ବାଙ୍ଗାଲୋର ଦିବାରାତ୍ର ଟେଷ୍ଟ: ଷ୍ଟାଡିୟମରେ ଶତ ପ୍ରତିଶତ କ୍ଷମତା ସହ ଦର୍ଶକ ଉପଭୋଗ କରିବେ ମ୍ୟାଚ
ବାଙ୍ଗାଲୋର: ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଭାରତ-ଶ୍ରୀଲଙ୍କା କ୍ରିକେଟ ସିରିଜର ଦ୍ୱିତୀୟ ତଥା ଅନ୍ତିମ ଟେଷ୍ଟ ମ୍ୟାଚକୁ ଦର୍ଶକମାନେ ଷ୍ଟାଡିୟମରେ ଉପଭୋଗ କରିପାରିବେ । ଏହି ଦିବାରାତ୍ର ଟେଷ୍ଟ ପାଇଁ ସମସ୍ତ କଟକଣା ଉଠାଇ ଦିଆଯାଇଛି । ଶତ ପ୍ରତିଶତ କ୍ଷମତା ସହକାରେ ଦର୍ଶକ ମ୍ୟାଚ ଦେଖିପାରିବେ । ଏହି ମ୍ୟାଚର ଅଧିକାଂଶ ଟିକେଟ ବିକ୍ରି ହୋଇଯାଇଛି । ଭାରତର ଏହା ଓଭରାଲ ୪ର୍ଥ ଏବଂ ଘରୋଇ ପରିବେଶରେ ତୃତୀୟ ଦିବାରାତ୍ର ଟେଷ୍ଟ ମ୍ୟାଚ ହେବ । ପୂର୍ବ ୩ଟି […]
Continue Reading
