ମହିଳା ଜୁନିୟର ବିଶ୍ୱକପ ହକି: ନେଦରଲାଣ୍ଡଠାରୁ ସେମିରେ ହାରିଲା ଭାରତ

ନୂଆଦିଲ୍ଲୀ: ମହିଳା ଜୁନିୟର ବିଶ୍ୱକପ ହକିରେ ଭାରତର ଅଭିଯାନ ସେମିଫାଇନାଲରେ ଶେଷ ହୋଇଛି । ଭାରତ ୦-୩ ଗୋଲରେ ନେଦରଲାଣ୍ଡଠାରୁ ପରାଜିତ ହୋଇଛି । ବିଜୟୀ ଦଳ ପକ୍ଷରୁ ଟେସା ବିଟସ୍ମା, ଲୁନା ଫୋକକେ ଓ ଜିପ ଡିକେ ଗୋଲ ସ୍କୋର କରିଥିଲେ । ଭାରତ ଆରମ୍ଭରୁ ଆକ୍ରମଣାତ୍ମକ ପ୍ରଦର୍ଶନ କରିଥିଲେ ମଧ୍ୟ ଏହାକୁ ବଜାୟ ରଖିବାରେ ସଫଳ ହୋଇ ନ ଥିଲା । ମୁମତାଜ ଖାଁ ଓ ସଲିମା ଟେଟେ ଗୋଲ ସୁଯୋଗ ହାତଛଡା କରିଥିଲେ […]

Continue Reading

ଚହଲଙ୍କ ଚାଂଚଲ୍ୟକର ଖୁଲାସାରେ ଚହଲିଗଲେ ସମସ୍ତେ !

ପୁଣେ: ଭାରତୀୟ କ୍ରିକେଟର ଲୋକପ୍ରିୟ ଲେଗ ସ୍ପିନର ୟୁଜଭେନ୍ଦ୍ର ଚହଲ ଆଜି ଏକ ଚାଂଚଲ୍ୟକର ଖୁଲାସା କରିଛନ୍ତି । ଯାହାକି ସମସ୍ତ କ୍ରିକେଟପ୍ରେମୀଙ୍କ ମନକୁ ଚହଲାଇ ଦେଇଛି । ରବିଚନ୍ଦ୍ରନ ଅଶ୍ୱୀନ ଓ କରୁଣ ନାୟାରଙ୍କ ସେ ଏକ ଆଲୋଚନା ଭିଡିଓରେ ଏହା ଖୁଲାସା କରିଛନ୍ତି । ୨୦୧୩ରେ ଚହଲ ମୁମ୍ବାଇ ଇଣ୍ଡିଆ ଟିମ ସହିତ ଜଡିଥ ଥିଲେ । ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ବିପକ୍ଷ ମ୍ୟାଚ ପରେ ହୋଟେଲରେ ଏକ ପାର୍ଟିର ଆୟୋଜନ ହୋଇଥିଲା । ଜଣେ […]

Continue Reading

ମହିଳା ବିଶ୍ୱକପ୍: ଦମଦାର ବିଜୟ ସହିତ ଫାଇନାଲରେ ପ୍ରବେଶ କଲା ଅଷ୍ଟ୍ରେଲିଆ

ନୂଆଦିଲ୍ଳୀ: ଚଳିତ ମହିଳା ବିଶ୍ବକପରେ ଅଷ୍ଟ୍ରେଲିଆ ନିଜର ଦମଦାର ପ୍ରଦର୍ଶନ ଜାରି ରଖିଛି । ଅପରାଜେୟ ଭାବରେ ଲିଗ୍ ପର୍ଯ୍ୟାୟ ଶେଷ କରିଥିବା କଙ୍ଗାରୁ ଦଳ ପ୍ରଥମ ସେମିରେ ୱେଷ୍ଟ ଇଣ୍ଡିଜକୁ ୧୫୭ ରନରେ ପରାସ୍ତ କରିଛି । ଏହା ସହିତ ପ୍ରଥମ ଦଳ ଭାବରେ ଫାଇନାଲ ବର୍ଥ ସୁରକ୍ଷିତ କରି ନେଇଛି ଅଷ୍ଟ୍ରେଲିଆ । ଅଷ୍ଟ୍ରେଲିଆ ପ୍ରଥମେ ବ୍ୟାଟିଂ କରି ୪୫ ଓଭରରେ ୩ ୱିକେଟରେ ୩୦୫ ରନ କରିଥିବା ବେଳେ ୱେଷ୍ଟଇଣ୍ଡିଜକୁ ମାତ୍ର ୧୪୮ରେ […]

