ଅଲିମ୍ପିକ୍ସ ସ୍ୱର୍ଣ୍ଣ ପଦକ ବିଜେତା ନୀରଜଙ୍କୁ ମିଳିବ ପରମ ବିଶିଷ୍ଟ ସେବା ମେଡାଲ

ନୂଆଦିଲ୍ଲୀ: ଟୋକିଓ ଅଲିମ୍ପିକ୍ସରେ ସ୍ୱର୍ଣ୍ଣ ପଦକ ଜିତି ଭାରତକୁ ଗୌରବାନ୍ୱିତ କରିଥିବା ଷ୍ଟାର ଆଥଲେଟ ନୀରଜ ଚୋପ୍ରାଙ୍କୁ ଆଉ ଏକ ବଡ ସମ୍ମାନ ପ୍ରଦାନ କରାଯିବ । ସାଧାରଣତନ୍ତ୍ର ଦିବସ ଅବସରରେ ନୀରଜଙ୍କୁ ପରମ ବିଶିଷ୍ଟ ସେବା ମେଡାଲ ପ୍ରଦାନ କରାଯିବ । ମଙ୍ଗଳବାର ସନ୍ଧ୍ୟାରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ରାଷ୍ଟ୍ରପତି ଭବନରେ ତାଙ୍କୁ ଏହି ସମ୍ମାନ ପ୍ରଦାନ କରିବେ । ଜାଭେଲିନରେ ସ୍ୱର୍ଣ୍ଣ ଜିତିବା ସହ ନୀରଜ ପ୍ରଥମ ଭାରତୀୟ ଆଥଲେଟ ଭାବେ ଏହି ସଫଳତା […]

Continue Reading

ଟେଲରଙ୍କ ଚାଂଚଲ୍ୟକର ବୟାନ: ପ୍ରଥମେ ବ୍ଲାକମେଲ, ପରେ ସ୍ପଟ ଫିକ୍ସିଂ ପାଇଁ ଚାପ

ହରାରେ: ସ୍ପଟ ଫିକ୍ସିଂର କଳା ବାଦଲ ପୁଣି କ୍ରିକେଟକୁ ଫେରିଛି । ଜିମ୍ବାୱେର ପୂର୍ବତନ ଅଧିନାୟକ ବ୍ରେଣ୍ଡନ ଟେଲର ସୋମବାର ଏ ନେଇ ଚାଂଚଲ୍ୟକର ତଥ୍ୟ ପ୍ରଦାନ କରିଛନ୍ତି । ଟୁଇଟର ମାଧ୍ୟମରେ ୩୫ ବର୍ଷୀୟ ଟେଲର ଜଣାଇଛନ୍ତି ଯେ, ୨୦୧୯ରେ ଜଣେ ଭାରତୀୟ ବ୍ୟବସାୟୀଙ୍କ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲି । ସେଠାରେ ସେମାନେ ମୋତେ କୋକେନ ଯାଚିଥିଲେ ଏବଂ ମୁଁ ଏହାକୁ ସେବନ କରିଥିଲି । ଏହାର ପରଦିନ ଜଣେ ବ୍ୟକ୍ତି ମୋ ରୁମକୁ […]

Continue Reading

ସ୍ମୃତି ମାନ୍ଧନାଙ୍କୁ ଆଇସିସି ମହିଳା କ୍ରିକେଟର ପୁରସ୍କାର

ଲଣ୍ଡନ: ଭାରତର ଉଦୀୟମାନ ମହିଳା କ୍ରିକେଟର ସ୍ମୃତି ମାନ୍ଧନା ୨୦୨୧ ଆଇସିସି ମହିଳା କ୍ରିକେଟର ପୁରସ୍କାର ହାସଲ କରିଛନ୍ତି । ଏହି ସିଜନରେ ସେ ୨୨ ଆନ୍ତର୍ଜାତୀୟ ମ୍ୟାଚରେ ୮୫୫ ରନ ସଂଗ୍ରହ କରିଥିଲେ । ଏଥିରେ ଗୋଟିଏ ଶତକ ଓ ୫ ଅର୍ଦ୍ଧଶତକ ସାମିଲ । ଆଇସିସି ପକ୍ଷରୁ ଘୋଷଣା କରାଯାଇଥିବା ବର୍ଷକର ଅନ୍ୟ ପୁରସ୍କାର ନିମ୍ନରେ ଦିଆଗଲା । 1.ଆଇସିସି ଅମ୍ପାୟର: ମାରାଇସ ଇରାସମୁସ  2.ପୁରୁଷ ଟି୨୦ କ୍ରିକେଟର: ମହମ୍ମଦ ରିଜୱାନ (ପାକିସ୍ତାନ) 3.ମହିଳା […]

