ଶୁକ୍ରବାର ପ୍ରକାଶ ପାଇବ ଓଡ଼ିଶା ଜେଇଇ ପରୀକ୍ଷା ଫଳ

ଭୁବନେଶ୍ୱର: ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (ଓଜେଇଇ) ରେଜଲ୍ଟ ଶୁକ୍ରବାର ପୂର୍ବାହ୍ନ ୧୧ଟାରେ ପ୍ରକାଶ ପାଇବ ବୋଲି ସରକାରୀ ସୂତ୍ରରୁ ଜଣାପଡ଼ିଛି। ଓଜେଇଇର ଅଫିସିଆଲ ଓ୍ୱେବସାଇଟକୁ ଯାଇ ପରୀକ୍ଷାର୍ଥୀମାନେ ସେମାନଙ୍କ ରେଜଲ୍ଟ ଜାଣିପାରିବେ। ଓଜେଇଇ ପରୀକ୍ଷା ମେ ୮ରୁ ୧୫ ତାରିଖ ଯାଏ ରାଜ୍ୟ ବାହାରେ ୩ଟି ପରୀକ୍ଷା କେନ୍ଦ୍ର ସମେତ ୩୩ଟି ଭିନ୍ନ ଭିନ୍ନ ସ୍ଥାନରେ ୪୭ଟି ପରୀକ୍ଷା କେନ୍ଦ୍ରରେ ଅନୁଷ୍ଠିତ ହୋଇଥିଲା। ବି ଫାର୍ମ ଭଳି ବିଭିନ୍ନ ପାଠ୍ୟକ୍ରମରେ ନାମଲେଖାର ସୁବିଧା ପାଇଁ ଏହି […]

Continue Reading

ବଡ ଖବର: ଜୁନ୍ ୮ ତାରିଖ ସୁଦ୍ଧା ପ୍ରକାଶ ପାଇବ +୨ କଳା ରେଜଲ୍ଟ

ଭୁବନେଶ୍ୱର: ଆଜି ପୂର୍ବାହ୍ନରେ ପ୍ରକାଶ ପାଇଛି ଓଡିଶାର +୨ ବିଜ୍ଞାନ ଏବଂ ବାଣିଜ୍ୟ ଛାତ୍ରଛାତ୍ରୀଙ୍କ ପରୀକ୍ଷା ଫଳ । ବର୍ତ୍ତମାନ +୨ କଳା ଛାତ୍ରଛାତ୍ରୀ ନିଜ ରେଜଲ୍ଟକୁ ଅପେକ୍ଷା କରି ରହିଛନ୍ତି । ତେବେ ଏହା ମଧ୍ୟରେ ସେମାନଭ୍କ ପରୀକ୍ଷା ଫଳର ତାରିଖ ମଧ୍ୟ ଘୋଷଣା ହୋଇଛି । ଆସନ୍ତା ଜୁନ୍ ୮ ତାରିଖ ସୁଦ୍ଧା +୨ କଳା ଛାତ୍ରଛାତ୍ରୀଙ୍କ ପରୀକ୍ଷା ଫଳ ମଧ୍ୟ ଘୋଷଣା ହୋଇପାରେ । ଏ ନେଇ ପରୀକ୍ଷା ନିୟନ୍ତ୍ରକ ଅଶୋକ ନାୟକ ସୂଚନା […]

Continue Reading

ରେଜଲ୍ଟ ଶୁଣି ତିନି ମହଲାରୁ ଡେଇଁ ପଡିଲେ ଯୁକ୍ତ ଦୁଇ ଛାତ୍ରୀ

ବାଲେଶ୍ୱର: ଯୁକ୍ତ ଦୁଇ ପରୀକ୍ଷା ଫଳ ବାହାରିବା ପରେ ସାମ୍ନାକୁ ଆସିଛି ଦୁଃଖଦ ଘଟଣା । ଯୁକ୍ତ ଦୁଇ ସାଇନ୍ସରେ ୨ଶ୍ରେଣୀରେ ପାସ କରିଥିବା ଜଣେ ଛାତ୍ରୀ ବୁଧବାର ଆତ୍ମହତ୍ୟା ଉଦ୍ୟମ କରିଛନ୍ତି । ପରୀକ୍ଷା ଫଳ ଜାଣିବା ପରେ ଛାତ୍ରୀ ଜଣକ ନିଜ ଘରର ତିନି ମହଲା ଛାତରୁ ଡେଇଁ ପଡିଛନ୍ତି । ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ନୀଳଗିରି ଅଞ୍ଚଳରେ । ନୀଳଗିରି ଏନଏସିର ସିମୁଳିଆ ଗାଁର ଲକ୍ଷ୍ମଣ ମହଲଙ୍କ ଝିଅ ଇତିଶ୍ରୀ ଯୁକ୍ତ […]

