୨ୟ ପର୍ଯ୍ୟାୟରେ ୭୧% ମତଦାନ: ରାଜ୍ୟ ନିର୍ବାଚନ କମିଶନ

ଭୁବନେଶ୍ୱର: ରାଜ୍ୟରେ ପଞ୍ଚାୟତ ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଶେଷ ହୋଇଛି । ୨ୟ ପର୍ଯ୍ୟାୟ ଭୋଟ ଗ୍ରହଣ ନେଇ ପ୍ରେସମିଟରେ ସୂଚନା ଦେଇଛନ୍ତି ରାଜ୍ୟ ନିର୍ବାଚନ କମିଶନର ଆଦିତ୍ୟ ପ୍ରସାଦ ପାଢ଼ୀ । ସେ କହିଛନ୍ତି ଯେ, ପ୍ରାରମ୍ଭିକ ଆକଳନ ଅନୁସାରେ ପ୍ରାୟ ୭୧% ମତଦାନ ହୋଇଛି । ଚୂଡ଼ାନ୍ତ ସଂଖ୍ୟା ଆସିଲେ ମତଦାନ ହାର ବଢ଼ିପାରେ । କାଁ ଭାଁ ଘଟଣାକୁ ଛାଡ଼ିଦେଲେ ନିର୍ବାଚନ ଶାନ୍ତପୂର୍ଣ୍ଣ ରହିଛି । ୧୫୬୪ ଗ୍ରାମ ପଞ୍ଚାୟତରେ ନିର୍ବାଚନ […]

Continue Reading

ଓଡ଼ିଶାରେ ନିର୍ବାଚନୀ ହିଂସା: କେଉଁଠି ଭୋଟ୍ ବାକ୍ସ ନେଇଗଲେ ତ ଆଉ କେଉଁଠି ଗାଡ଼ି ଭାଙ୍ଗିଲେ

ଭୁବନେଶ୍ୱର: ରାଜ୍ୟରେ ପଞ୍ଚାୟତ ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଶେଷ ହୋଇଛି । କେଉଁଠି ଶାନ୍ତିଶୃଙ୍ଖଳା ସହ ମତଦାନ ହୋଇଛି ତ ଆଉ କେଉଁଠି ନିର୍ବାଚନୀ ହିଂସା ଦେଖିବାକୁ ମିଳିଛି । ଏହାରି ମଧ୍ୟରେ କଟକ ବାରଙ୍ଗରେ ମାରଣାସ୍ତ୍ର ଦେଖାଇ ଭୋଟ୍ ବାକ୍ସ ଛଡ଼ାଇ ନେଇଛନ୍ତି ଦୁର୍ବୃତ୍ତ । ବାରଙ୍ଗ ବ୍ଲକ କୁରାଙ୍ଗ ପ୍ରଧାନ ପଞ୍ଚାୟ କୁରୁଣ୍ଟି ୧୧ ନମ୍ବର ବୁଥରୁ ହୋଇଛି ଲୁଟ୍ । ସରପଞ୍ଚ ପ୍ରାର୍ଥୀଙ୍କ ଏଜେଣ୍ଟ ଅଟକାଇବା ସତ୍ୱେ ମାରଣାସ୍ତ୍ର ଦେଖାଇ ଲୁଟିନେଇଥିଲେ […]

