ବକ୍ସର ହ୍ୱାଇଟାକର ରୌପ୍ୟ ପଦକ ପକେଟରେ ପୂରାଇ କାନ୍ଦିଲେ

ଟୋକିଓ: ଟୋକିଓ ଅଲିମ୍ପିକ୍ସରେ ଗୁରୁବାର ଗ୍ରେଟ ବ୍ରିଟେନ ବକ୍ସର ବେନ ହ୍ୱାଇଟାକର ରୌପ୍ୟ ପଦକ ଜିତିଥିଲେ ମଧ୍ୟ ସେ ଏଥିରେ ସନ୍ତୁଷ୍ଟ ନ ଥିଲେ । ଲାଇଟ-ହେଭିୱେଟ ଫାଇନାଲରେ ସେ କ୍ୟୁବାର ଆର୍ଲେନ ଲୋପେଜଙ୍କ ନିକଟରୁ ପରାଜିତ ହୋଇଥିଲେ । ଏଥିରେ ସେ ଏତେ ମାତ୍ରାରେ ଭାଙ୍ଗି ପଡିଥିଲେ ଯେ, କାନ୍ଦି କାନ୍ଦି ପୋଡିୟମକୁ ଯାଇଥିଲେ । ସେଠାରେ ରୌପ୍ୟ ପଦକ ବେକରେ ନ ପକାଇ ପକେଟରେ ରଖି ଦେଇଥିଲେ । ଏହାର କାରଣ ସମ୍ପର୍କରେ ତାଙ୍କୁ […]

Continue Reading

ସୁଯୋଗ ଆଉ ବ୍ରୋଞ୍ଜ ପଦକ ହାତଛଡା କଲେ ଦୀପକ

ନୂଆଦିଲ୍ଳୀ: ୨-୦ରେ ଅଗ୍ରଣୀ ରହିବା ସତ୍ତେ୍ୱ ବ୍ରୋଞ୍ଜ ପଦକ ମୁକାବିଲାରେ ପରାସ୍ତ ହୋଇଛନ୍ତି ଦୀପକ ପୁନିଆ । ୮୬ କିଗ୍ରା ବର୍ଗରେ ପ୍ରତିଦ୍ୱନ୍ଦିତା କରୁଥିବା ପୁନିଆ ମ୍ୟାଚର ୯୦ ପ୍ରତିଶତ ସମୟକୁ ନିଜ ନିୟନ୍ତ୍ରଣରେ ରଖିଥିଲେ । ତେବେ ଅନ୍ତିମ ୧୦ ସେକେଣ୍ଡରେ ଖରାପ ପ୍ରଦର୍ଶନ କରି ମ୍ୟାଚରେ ପରାଜିତ ହୋଇଥିଲେ । ସାନମାରିନୋର ପ୍ରତିପକ୍ଷ ଖେଳାଳି ମାଇଲ୍ସ ଆମିନଙ୍କ ନିକଟରୁ ୪-୨ରେ ପରାଜିତ ହୋଇଛନ୍ତି । ମ୍ୟାଚର ୯୦ ପ୍ରତିଶତରୁ ଅଧିକ ସମୟ ଦୀପକ ପ୍ରାଧାନ୍ୟ […]

