଅବଗତ ନଥାନ୍ତି । ତେବେ ଏଠାରେ କହିବାର କଥା ହେଲା, ଏହି ଯୁଦ୍ଧରେ […]

Continue Reading

ଜେନେରାଲ ରାୱତଙ୍କ ସ୍ମୃତିରେ ସେନା ତରଫରୁ ଘୋଷଣା ହେଲା “ଚେୟର ଅଫ ଏକ୍ସିଲେନ୍ସ’

ନୂଆଦିଲ୍ଲୀ: ଭାରତର ପ୍ରଥମ ପ୍ରମୁଖ ରକ୍ଷା ଅଧ୍ୟକ୍ଷ ବିପିନ ରାୱତଙ୍କୁ ମନେ ପକାଉଛି ଭାରତୀୟ ସେନା । ରାୱତଙ୍କ ସ୍ମୃତିରେ ୟୁନାଇଟେଡ ସର୍ଭିସ ଇନଷ୍ଟିଚ୍ୟୁସନ ଅଫ ଇଣ୍ଡିଆ (ୟୁ.ଏସ.ଆଇ)ରେ “ଚେୟର ଅଫ ଏକ୍ସିଲେନ୍ସି’ ସ୍ଥାପନ କରିବା ନେଇ ଘୋଷଣା କରିଛନ୍ତି ସେନା ପ୍ରମୁଖ ଜେନେରାଲ ନରୱଣେ । ରାୱତଙ୍କ ୬୫ତମ ଜନ୍ମଜୟନ୍ତୀର ପୂର୍ବ ସନ୍ଧ୍ୟାରେ ଏ ନେଇ ଘୋଷଣା କରାଯାଇଛି । ଗତ ଡିସେମ୍ବର ୮ ତାରିଖରେ ତାମିଲନାଡୁ କୁନ୍ନୁର ନିକଟରେ ହେଲିକପ୍ଟର ଦୁର୍ଘଟଣାରେ ପ୍ରାଣ ହରାଇଥିଲେ […]

Continue Reading

ଆସନ୍ତୁ ଜାଣିବା କିପରି ଥିଲା ବିଜେପି ବିଜୟରେ ଆନ୍ତର୍ଜାତୀୟ ମିଡିଆର ପ୍ରତିକ୍ରିୟା

ଭୁବନେଶ୍ୱର: ୫ଟି ରାଜ୍ୟର ବିଧାନସଭା ନିର୍ବାଚରେ ବିଜେପି ୪ଟିରେ ବିଜୟ ହାସଲ କରି ପୁନର୍ବାର ମୋଦି ମ୍ୟାଜିକ ବଜାୟ ରଖିଛି । ପଞ୍ଜାବରେ କେବଳ ଆମ ଆଦମୀ ପାର୍ଟି ବିଜୟ ହାସଲ କରିଛି । ଆସନ୍ତୁ ଜାଣିବା କଣ ରହିଥିଲା ଉତରପ୍ରଦେଶ ନିର୍ବାଚନରେ ଯୋଗୀ ଆଦିତ୍ୟନାଥ ଏବଂ ବିଜେପି ବିଜୟ ନେଇ ଆନ୍ତର୍ଜାତୀୟ ମିଡିଆର ପ୍ରତିକ୍ରିୟା । ଏକ୍ସପ୍ରେସ ଟ୍ରିବ୍ୟୁନ(ପାକିସ୍ତାନ): ଭାରତର ସବୁଠାରୁ ବଡ ରାଜ୍ୟ ଉତରପ୍ରଦେଶରେ ବିଜେପିର ବିଜୟର ଅର୍ଥ ଦେଶରେ ଏବେ ଜନତାଙ୍କ ମୁଡ କଣ […]

Continue Reading

ରାଜସ୍ଥାନର ବୋଲିଂ କୋଚ ହେଲେ ମାଲିଙ୍ଗା

ନୂଆଦିଲ୍ଲୀ: ରାଜସ୍ଥାନ ରୟାଲ୍ସ ଆଗାମୀ ଆଇପିଏଲ ସଂସ୍କରଣ ପାଇଁ ଶ୍ରୀଲଙ୍କାର ପୂର୍ବତନ ପେସ ବୋଲରଙ୍କୁ ଗୁରୁ ଦାୟିତ୍ୱ ପ୍ରଦାନ କରିଛି । ମାଲିଙ୍ଗାକୁ ଦଳର ଫାଷ୍ଟ ବୋଲିଂ କୋଚ କରାଯାଇଛି । ସେ ତାଙ୍କ ସାଥୀ ଖେଳାଳି କୁମାର ସାଙ୍ଗକାରାଙ୍କ ସହ ମିଳିତ ଭାବେ କାମ କରିବେ । ସୂଚନାଯୋଗ୍ୟ, ସାଙ୍ଗକାରାଙ୍କୁ ଦଳର ମୁଖ୍ୟ କୋଚ କରାଯାଇଛି । ଗତବର୍ଷ ସେପ୍ଟମ୍ବରରେ ମାଲିଙ୍ଗା ଆନ୍ତର୍ଜାତୀୟ କ୍ରିକେଟକୁ ଅଲବିଦା କହିଥିଲେ । ସେ ଏଥର ଟି୨୦ରେ ଖେଳାଳି ବଦଳରେ […]

Continue Reading

୪ଟି ରାଜ୍ୟରେ ‘ବିଜେପି’ର ବିଜୟ ପରେ ଅହମ୍ମଦାବାଦରେ ମୋଦିଙ୍କ ରୋଡ୍‌ ସୋ’