Continue Reading

ଶେଷ ହେଲା ପ୍ରଥମ ପର୍ଯ୍ୟାୟ ଭୋଟ୍ ଗ୍ରହଣ, ଦିନ ୧ଟା ସୁଦ୍ଧା ୬୦ ପ୍ରତିଶତ ମତଦାନ

ଭୁବନେଶ୍ୱର: ରାଜ୍ୟରେ ସରିଲା ପ୍ରଥମ ପର୍ଯ୍ୟାୟ ନିର୍ବାଚନ । କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଶେଷ ହେଲା ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପ୍ରଥମ ପର୍ଯ୍ୟାୟ ମତଦାନ ଶେଷ ହୋଇଛି । ଦିନ ୧ଟା ସୁଦ୍ଧା ୬୦ ପ୍ରତିଶତ ମତଦାନ ସରିଛି । ଏ ନେଇ ରାଜ୍ୟ ନିର୍ବାଚନ କମିଶନ ସୂଚନା ଦେଇଛନ୍ତି । ପ୍ରଥମ ପର୍ଯ୍ୟାୟରେ ଆଜି ୨ଶହ ଜିଲ୍ଲା ପରିଷଦ ଜୋନ ଓ ୧ ହଜାର ୬ଶହ ୬୯ ସରପ ଏବଂ ୧ ହଜାର ୬ଶହ ୬୯ […]

Continue Reading

ବିଜେପି ବିରୋଧରେ ବିଭିନ୍ନ ଅଭିଯୋଗ ନେଇ ରାଜ୍ୟ ନିର୍ବାଚନ କମିଶନ ଆଗରେ ଫେରାଦ ହେଲା ବିଜେଡି

ଭୁବନେଶ୍ୱର : ବିଜେପି ବିରୋଧରେ ବିଭିନ୍ନ ଅଭିଯୋଗ ନେଇ ରାଜ୍ୟ ନିର୍ବାଚନ ଆଗରେ ଫେରାଦ ହେଲା ବିଜେଡି । ବିଜେପି କର୍ମୀ ଓ ନେତା ମାନେ ବିଜେଡି ନେତା ଓ କର୍ମୀ ମାନଙ୍କୁ ନିର୍ବାଚନ ମଇଦାନରେ ମରଣାତ୍ମକ ଆକ୍ରମଣ କରୁଛନ୍ତି । ଅନେକ ସ୍ଥାନରେ ବିଜେଡି ନେତା ମାନଙ୍କୁ ଧମକ ମଧ୍ୟ ଦିଆଯାଉଛିା ଯାହାକି ନିର୍ବାଚନୀ ଆଚରଣ ବିଧିର ଖୋଲାଖୋଲି ଉଲ୍ଲଙ୍ଘନ କରାଯାଉଛି ବୋଲି ଅଭିଯୋଗ ଆଣିଛି ବିଜେଡି । ଯେଉଁ ବିଜେପି ନେତା ଓ କର୍ମୀମାନେ […]

Continue Reading

ବିଜେପି ବିରୋଧରେ ବିଭିନ୍ନ ଅଭିଯୋଗ ନେଇ ରାଜ୍ୟ ନିର୍ବାଚନ କମିଶନଙ୍କୁ ଭେଟିଲା ବିଜେଡି

ଭୁବନେଶ୍ୱର : ବିଜେପି ନିର୍ବାଚନୀ ହିଂସାକାଣ୍ଡ କରୁଥିବା ଅଭିଯୋଗ ନେଇ ରାଜ୍ୟ ନିର୍ବାଚନ କମିଶନ ଆଗରେ ଫେରାଦ ହେଲା ବିଜେଡି । ବାରମ୍ବାର ବିଜେପି ଆଚରଣ ବିଧି ଉଲ୍ଲଙ୍ଘନ କରି ହିଂସାକାଣ୍ଡ ଭିଆଉଛି । ପଞ୍ଚାୟତ ନିର୍ବାଚନରେ ମଇଦାନକୁ ଓହ୍ଲାଇଥିବା ବିଜେଡି ପ୍ରାର୍ଥୀମାନେ ସୁରକ୍ଷିତ ନୁହନ୍ତି ବୋଲି ବିଜେଡି କହିଛି । ଏପରି ହିଂସା କାଣ୍ଡ କରୁଥିବା ବିଜେପି କର୍ମୀ ଓ ସମର୍ଥକଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଦାବି କରିଛି ବିଜେଡି । ବିଭିନ୍ନ […]