Continue Reading

ସୁଇସ ଓପନ ଟାଇଟଲ ହାସଲ କଲେ ସିନ୍ଧୁ

ନୂଆଦିଲ୍ଲୀ: ଓଙ୍ଗବାମୁରଙ୍ଗାଫାନରେ ଅନୁଷ୍ଠିତ ସୁଇସ ଓପନ ବ୍ୟାଡମିଂଟନରେ ଟାଇଟଲ ହାସଲ କରିଛନ୍ତି ଭାରତର ପିଭି ସିନ୍ଧୁ । ମହିଳା ସିଙ୍ଗଲ୍ସ ଟାଇଟଲ ମୁକାବିଲାରେ ସେ ଥାଇଲାଣ୍ଡର ବୁସାନାନ ଓଙ୍ଗବାମରୁଙ୍ଗଫାନଙ୍କୁ ୨୧-୧୬ ଓ ୨୧-୧୮ ପଂଏଟରେ ପରାସ୍ତ କରିଥିଲେ । ୪୯ ମିନିଟ ଧରି ଚାଲିଥିବା ଏହି ମୁକାବିଲାର ୨ଟି ଯାକ ସେଟ ସଂଘର୍ଷପୂର୍ଣ୍ଣ ହୋଇଥିଲା । ପୁରୁଷ ସିଙ୍ଗଲ୍ସ ଫାଇନାଲରେ ଭାରତର ଏଚଏସ ପ୍ରଣୟ ଇଣ୍ଡୋନେସିଆର ଜୋନାଥନ କ୍ରିଷ୍ଟିଙ୍କୁ ଭେଟିବେ । ୫ ବର୍ଷ ପରେ ସେ […]

Continue Reading

ସିକେ ନାୟୁଡୁ ଟ୍ରଫି : ଓଡିଶାର ଇନିଂସ ପରାଜୟ

ଭୁବନେଶ୍ୱର: ବ୍ୟାଟିଂ ବିପର୍ଯ୍ୟୟ ଯୋଗୁ ତ୍ରିଭେନ୍ଦ୍ରମରେ ଅନୁଷ୍ଠିତ ସିକେ ନାୟୁଡୁ ଟ୍ରଫି କ୍ରିକେଟ ଟୁର୍ଣ୍ଣାମେଂଟରେ ଝାଡଖଣ୍ଡ ବିପକ୍ଷରେ ଓଡିଶା ଇନିଂସ ପରାଜୟବରଣ କରିଛି । ଝାଡଖଣ୍ଡ ପ୍ରଥମେ ବ୍ୟାଟିଂ କରି ୪୫୨ ରନ ସଂଗ୍ରହ କରିଥିଲା । ଜବାବରେ ଓଡିଶା ପ୍ରଥମ ଇନିଂସରେ ୨୫୩ ରନ କରି ଫଲୋଅନ ହୋଇଥିଲା । ଆର୍ଶୀବାଦ ସ୍ୱାଇଁ ୧୦୯ ଓ ଦେବାଶୀଷ ୬୧ ରନର ଇନିଂସ ଖେଳିଥିଲେ । ଦ୍ୱିତୀୟ ଇନିଂସରେ ପୁନର୍ବାର ଓଡିଶାର ଯୁବ ବ୍ୟାଟ୍ସମ୍ୟାନ ଫେଲ ମାରି […]

