ଟି-୨୦ ବିଶ୍ୱକପ: ଅଭ୍ୟାସ ମ୍ୟାଚ୍ରେ ଅଷ୍ଟ୍ରେଲିଆକୁ ହରାଇଲା ଟିମ ଇଣ୍ଡିଆ
ବ୍ରିସବେନ: ଟି-୨୦ ବିଶ୍ୱକପର ପ୍ରଥମ ଅଭ୍ୟାସ ମ୍ୟାଚ୍କୁ ବେଶ ନାଟକୀୟ ଢଙ୍ଗରେ ଜିତିଛି ଟିମ୍ ଇଣ୍ଡିଆ। ବିଶ୍ୱକପର ଆୟୋଜକ ଦଳ ଅଷ୍ଟ୍ରେଲିଆକୁ ରୋହିତ ସେନା ୬ ରନରେ ହରାଇ ଦମଦାର ଆରମ୍ଭ ପାଇଛି। ଶେଷ ଓଭରରେ ମହମ୍ମଦ ଶାମିଙ୍କ ସର୍ପାଇଜ୍ ଏଣ୍ଟ୍ରି ସାଙ୍ଗକୁ ୪ ବଲରେ ୩ ୱିକେଟ ଦଖଲ ପୂରା ଅଭ୍ୟାସର ମୁଖ୍ୟ ଆକର୍ଷଣ ରହିଥିଲା। ଏଥିସହ ବିରାଟଙ୍କ କୋହିଳଙ୍କ ଗୋଟିଏ ରନ ଆଉଟ ଓ ଶେଷ ଓଭର୍ରେ ୱାନ ହାଣ୍ଡେଡ କ୍ୟାଚ୍ ମଧ୍ୟ ଫ୍ୟାନ୍ସଙ୍କ […]
Continue Reading