Continue Reading

ପ୍ରଥମ ପର୍ଯ୍ୟାୟ ପଞ୍ଚାୟତ ଭୋଟ ପାଇଁ ପ୍ରସ୍ତୁତି ଚୁଡାନ୍ତ ପର୍ଯ୍ୟାୟରେ : ରାଜ୍ୟ ନିର୍ବାଚନ କମିଶନ

ଭୁବନେଶ୍ୱର : ଆସନ୍ତାକାଲି ଭୋଟ ପାଇଁ ନିର୍ବାଚନ କମିଶନଙ୍କ ସାମ୍ବାଦିକ ସମ୍ମିଳନୀ । ଚଳିତଥର ପଞ୍ଚାୟତ ନିର୍ବାଚନ କରୋନା କଟକଣା ମଧ୍ୟରେ ହେବ । ରାଜ୍ୟ ନିର୍ବାଚନ କମିଶନଙ୍କ ତତ୍ୱାବଧାନରେ ସମସ୍ତ ଜିଲ୍ଲାରେ ପ୍ରସ୍ତୁତି ଚୁଡାନ୍ତ ପର୍ଯ୍ୟାୟରେ ପହଁଞ୍ଚିଛି । ପଞ୍ଚାୟତରାଜ ଅନୁଷ୍ଠାନ ଗୁଡିକରେ ୬ଷ୍ଠ ସାଧାରଣ ନିର୍ବାଚନ ୫ ଟି ପର୍ଯ୍ୟାୟରେ ଆସନ୍ତା ୧୬.୦୨.୨୦୨୨ରୁ ଆରମ୍ଭ ହୋଇ ପ୍ରତି ପର୍ଯ୍ୟାୟରେ ଗୋଟିଏ ଦିନ ବ୍ୟବଧାନ ଥାଇ ଆଗାମୀ ୨୪.୦୨.୨୦୨୨ ତାରିଖରେ ଶେଷ ହେବ ।ଏନେଇ ଆଜି […]

Continue Reading

ଲଟେରୀ ଅଫର୍ ମାଧ୍ୟମରେ ଭୋଟରଙ୍କ ମନ ମୋହୁଛନ୍ତି ସରପଞ୍ଚ ପ୍ରାର୍ଥୀନୀ ସସ୍ମିତା ନାଏକ

କଳାହାଣ୍ଡି : ଭୋଟ ପାଇଁ ଭୋଟରଙ୍କୁ ଲଟେରୀ ଲୋଭ ଦେଖାଇଲେ ପ୍ରାର୍ଥୀ । ନିର୍ବାଚନୀ ମଇଦାନରେ ପ୍ରାର୍ଥୀମାନେ ନିଜ ନିଜ ଶୈଳିରେ ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ଲାଗିପଡିଛନ୍ତି । ହେଲେ ଏବେ ଚର୍ଚ୍ଚାରେ କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ କୁହୁରା ଗ୍ରାମ ପଞ୍ଚାୟତର ସରପଞ୍ଚ ପ୍ରାର୍ଥୀନୀ ସସ୍ମିତା ନାଏକଙ୍କ ଲଟେରୀ ଅଫର । ସେ ତାଙ୍କ ଚିହ୍ନ ଖୋଲାଛତାରେ ଭୋଟ ଦେବାପାଇଁ ଲଟେରୀ କାର୍ଡ ଛାପି ଭୋଟରଙ୍କୁ ବାଣ୍ଟୁଛନ୍ତି । ଏବଂ ସସ୍ମିତା ଭୋଟରମାନଙ୍କୁ ନିବେଦନ […]