Continue Reading

୧୪ ବର୍ଷ ପରେ ଚେନ୍ନାଇର ଅଧିନାୟକ ପଦ ଛାଡିଲେ ଧୋନୀ, ଜାଡେଜା ନେବେ ନେତୃତ୍ୱ

ମୁମ୍ବାଇ: ଇଣ୍ଡିଆନ ପ୍ରିମିୟର ଲିଗର ଆଗାମୀ ସଂସ୍କରଣ ପାଇଁ ଆଉ ହାତ ଗଣତି ଦିନ ବାକିଥିବା ବେଳେ ମହେନ୍ଦ୍ର ସିଂ ଧୋନୀ ଚେନ୍ନାଇ ସୁପର କିଙ୍ଗସର ଅଧିନାୟକ ପଦ ସ୍ୱତଃ ଛାଡିଛନ୍ତି । ତାଙ୍କ ସ୍ଥାନରେ ରବୀନ୍ଦ୍ର ଜାଡେଜାଙ୍କୁ ଏହି ଦାୟିତ୍ୱ ପ୍ରଦାନ କରାଯିବ । ଧୋନୀଙ୍କ ନେତୃତ୍ୱରେ ଚେନ୍ନାଇ ୪ଥର ଟାଇଟଲ ହାସଲ କରିଛି । ୧୪ ବର୍ଷ ହେବ ଧୋନୀ ଅଧିନାୟକ ପଦ ସମ୍ଭାଳିଥିଲେ । ଚେନ୍ନାଇ ଏହି ସିଜନ ପାଇଁ ଧୋନୀଙ୍କୁ ୧୨ […]

Continue Reading

ମହିଳା ବିଶ୍ୱକପ କ୍ରିକେଟ: ବାଂଲାଦେଶକୁ ହରାଇଲା ଭାରତ

ନୂଆଦିଲ୍ଲୀ: ମହିଳା ବିଶ୍ୱକପ କ୍ରିକେଟରେ ମଙ୍ଗଳବାର ଭାରତ ୧୧୦ ରନରେ ବାଂଲାଦେଶକୁ ହରାଇ ସେମିଫାଇନାଲ ପ୍ରବେଶ ଆଶା ଉଜ୍ଜୀବୀତ କରିଛି । ପ୍ରଥମେ ବ୍ୟାଟିଂ କରି ଭାରତୀୟ ଦଳ ୫୦ ଓଭରରେ ୭ ୱିକେଟ ହରାଇ ୨୨୯ ରନ ସଂଗ୍ରହ କରିଥିଲା । ୟାସ୍ତିକା ଭାଟିଆ (୫୦), ଶେଫାଳୀ ବର୍ମା (୪୨), ସ୍ମୃତି ମାନ୍ଧାନା (୩୦) ଓ ପୂଜା ବସ୍ତ୍ରକାର (୩୦ ନଟଆଉଟ) ରନ ସଂଗ୍ରହ କରିଥିଲେ । ଜବାବରେ ୨୩୦ ରନର ବିଜୟ ଲକ୍ଷ୍ୟକୁ ପିଛା […]

Continue Reading

ଏକାଡେମୀକୁ ଫେରି ଆସ କୋହଲି: ଫର୍ମ ଫେରାଇବା ପାଇଁ ଗୁରୁମନ୍ତ୍ର ଦେଉଛନ୍ତି ବିରାଟଙ୍କ ପୁରୁଣା କୋଚ

