ଟି-ଟ୍ୱେଣ୍ଟି ବିଶ୍ୱକପ୍ ପାଇଁ ଭାରତୀୟ ଟିମ୍ ଘୋଷଣା, ଫେରିଲେ ବୁମ୍ରା
ନୂଆଦିଲ୍ଲୀ: ଟି-ଟ୍ୱେଣ୍ଟି ବିଶ୍ୱକପ୍-୨୦୨୨ ପାଇଁ ସୋମବାର ୧୫ ଜଣିଆ ଦଳ ଘୋଷଣା କରିଛି ବିସିସିଆଇ। ଏହି ଟିମ୍ରେ ଷ୍ଟାର ବୋଲର ଯଶପ୍ରୀତ୍ ବୁମ୍ରା ସ୍ଥାନ ପାଇଛନ୍ତି। ସେହିପରି ହର୍ଷଲ ପଟେଲ ମଧ୍ୟ ଟିମ୍କୁ ଫେରିଛନ୍ତି। ତେବେ ଆଣ୍ଠୁରେ ଅପରେସନ୍ ହୋଇଥିବା କାରଣରୁ ଅଲ୍ ରାଉଣ୍ଡର ରବୀନ୍ଦ୍ର ଜାଡ଼େଜା ଟିମ୍ରୁ ବାଦ୍ ପଡ଼ିଛନ୍ତି। ରୋହିତ ଶର୍ମାଙ୍କ ନେତୃତ୍ୱ ଗଠିତ ଏହି ଟିମ୍ରେ ଅନ୍ୟମାନଙ୍କ ମଧ୍ୟରେ କେ.ଏଲ୍ ରାହୁଲ (ଉପ-ଅଧିନାୟକ), ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, ଦୀପକ ହୁଡ଼ା, ଋଷଭ […]
Continue Reading
