ଅନ୍ଧବିଶ୍ୱାସକୁ ହରାଇବା ସହିତ କ୍ଷମତାକୁ ଫେରିଲେ ଯୋଗୀ: ଭାଙ୍ଗିଲେ ଏହି ସବୁ ରେକର୍ଡ
ନୂଆଦିଲ୍ଲୀ : ଉତରପ୍ରଦେଶ ବିଧାନସଭା ନିର୍ବାଚନରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଓ ବିଜେପି ଅନେକ ନୂଆ ରେକଡର଼୍ ସୃଷ୍ଟି କରିଛନ୍ତି । ୧୯୫୨ରୁ ଏଯାବତ ୭୦ ବର୍ଷ ମଧ୍ୟରେ ୨୧ ଜଣ ନେତା ଉତରପ୍ରଦେଶର ମୁଖ୍ୟମନ୍ତ୍ରୀ ହୋଇଛନ୍ତି । ଯୋଗୀ ଆଦିତ୍ୟନାଥ ଏକମାତ୍ର ମୁଖ୍ୟମନ୍ତ୍ରୀ ଯିଏକି ୫ ବର୍ଷ କାର୍ଯ୍ୟକାଳ ଶେଷ କରିବା ପରେ ପୁଣି ଥରେ ସରକାର ଗଢ଼ିବାକୁ ଯାଉଛନ୍ତି । ଖାଲି ସେତିକିନୁହେଁ ରାଜ୍ୟର ପଂଚମ ମୁଖ୍ୟମନ୍ତ୍ରୀ ଭାବେ ସେ ଦ୍ୱିତୀୟ ପାଳି ସରକାର ଗଢ଼ିବେ […]
Continue Reading