Continue Reading

୧୯ ବର୍ଷରୁ କମ ବିଶ୍ୱକପ କ୍ରିକେଟ: କ୍ୱାର୍ଟରରେ ବାଂଲାଦେଶକୁ ଭେଟିବ ଭାରତ

ନୂଆଦିଲ୍ଲୀ: ୱେଷ୍ଟଇଣ୍ଡିଜରେ ଖେଳା ଯାଉଥିବା ୧୯ ବର୍ଷରୁ କମ ବିଶ୍ୱକପ କ୍ରିକେଟର କ୍ୱାର୍ଟର ଫାଇନାଲରେ ବାଂଲାଦେଶକୁ ଭେଟିବ ଭାରତ । ଏଥିରେ ଟିମ ଇଣ୍ଡିଆ ବିଜୟ ହାସଲ କଲେ ଅଷ୍ଟ୍ରେଲିଆ ଏବଂ ପାକିସ୍ତାନ ମଧ୍ୟରେ ହେବାକୁ ଥିବା ମୁକାବିଲାର ବିଜେତାକୁ ସେମିରେ ଭେଟିବ । ଜାନୁୟାରୀ ୨୯ରେ କ୍ୱାର୍ଟର ଫାଇନାଲ ମ୍ୟାଚ ଖେଳାଯିବାକୁ ଥିବାରୁ ଭାରତର ପ୍ରମୁଖ ଖେଳାଳିମାନେ କରୋନା କବଳରୁ ମୁକୁଳି ଯାଇଥିଲେ । ଭାରତ କ୍ରମାଗତ ୮ ମ୍ୟାଚରେ ବିଜୟୀ ହୋଇ ଭଲ ଫର୍ମରେ […]

Continue Reading

କ୍ରିକେଟର ସମସ୍ତ ଫର୍ମାଟରୁ ଅବସର ନେଲେ ଓଡିଶାର ପରେଶ ପଟେଲ

ଭୁବନେଶ୍ୱର: ଓଡିଶାର ପୂର୍ବତନ ରଣଜୀ ଖେଳାଳି ପରେଶ ପଟେଲ ଶନିବାର କ୍ରିକେଟର ସମସ୍ତ ଫର୍ମାଟରୁ ଅବସର ଘୋଷଣା କରିଛନ୍ତି । ୩୫ ବର୍ଷୀୟ ପରେଶ ଓଡିଶା ପକ୍ଷରୁ ରଣଜୀ ଖେଳିବା ବ୍ୟତୀତ ଇଷ୍ଟ ଜୋନ, ଦେଓଧର ଟ୍ରଫି ଓ ଚ୍ୟାଲେଞ୍ଜର ଟ୍ରଫିରେ ଖେଳିଛନ୍ତି । କ୍ୟାରିୟରରେ ସେ ୯ ପ୍ରଥମ ଶ୍ରେଣୀ ମ୍ୟାଚ, ୧୧ ଲିଷ୍ଟ ଏ ଓ ୮ ଟି୨୦ ମ୍ୟାଚ ଖେଳିଛନ୍ତି । ୨୦୦୫ରେ ସେ ଗୋଆ ବିପକ୍ଷରେ ପ୍ରଥମ ଶ୍ରେଣୀ କ୍ରିକେଟରେ ପଦାର୍ପଣ […]