ଅହମ୍ମଦାବାଦ: ୪ଟି ରାଜ୍ୟରେ ‘ବିଜେପି’ର ବିଜୟ ପରେ ଅହମ୍ମଦାବାଦରେ ମୋଦିଙ୍କ ରୋଡ୍‌ ସୋ’ । ଉତ୍ତର ପ୍ରଦେଶ, ଉତ୍ତରାଖଣ୍ଡ, ଗୋଆ ଏବଂ ମଣିପୁରରେ ‘ବିଜେପି’ ବିଜୟ ହାସଲ କରିବା ପରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିର୍ବାଚନ ହେବାକୁ ଥିବା ଗୁଜରାଟ ରାଜ୍ୟରେ ବିଶାଳ ରୋଡ୍‌ ସୋ’ କରିଛନ୍ତି । ଏହି ରୋଡ୍‌ ସୋ’ ବିମାନ ବନ୍ଦରରୁ ୬ କିଲୋମିଟର୍‌ ଦୂର ଗାନ୍ଧୀନଗରସ୍ଥିତ ‘ବିଜେପି’ ରାଜ୍ୟ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଚାଲିଥିଲା । ପ୍ରଧାନମନ୍ତ୍ରୀ ମୋଦିଙ୍କ ଗୁଜରାଟ ଗସ୍ତ […]

Continue Reading

ବାଙ୍ଗାଲୋର ଦିବାରାତ୍ର ଟେଷ୍ଟ: ଷ୍ଟାଡିୟମରେ ଶତ ପ୍ରତିଶତ କ୍ଷମତା ସହ ଦର୍ଶକ ଉପଭୋଗ କରିବେ ମ୍ୟାଚ

ବାଙ୍ଗାଲୋର: ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଭାରତ-ଶ୍ରୀଲଙ୍କା କ୍ରିକେଟ ସିରିଜର ଦ୍ୱିତୀୟ ତଥା ଅନ୍ତିମ ଟେଷ୍ଟ ମ୍ୟାଚକୁ ଦର୍ଶକମାନେ ଷ୍ଟାଡିୟମରେ ଉପଭୋଗ କରିପାରିବେ । ଏହି ଦିବାରାତ୍ର ଟେଷ୍ଟ ପାଇଁ ସମସ୍ତ କଟକଣା ଉଠାଇ ଦିଆଯାଇଛି । ଶତ ପ୍ରତିଶତ କ୍ଷମତା ସହକାରେ ଦର୍ଶକ ମ୍ୟାଚ ଦେଖିପାରିବେ । ଏହି ମ୍ୟାଚର ଅଧିକାଂଶ ଟିକେଟ ବିକ୍ରି ହୋଇଯାଇଛି । ଭାରତର ଏହା ଓଭରାଲ ୪ର୍ଥ ଏବଂ ଘରୋଇ ପରିବେଶରେ ତୃତୀୟ ଦିବାରାତ୍ର ଟେଷ୍ଟ ମ୍ୟାଚ ହେବ । ପୂର୍ବ ୩ଟି […]

Continue Reading

ଭାରତୀୟ ସେନା ହେଲିକେପ୍ଟର ‘ଚିତା’ ଦୁର୍ଘଟଣାଗ୍ରସ୍ତ, ପାଇଲଟ୍ ସୁରକ୍ଷିତ

ଭୁବନେଶ୍ୱର: ଭାରତୀୟ ସେନା ହେଲିକେପ୍ଟର ‘ଚିତା’ ଆଜି ଦୁର୍ଘଟଣାଗ୍ରସ୍ତ ହୋଇଛି । ଏହି ଘଟଣା କାଶ୍ମୀର ଗୁରେଜର ବାରାମ ଅଞ୍ଚଳରେ ଘଟିଛି । ହେଲିକେପ୍ଟରଟି ଉଡାଣ ଭରିବା ପରେ ତୁଷାରପାତର ସମ୍ମୁଖୀନ୍ନ ହୋଇଥିଲା । ହେଲିକେପ୍ଟରରେ ଥିବା ସଦସ୍ୟଙ୍କ ଉଦ୍ଧାର ପାଇଁ ବରଫାବୃତ୍ତ ଅଞ୍ଚଳରେ ଉଦ୍ଧାରକାରୀ ଟିମ୍ ପହଞ୍ଚୁଛନ୍ତି । ସୂଚନା ଅନୁସାରେ ପାଇଲଟ୍ ସୁରକ୍ଷିତ ଥିବା ଜଣାପଡ଼ିଛି ।

Continue Reading

୪ ରାଜ୍ୟର ଫଳାଫଳ ପରେ ବିଜେପିର ବିଜୟ ଉତ୍ସବ: କର୍ମୀଙ୍କୁ ଏମିତି ବାର୍ତ୍ତା ଦେଲେ ମୋଦୀ

ନୂଆଦିଲ୍ଲୀ: ୪ ରାଜ୍ୟରେ ବିଜୟ ପରେ ବିଜେପି ପାଳନ କରୁଛି ବିଜୟ ଉତ୍ସବ । ନୂଆଦିଲ୍ଲୀ ବିଜେପି ମୁଖ୍ୟାଳୟରେ ବିଜେପିର ବିଜୟ ଉତ୍ସବ ପାଳନ । ଉତ୍ସବ ପାଇଁ ବିଜେପି ମୁଖ୍ୟାଳୟରେ ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ବିଜେପି ମୁଖ୍ୟାଳୟରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଜୋରଦାର ସ୍ୱାଗତ । ଉତ୍ସବରେ ଗୃହମନ୍ତ୍ରୀ ଅମିତ ଶାହା, ରକ୍ଷା ମନ୍ତ୍ରୀ ରାଜନାଥ ସିଂ ଉପସ୍ଥିତ । ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା ମଧ୍ୟ ଉପସ୍ଥିତ । ଏହି ଅବସରରେ […]

Continue Reading