Continue Reading

ଫାଇନାଲରେ ଲଢ଼େଇ କରି ହାରିଲେ ରବି କୁମାର, ଭାରତକୁ ମିଳିଲା ଆଉ ଏକ ରୌପ୍ୟ

ଟୋକିଓ: ଚଳିତ ଟୋକିଓ ଅଲିମ୍ପିକ୍ସ ରେସଲିଂରେ ଭାରତ ଆଉ ଏକ ରୌପ୍ୟ ପଦକ ହାସଲ କରିଛି । ରେସଲର ରବି କୁମାର ୫୭ କେଜି ଫ୍ରିଷ୍ଟାଇଲ ବିଭାଗ ଫାଇନାଲରେ ରୁଷିଆନ ଅଲିମ୍ପିକ କମିଟିର ଜାଭୁଆର ଉଗେଭଙ୍କ ନିକଟରୁ ୪-୭ରେ ପରାଜିତ ହୋଇଛନ୍ତି । ଏକଦା ମୁକାବିଲା ୨-୨ ରୋମାଂଚକ ସ୍ଥିତି ଥିବା ବେଳେ ଜାଭୁଆର ଗୁରୁତ୍ୱପୂର୍ଣ୍ଣ ୨ ପଂଏଟ ଲିଡ କରିଥିଲେ । ଶେଷ ୯୦ ସେକେଣ୍ଡ ରବି କଡା ସଂଘର୍ଷ କରିଥିଲେ ମଧ୍ୟ ଏହି ଅଭିଜ୍ଞ […]

Continue Reading

କମଲପ୍ରୀତଙ୍କୁ ଷଷ୍ଠ ସ୍ଥାନ, ହାତଛଡା ହେଲା ଆଉ ଏକ ପଦକ

ଟୋକିଓ: ଟୋକିଓ ଅଲିମ୍ପିକ୍ସରେ ବି ଦୀର୍ଘ ଦିନ ପରେ ଆଥଲେଟିକ୍ସରେ ପଦକ ଆସୁ ଆସୁ ରହିଯାଇଛି । ଡିସକସ ଥ୍ରୋ ମହିଳା ବିଭାଗରେ ଭାରତର କମଲପ୍ରୀତ କୌର ଷଷ୍ଠ ସ୍ଥାନରେ ରହିଛନ୍ତି । କମଲପ୍ରୀତଙ୍କ ଶ୍ରେଷ୍ଠ ପ୍ରଦର୍ଶନ ୬୩.୭୦ ରହିଥିଲା । ୨ଟି ଥ୍ରୋ ତାଙ୍କର ଫାଉଲ ହୋଇଥିଲା । ଆମେରିକାର ଭାଲେରି ଆଲମାନ )୬୮.୯୮ ମିଟର) ସ୍ୱର୍ଣ୍ଣ ପଦକ ହାସଲ କରିଥିଲେ । ଜର୍ମାନୀର କ୍ରିଷ୍ଟିନ ପୁଡନେଜ ( ୬୬.୮୬ ମିଟର) ଓ କ୍ୟୁବାର ୟାମି […]

Continue Reading

ଅଲିମ୍ପିକ୍ସ ସ୍ୱର୍ଣ୍ଣ ସହ ମାନବିକତାର ଏବଂ ଖେଳପ୍ରେମୀଙ୍କ ମନର ମେଡାଲ ଜିତିନେଲେ ଏହି ଆଥଲେଟ

ଟୋକିଓ: ଅଲିମ୍ପିକ୍ସରେ ସ୍ୱର୍ଣ୍ଣ ପଦକ ଜିତିବା ସମସ୍ତ ଆଥଲେଟଙ୍କ ସ୍ୱପ୍ନ ଥାଏ । ଏଥିରେ ବୋଧହୁଏ କେହି ଭାଗୀଦାର ହେବାକୁ ଚାହିଁବେ ନାହିଁ । ଚଳିତ ଟୋକିଓ ଅଲିମ୍ପିକ୍ସରେ ଏଥିରେ ବ୍ୟତୀକ୍ରମ ଦେଖିବାକୁ ମିଳିଛି । କତାରର ଆଥଲେଟ ମୁତାଜା ଏସା ୱାରଶିମ ଏକୁଟିଆ ସ୍ୱର୍ଣ୍ଣ ପଦକ ନେବାକୁ ମନା କରିଦେଲେ । ତାଙ୍କ ମୁଖ୍ୟ ପ୍ରତିଦ୍ୱନ୍ଦ୍ୱୀ ଇଟାଲୀର ଗିୟାନମାର୍କୋ ତାମ୍ବେରୀଙ୍କ ସହ ତାଙ୍କୁ ଏକତ୍ର ସ୍ୱର୍ଣ୍ଣ ପଦକ ପ୍ରଦାନ କରାଯାଇଥିଲା । ଘଟଣାଟି ଏହିପରି… ପୁରୁଷ […]