Continue Reading

ମେହାଙ୍କ ସହ ସମ୍ପନ୍ନ ହେଲା କ୍ରିକେଟର ଅକ୍ଷର ପଟେଲଙ୍କ ନିର୍ବନ୍ଧ

ମୁମ୍ବାଇ: ଭାରତୀୟ କ୍ରିକେଟ ଦଳର ଅଲରାଉଣ୍ଡର ଅକ୍ଷର ପଟେଲ ଓ ତାଙ୍କ ଗର୍ଲଫ୍ରେଣ୍ଡ ମେହାଙ୍କ ନିର୍ବନ୍ଧ ସମ୍ପନ୍ନ ହୋଇଯାଇଛି । ଦୀର୍ଘ ଦିନ ଧରି ଉଭୟ ପରସ୍ପରକୁ ଭଲ ପାଇ ଆସୁଥିଲେ । ମେହା ପେଶରେ ଡାଇଟିଶିୟନ ଓ ନ୍ୟୁଟ୍ରିଶିୟନ ଅଟନ୍ତି । ଅକ୍ଷର ତାଙ୍କ ୨୮ତମ ଜନ୍ମଦିନ ଅବସରରେ ମେହାଙ୍କୁ ନିର୍ବନ୍ଧ ମୁଦି ପିନ୍ଧାଇଥିଲେ । ଏହାର ଫଟୋ ସେ ସୋସିଆଲ ସାଇଟରେ ପ୍ରଶଂସକଙ୍କ ପାଇଁ ଛାଡିଛନ୍ତି । ଜୀବନର ଏହି ନୂତନ ଆରମ୍ଭ ନେଇ […]

Continue Reading

ବିଡବ୍ଳ୍ୟୁଏଫ ୱାର୍ଲ୍ଡ ଟୁର ସୁପର ୩୦୦: ପ୍ରଥମ ଓଡିଆ ମହିଳା ଖେଳାଳି ଭାବେ କ୍ୱାର୍ଟରରେ ପ୍ରବେଶ କଲେ ଶ୍ୱେତପର୍ଣ୍ଣା

ଭୁବନେଶ୍ୱର: ଲକ୍ଷ୍ନୌରେ ଅନୁଷ୍ଠିତ ସୟେଦ ମୋଦି ଇଣ୍ଡିଆ ଇଂଟରନ୍ୟାଶନାଲ ୨୦୨୨ର ଏଚଏସବିସି ବିଡବ୍ଲ୍ୟୁଏଫ ୱାର୍ଲ୍ଡ ଟୁର ସୁପର ୩୦୦ ବ୍ୟାଡମିଂଟନ ମୁକାବିଲାରେ ଇତିହାସ ରଚିଛନ୍ତି ଓଡିଆ ଝିଅ ଶ୍ୱେତପର୍ଣ୍ଣା ପଣ୍ଡା । ମାତ୍ର ୧୬ ବର୍ଷ ବୟସରେ ପ୍ରଥମ ଓଡିଆ ବ୍ୟାଡମିଂଟନ ଖେଳାଳି ଭାବେ ସେ ଏହି ଆନ୍ତର୍ଜାତୀୟ ଟୁର୍ଣ୍ଣାମେଂଟର କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି । ମିକ୍ସଡ ଡବଲ୍ସ ଇଭେଂଟରେ ସେ ବାଲକେଶରୀ ଯାଦବଙ୍କ ଯୋଡି ହୋଇ ଏହି ସଫଳତା ରଚିଛନ୍ତି । ପ୍ରି କ୍ୱାଟରରେ […]