Continue Reading

ରୋଡ ଶୋ ବେଳେ ଭଗୱନ୍ତ ମାନଙ୍କ ଉପରକୁ ଟେକାମାଡ, ଡାକ୍ତରଖାନରେ ଭର୍ତି

ଚଣ୍ଡୀଗଡ: ପଞ୍ଜାବ ବିଧାନସଭା ନିର୍ବାଚନ ପାଇଁ ସମସ୍ତ ଦଳ ଜୋରଦାର ପ୍ରସ୍ତୁତି କରିଛନ୍ତି । ତେବେ ଶୁକ୍ରବାର ଆମ ଆଦମୀ ପାର୍ଟିର ମୁଖ୍ୟମନ୍ତ୍ରୀ ଭାଗୱନ୍ତ ମାନ ଏକ ରୋଡ ଶୋ କରୁଥିବା ବେଳେ ତାଙ୍କ ଉପରକୁ ଟେକାମାଡ ହୋଇଛି । ଏଥିରେ ତାଙ୍କ ମୁଣ୍ଡ ଫାଟିଯାଇଛି । ତାଙ୍କୁ ଡାକ୍ତରଖାନା ଚିକିତ୍ସା ପାଇଁ ନିଆଯାଇଛି । ଅମ୍ରିତସରର ଅଟାରୀ ଅଂଚଳରେ ତାଙ୍କ ଉପରେ ଏହି ଆକ୍ରମଣ ହୋଇଥିଲା । ଗାଡିର ସନରୁଫ ଖୋଲି ମାନ ଛିଡା ହେବା […]

Continue Reading

ଚନ୍ନି ହେଲେ ପଞ୍ଜାବର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ, ନାଁ ଘୋଷଣା କଲେ ରାହୁଲ ଗାନ୍ଧି

ଅମୃତସର : ପଞ୍ଜାବରେ କଂଗ୍ରସ ପକ୍ଷରୁ କିଏ ହେବ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ? ଏହାକୁ ନେଇ ଦୀର୍ଘ ଦିନ ହେବ ଯେଉଁ ଚର୍ଚ୍ଚା ଲାଗି ରହିଥିଲା, ତାର ଅବସାନ ଘଟିଛି । ଚରଣଜିତ୍ ସିଂହ ହୋଇଛନ୍ତି ପଞ୍ଜାବ କଂଗ୍ରେସର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ । ଆଜି ରାହୁଲ ଗାନ୍ଧୀ ଏନେଇ ବିଦ୍ଧିବଦ୍ଧ ଭାବେ ଘୋଷଣା କରିଛନ୍ତି । ଏଥିସହ ଚରଣଜିତ୍ ସିଂହଙ୍କୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ ଘୋଷଣା କରାଯିବା ପରେ ଧୂଳିସାତ୍ ହୋଇଛି ସିଦ୍ଧୁଙ୍କ ଆଶା । ମୁଖ୍ୟମନ୍ତ୍ରୀ […]

Continue Reading

ପଶ୍ଚିମବଙ୍ଗରେ ବିଜେପିର ଦଲାଲ ଅଛନ୍ତି, ରାଜ୍ୟପାଳଙ୍କୁ ଟାର୍ଗେଟ କରି ଏମିତି କହିଲେ ମମତା

କୋଲକାତା : ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପୁଣି ବିଜେପିକୁ ଟାର୍ଗେଟ କରିଛନ୍ତି । ପଶ୍ଚିମବଙ୍ଗ ରାଜ୍ୟ ପାଳଙ୍କୁ ଟାର୍ଗଟ କରି ମମତା ଆଜି ଭାରତୀୟ ଜନତା ପାର୍ଟି ଉପରେ ବର୍ଷିଛନ୍ତି । ରାଜ୍ୟରେ ବିଜେପି ଏଜେଣ୍ଟ ରଖିଛି । ପଶ୍ଚିମବଙ୍ଗ ରାଜ୍ୟପାଳ ଜଗଦୀପ ଧନଖର ଭାରତୀୟ ପାର୍ଟି ତରଫରୁ ଦଲାଲ କାମ କରୁଛନ୍ତି ବୋଲି ଅଭିଯୋଗ କରିଛନ୍ତି ମମତା ବାନାର୍ଜୀ । ଯାହାକି ରାଜ୍ୟ ପାଇଁ ଅତ୍ୟନ୍ତ ବିପଦପୂର୍ଣ୍ଣ ବୋଲି ମମତା କହିଛନ୍ତି । ଏହି […]

Continue Reading