Continue Reading

ଭାରତୀୟ ହକିର ସ୍ୱର୍ଣ୍ଣିମ ଅଭିଯାନରେ ଏଥର ବେଲଜିୟମର ପାଳି

ଭୁବନେଶ୍ୱର: ଭାରତୀୟ ପୁରୁଷ ହକି ଦଳ ୪୯ ବର୍ଷ ପରେ ଅଲିମ୍ପିକ୍ସର ସେମିଫାଇନାଲରେ ପ୍ରବେଶ କରିଛନ୍ତି । ୧୯୭୨ରେ ଶେଷ ଥର ଭାରତ ସେମିରେ ପ୍ରବୋ କରିଥିଲା । ଏହା ପରେ ୧୯୮୦ରେ ଭାରତ ସ୍ୱର୍ଣ୍ଣ ପଦକ ଜିତିଥିଲା ସତ କିନ୍ତୁ ସେତେବେଳେ ଲିଗ ପର୍ଯ୍ୟାୟ ପରେ ସିଧା ଫାଇନାଲ ଖେଳା ଯାଇଥିଲା । ବର୍ତମାନ ଭାରତର ସ୍ୱର୍ଣ୍ଣିମ ଅଭିଯାନରେ ଚାମ୍ପିୟନ ବେଲଜିୟମକୁ ହରାଇବା ପାଳି ପଡିଛି । ଗତ ଅଲିମ୍ପିକ୍ସ ଫାଇନାଲରେ ବେଲଜିୟମକୁ ଆର୍ଜେଂଟିନା ବିପକ୍ଷରେ […]

Continue Reading

ଅଲିମ୍ପିକ୍ସରେ ବ୍ରୋଞ୍ଜ ଜିତିଲେ ପିଭି ସିନ୍ଧୁ

ଟୋକିଓ: ପୁଣି ଅଲିମ୍ପିକ୍ସରେ ଭାରତକୁ ଆଉ ଏକ ପଦକ । ଅଲିମ୍ପିକ୍ସରେ ପଦକ ଜିତିଛନ୍ତି ଷ୍ଟାର୍ ଶଟଲର୍ ପିଭି ସିନ୍ଧୁ। ଫାଇନାଲରୁ ବଞ୍ଚିତ ହୋଇଥିବା ଭାରତୀୟ ଶଟଲର୍ ପିଭି ସିନ୍ଧୁ ମହିଳା ବ୍ୟାଡମିଣ୍ଟନ ସିଙ୍ଗଲ୍ସ ଇଭେଲ୍ଟରେ ବ୍ରୋଞ୍ଜ ପଦକ ଜିତିଛନ୍ତି। ଏଥିସହ ଚଳିତ ଅଲିମ୍ପିକ୍ସରେ ଭାରତର ପଦକ ସଂଖ୍ୟା ୨ରେ ପହଞ୍ଚିଛି । ଏହା ପୂର୍ବରୁ ମହିଳା ଭାରୋତ୍ତୋଳନରେ ମୀରାବାଈ ଚାନୁ ରୌପ୍ୟ ପଦକ ଜିତିଥିଲେ। କ୍ରମାଗତ ଦ୍ୱିତୀୟ ଅଲିମ୍ପିକ୍ସରେ ପଦକ ଜିତିବାରେ ସିନ୍ଧୁ ଦେଶର ପ୍ରଥମ ମହିଳା […]