Continue Reading

ବିଡବ୍ଲ୍ୟୁଏଫ ଓଡିଶା ଓପନ ୨୦୨୨ ପାଇଁ ସମସ୍ତ ପ୍ରସ୍ତୁତି ଶେଷ

ଭୁବନେଶ୍ୱର: ବିଡବ୍ଲ୍ୟୁଏଫ ଓଡିଶା ଓପନ ୨୦୨୨ ପାଇଁ ଓଡିଶା ସରକାର ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । କଟକର ଜବାହାରଲାଲ ନେହେରୁ ଇଣ୍ଡୋର ଷ୍ଟାଡିୟମରେ ୨୫ରୁ ୩୦ ଜାନୁୟାରୀ ପର୍ଯ୍ୟନ୍ତ ହେବାକୁ ଥିବା ଏହି ମେଗା ବ୍ୟାଡମିଂଟନ ମୁକାବିଲାରେ ୧୮ ଦେଶର ୩୦୦ ଖେଳାଳି ଅଂଶଗ୍ରହଣ କରିବେ । ତେବେ କରୋନା କଟକଣା ଯୋଗୁ ଦର୍ଶକ ଏହି ଷ୍ଟାଡିୟମରେ ମ୍ୟାଚ ଉପଭୋଗ ସୁଯୋଗରୁ ବଂଚିତ ହେବେ । ପ୍ରଥମ ଥର ପାଇଁ ରାଜ୍ୟ ସରକାର ଓ […]

Continue Reading

କ୍ରିକେଟର ସମସ୍ତ ଫର୍ମାଟରୁ ଅବସର ନେଲେ ଆଇପିଏଲର ଦାମୀ ଖେଳାଳି

କେପଟାଉନ: ଆଇପିଏଲର ଦାମୀ ଖେଳାଳି ତଥା ଦକ୍ଷିଣ ଆଫ୍ରିକାର ଅଲରାଉଣ୍ଡର କ୍ରିସ ମୋରିସ ଆଜି ଆନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି । ଆଇପିଏଲର ୨୦୨୧ ସଂସ୍କରଣରେ ରାଜସ୍ଥାନ ରୟାଲ୍ସ ଆଶ୍ଚର୍ଯ୍ୟଜନକ ଭାବେ ମୋରିସଙ୍କୁ ୧୬.୨୫ କୋଟି ଟଙ୍କାରେ କ୍ରୟ କରିଥିଲା । ସେ ଫେଜ ୧ରେ ଭଲ ପ୍ରଦର୍ଶନ କରିଥିଲେ ମଧ୍ୟ ଫେଜ ୨ରେ ନିରାଶ କରିଥିଲେ । ରାଜସ୍ଥାନ ଏଥର ତାଙ୍କୁ ରିଲିଜ କରିଥିବା ବେଳେ ଦକ୍ଷିଣ ଆଫ୍ରିକା ୨୦୨୧ ଟି୨୦ ବିଶ୍ୱକପ ଦଳରେ […]

Continue Reading

ୱାଶିଂଟନ ସୁନ୍ଦର କରୋନା ସଂକ୍ରମିତ, ଦକ୍ଷିଣ ଆଫ୍ରିକା ବିପକ୍ଷ ଦିନିକିଆରେ ଖେଳି ନ ପାରନ୍ତି

କେପଟାଉନ: ଭାରତୀୟ କ୍ରିକେଟ ଦଳର ଅଲରାଉଣ୍ଡର ୱାଶିଂଟନ ସୁନ୍ଦରଙ୍କ କୋଭିଡ ୧୯ ରିପୋର୍ଟ ପଜିଟିଭ ଆସିଛି । ଦକ୍ଷିଣ ଆଫ୍ରିକା ବିପକ୍ଷ ଦିନିକିଆ କ୍ରିକେଟ ସିରିଜ ପାଇଁ ତାଙ୍କୁ ୧୮ ଜଣିଆ ଭାରତୀୟ ଦଳରେ ସାମିଲ କରାଯାଇଥିଲା । ସେ ସଂକ୍ରମିତ ହେବା ପରେ ଦିନିକିଆ ସିରିଜ ଖେଳିବା ନେଇ ସନ୍ଦେହ ସୃଷ୍ଟି ହୋଇଛି । ବିସିସିଆଇ ପକ୍ଷରୁ ଏ ନେଇ ଅଫିିସିଆଲ ଭାବେ କୌଣସି ମନ୍ତବ୍ୟ ଜାରୀ କରାଯାଇ ନାହିଁ କିମ୍ବା ତାଙ୍କ ବଦଳ ଖେଳାଳିଙ୍କ […]

Continue Reading