ଭାରତୀୟ କ୍ରିକେଟରଙ୍କ ମ୍ୟାଚ ଫି ବଢ଼ାଇଲା ବିସିସିଆଇ
ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ କଂଟ୍ରୋଲ ବୋର୍ଡ ଖେଳାଳିଙ୍କ ମ୍ୟାଚ ଫି ବଢ଼ାଇଛି । ବିସିସିଆଇ ଆପେକ୍ସ କାଉନସିଲ ବୈଠକରେ ଏହି ନିଷ୍ପତି ନିଆଯାଇଛି । ସିନିୟର କ୍ରିକେଟର(୪୦ ମ୍ୟାଚରୁ ଊର୍ଦ୍ଧ୍ୱ)ଙ୍କୁ ଏଥର ମ୍ୟାଚ ଫିଛା ୬୦୦୦୦ ଟଙ୍କା ମିଳିବ । ସେହିପରି ୨୩ ବର୍ଷରୁ କମ ଖେଳାଳିଙ୍କୁ ୨୫ ହଜାର ଓ ୧୯ ବର୍ଷରୁ କମ୍ ଖେଳାଳିଙ୍କୁ ୨୦ ହଜାର ଟଙ୍କା ଦିଆଯିବ । ବିସିସିଆଇ ସମ୍ପାଦକ ଜୟ ଶାହ ଏହି ଖବର ପ୍ରଶଂସକଙ୍କୁ ଟୁଇଟ କରି […]
Continue Reading