Continue Reading

ସେମିରେ ହାରିଲେ ସିନ୍ଧୁ, ବ୍ରୋଞ୍ଜ ପାଇଁ ଖେଳିବେ

ଟୋକିଓ : ଟୋକିଓ ଅଲିମ୍ପିକ୍ସରେ ସେମିଫାଇନାଲରେ ହାରିଲେ ଭାରତର ଷ୍ଟାର ଶଟଲର ପିଭି ସିନ୍ଧୁ । ଆଜି ଖେଳା ଯାଇଥିବା ସେମି ଫାଇନାଲ ମୁକାବିଲାରେ ଚାଇନିଜ ତାଇପେଇର ତାଇ ଜୁ ୟିଙ୍ଗ ଠାରୁ ସିଧାସଳଖ ୨-୦ରେ ପରାସ୍ତ ହୋଇଛନ୍ତି । ତାଇ ଜୁ ୟିଙ୍ଗ ଏହି ମୁକାବିଲାକୁ ୨୧-୧୮ ଓ ୨୧-୧୨ରେ ଜିତି ନେଇଛନ୍ତି । ଏହି ପରାଜୟ ସହ ପିଭି ସିନ୍ଧୁଙ୍କର ସ୍ବର୍ଣ୍ଣ ଜିତିବା ଆଶା ଅଧୁରା ରହିଯାଇଛି । ସେମିଫାଇନାଲ ମ୍ୟାଚ ହାରିବା ପରେ […]

Continue Reading

କ୍ରୀଡା ମହାକୁମ୍ଭରେ ମହା ରାଜନୀତି, ଇସ୍ରାଏଲ ଖେଳାଳିଙ୍କ ବିପକ୍ଷରେ ଖେଳିବାକୁ ମନା କଲେ ସୁଡାନର ଜୁଡାକୋ

ଟୋକିଓ: କ୍ରୀଡା ମହାକୁମ୍ଭ ଅଲିମ୍ପିକ୍ସରେ ବି ରାଜନୀତି ପସିଛି । ଇସ୍ରାଏଲ-ପାଲେଷ୍ଟାଇନ ବିବାଦ ନିରପେକ୍ଷ ସ୍ଥାନରେ ବି ତାର କଳଙ୍କ ରୂପ ଦେଖାଇଛି । ଜୁଡୋ ୭୩ କିଗ୍ରା କାଟାଗୋରୀରେ ଇସ୍ରାଏଲର ତୋହରା ବୁଟବୁଲ ବିପକ୍ଷରେ ସୁଡାନର ମହମ୍ମଦ ଅବଦୁଲ ରସେଲ ଖେଳିବା ପାଇଁ ମନା କରି ଦେଇଥିଲେ । ଏହା ପଛରେ ଉପରୋକ୍ତ ବିବାଦ ଥିବା ଅନୁମାନ କରାଯାଉଛି । ଇସ୍ରାଏଲ ଖେଳାଳିଙ୍କ ର‌୍ୟାଙ୍କିଙ୍ଗ ୭ ଥିବା ବେଳେ ସୁଡାନ ଜୁଡାକୋଙ୍କ ୱାର୍ଲ୍ଡ ର‌୍ୟାଙ୍କିଙ୍ଗ ୪୬୯ […]

Continue Reading

ଭାରତ ପାଇଁ ତୃତୀୟ ସ୍ୱର୍ଣ୍ଣ ଜିତିଲେ କୋମଲ

ନୂଆଦିଲ୍ଲୀ: ଭାରତ ପାଇଁ ତୃତୀୟ ସ୍ୱର୍ଣ୍ଣ ପଦକ ଜିତିଛନ୍ତି ହରିୟାଣାର କୋମଲ୍ । ଯୁବ ଭାରତୀୟ କୁସ୍ତିଯୋଦ୍ଧା କୋମଲ ଭାରତ ପାଇଁ ସ୍ୱର୍ଣ୍ଣ ପଦକ ଜିତିଛନ୍ତି । ପୂର୍ବରୁ ଯୁବ ରେସଲର ପ୍ରିୟ ମଲିକ ଏବଂ ତନ୍ନୁ ଭାରତ ପାଇଁ ସ୍ୱର୍ଣ୍ଣ ପଦକ ହାସଲ କରିଥିଲେ । ଏହି ସ୍ୱର୍ଣ୍ଣ ପଦକ ସହିତ ଭାରତ ୧୩୯ ପଏଣ୍ଟ ସହିତ ଦ୍ୱିତୀୟ ସ୍ଥାନରେ ପହଞ୍ଚିଥିବା ବେଳେ ଆମେରିକା ୧୪୯ ପଏଣ୍ଟ ସହିତ ସ୍ୱର୍ଣ୍ଣ ପଦକ ବଜାୟ ରଖିଛି । ହଙ୍ଗେରୀର […]

Continue Reading