ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ ଫାଇନାଲ :୪ର୍ଥ ଦିବସରେ ବର୍ଷା ଯୋଗୁ ମ୍ୟାଚ ବାଧାପ୍ରାପ୍ତ
ସାଉଥାମ୍ପଟନ: ଭାରତ-ନ୍ୟୁଜିଲାଣ୍ଡ କ୍ରିକେଟ ଟିମ ମଧ୍ୟରେ ଖେଳାଯାଉଥିବା ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ ଫାଇନାଲର ୪ର୍ଥ ଦିବସରେ ମଧ୍ୟ ବର୍ଷା ଯୋଗୁ ମ୍ୟାଚ ବାଧାପ୍ରାପ୍ତ ହୋଇଛି । ଖବର ହସ୍ତଗତ ହେଲା ବେଳକୁ ଲଂଚ ପର୍ଯ୍ୟନ୍ତ ଗୋଟିଏ ବି ବଲ ଖେଳାଯିବା ସମ୍ଭବପର ହୋଇନି । ଏକ ରୋମାଂଚକ ମୁକାବିଲା ଦେଖିବା ନେଇ ବ୍ୟଗ୍ର ଥିବା କ୍ରିକେଟପ୍ରେମୀମାନେ ଶେଷର ନିରାଶ ହେଇଛନ୍ତି । ଆଜି ଦିନ ଯାକ ବର୍ଷା ଏବଂ ଖରାପ ଆଲୋକ ରହିବ ବୋଲି ଅନୁମାନ କରାଯାଇଛି […]
Continue Reading