ନୂଆଦିଲ୍ଲୀ: ଭାରତର ପୂର୍ବତନ ଅଧିନାୟକ ବିରାଟ କୋହଲିଙ୍କୁ ନେଇ ଚାଲିଛି ଚର୍ଚ୍ଚ। । ଗୋଟିଏ ପରେ ଗୋଟିଏ ପଦରୁ ଇସ୍ତଫା ଦେବା ପରେ ଏବେ ଖରାପ ଫର୍ମ ତାଙ୍କ ପ୍ରଶଂସକଙ୍କ ପାଇଁ ଚିନ୍ତାର ବିଷୟ ପାଲଟିଛି । ସେପଟେ ଦୀର୍ଘ ଦିନରୁ ବିରାଟଙ୍କ ବ୍ୟାଟରୁ ୭୧ତମ ଶତକକୁ ଅପେଷକ୍ଷା କରି ରହିଛନ୍ତି କୋଟି କୋଟି ଫ୍ୟାନ୍ସ । ଏହି ସମୟରେ ତାଙ୍କ ପୁରୁଣା ଫର୍ମକୁ ଫେରି ପାଇବା ପାଇଁ ଗୁରୁମନ୍ତ୍ର ଦେଇଛନ୍ତି ବିରାଟଙ୍କ ପୁରୁଣା କୋଚ । […]

Continue Reading

ମହିଳା ବିଶ୍ୱକପ: ଭାରତକୁ ୪ ୱିକେଟରେ ପରାସ୍ତ କଲା ଇଂଲଣ୍ଡ

ନୂଆଦିଲ୍ଲୀ: ଆଜି ମହିଳା ବିଶ୍ୱକପ ଭାରତ ପାଇଁ ନିରାଶାଜନକ ରହିଛି । ଇଂଲଣ୍ଡ ବିପକ୍ଷରେ ଭାରତ ୪ ୱିକେଟରେ ପରାସ୍ତ ହୋଇଛି । ପ୍ରଥମେ ବ୍ୟାଟିଂ କରି ଭାରତ ୧୩୪ ରନରେ ଅଲଆଉଟ ହୋଇଯାଇଥିବା ବେଳେ ଇଂଲଣ୍ଡ ୩୧.୨ ଓଭରରେ ୬ ୱିକେଟ ହରାଇ ୧୩୬ ରନ୍ ସଂଗ୍ରହ କରିନେଇଥିଲା । ଇଂଲଣ୍ଡ ପକ୍ଷରୁ ଅଧିନାୟିକା ହିଥର କେନାଇଟ ୫୩ ଓ ନଟାଲି ସ୍କିଭର ୪୫ ରନ କରି ଦଳର ବିଜୟରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ । […]

Continue Reading

ରାଜସ୍ଥାନର ବୋଲିଂ କୋଚ ହେଲେ ମାଲିଙ୍ଗା

ନୂଆଦିଲ୍ଲୀ: ରାଜସ୍ଥାନ ରୟାଲ୍ସ ଆଗାମୀ ଆଇପିଏଲ ସଂସ୍କରଣ ପାଇଁ ଶ୍ରୀଲଙ୍କାର ପୂର୍ବତନ ପେସ ବୋଲରଙ୍କୁ ଗୁରୁ ଦାୟିତ୍ୱ ପ୍ରଦାନ କରିଛି । ମାଲିଙ୍ଗାକୁ ଦଳର ଫାଷ୍ଟ ବୋଲିଂ କୋଚ କରାଯାଇଛି । ସେ ତାଙ୍କ ସାଥୀ ଖେଳାଳି କୁମାର ସାଙ୍ଗକାରାଙ୍କ ସହ ମିଳିତ ଭାବେ କାମ କରିବେ । ସୂଚନାଯୋଗ୍ୟ, ସାଙ୍ଗକାରାଙ୍କୁ ଦଳର ମୁଖ୍ୟ କୋଚ କରାଯାଇଛି । ଗତବର୍ଷ ସେପ୍ଟମ୍ବରରେ ମାଲିଙ୍ଗା ଆନ୍ତର୍ଜାତୀୟ କ୍ରିକେଟକୁ ଅଲବିଦା କହିଥିଲେ । ସେ ଏଥର ଟି୨୦ରେ ଖେଳାଳି ବଦଳରେ […]

Continue Reading