Continue Reading

ବିଜେପିର ‘ଜନସମ୍ପର୍କ ଅଭିଯାନ’, ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ଭୁବନେଶ୍ୱର: କେନ୍ଦ୍ରର ମୋଦି ସରକାରକୁ ୯ ବର୍ଷ ପୂରିଛି । ୯ ବର୍ଷରେ ସରକାର କଣ କଣ କରିଛନ୍ତି । ଦେଶ କେତେ ବଦଳିଛି ? ମୋଦି ସରକାରର ଗୌରବମୟ ୯ ବର୍ଷ ଶାସନର ସଫଳତାକୁ ନେଇ ଦଳ ମାସେ ବ୍ୟାପୀ ‘ଜନସମ୍ପର୍କ ଅଭିଯାନ’ ଆରମ୍ଭ କରିବ । ଆଉ ଏହି ‘ଜନସମ୍ପର୍କ ଅଭିଯାନ’ରେ ଯୋଗ ଦେବାକୁ ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଦଳର ‘ମହା ଜନସମ୍ପର୍କ ଅଭିଯାନ’ ନେଇ ବୁଧବାର ସାମ୍ବାଦିକ ସମ୍ମିଳନୀରେ ସୂଚନା […]

Continue Reading

ଆସନ୍ତାବର୍ଷଠୁ ବଦଳିବ +୨ ପରୀକ୍ଷାର ଢାଞ୍ଚା: CHSE ପରୀକ୍ଷା ନିୟନ୍ତ୍ରକ

ଭୁବନେଶ୍ୱର: ମାଟ୍ରିକ ପରେ +୨ ପରୀକ୍ଷା ଢାଞ୍ଚାରେ ମଧ୍ୟ ପରିବର୍ତ୍ତନ କରାଯିବ । ଆସନ୍ତାବର୍ଷଠାରୁ +୨ ପରୀକ୍ଷାରେ ଏକ ବ୍ୟାପକ ସଂସ୍କାର ଆସିବାକୁ ଯାଉଛି । ଏ ନେଇ ଖୁବଶୀଘ୍ର ଏବ ବିଧିବଦ୍ଧ ଘୋଷଣା କରାଯିବ ବୋଲି ଅନୁମାନ କରାଯାଉଛି । ଆଜି +୨ ବିଜ୍ଞାନ ଏବଂ ବାଣିଜ୍ୟ ଛାତ୍ରଛାତ୍ରୀଙ୍କ ପରୀକ୍ଷା ଫଳ ପ୍ରକାଶ ପାଇବା ପରେ ଏହି ଘୋଷଣା କରାଯାଇଛି । ଏ ନେଇ +୨ ପରୀକ୍ଷା ନିୟନ୍ତ୍ରକ ଅଶୋକ ନାୟକ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । […]

Continue Reading

କଟକ ଟ୍ରାଜେଡି ପରେ ୨ ଯନ୍ତ୍ରୀ ନିଲମ୍ବିତ, ନାବାଳିକାଙ୍କ ପରିବାରକୁ ମିଳିବ ୧୦ ଲକ୍ଷ ସହାୟତା

କଟକ: ବକ୍ସଡ୍ରେନରେ ଫସି ନାବାଳିକା ଜଣଙ୍କ ପ୍ରାଣ ହାରିବା ପରେ ପ୍ରଶାସନ ଆକ୍ସନ୍ ମୋଡକୁ ଆସିଛି । କର୍ତ୍ତବ୍ୟରେ ଅବହେଳା ଲାଗି ନଗର ଉନ୍ନୟନ ବିଭାଗ ୨ ଜଣ ଯନ୍ତ୍ରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ସିଏମସିର ୨ ସହକାରୀ ଯନ୍ତ୍ରୀ ସଞ୍ଜୀବ ପ୍ରଧାନ ଓ ଦିଲୀପ ସାହୁଙ୍କୁ ଚାକିରିରୁ ନିଲମ୍ବିତ କରାଯାଇଛି । ଅନ୍ୟପଟେ ମୃତ ୧୭ ବର୍ଷୀୟା ନାବାଳିକାଙ୍କ ପରିବାକୁ ୧୦ ଲକ୍ଷ ଟଙ୍କା ଅନୁକମ୍ପା ରାଶି ଦିଆଯିବ ବୋଲି ଘୋଷଣା କରିଛନ୍ତି […]

Continue Reading

ଆସନ୍ତାକାଲି ପୂର୍ବାହ୍ନ ୧୧ ରେ ପ୍ରକାଶ ପାଇବ ଯୁକ୍ତ ୨ ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷା ଫଳ

ଭୁବନେଶ୍ୱର: ଆସନ୍ତାକାଲି ପ୍ରକାଶ ପାଇବ ଯୁକ୍ତ୨ ପରୀକ୍ଷା ଫଳ । ଯେଉଁ ଆଶଙ୍କା ଛାତ୍ରଛାତ୍ରୀଙ୍କ ମଧ୍ୟରେ ରେଜଲ୍ଟକୁ ନେଇ ଲାଗି ରହିଥିଲା ତାହାର ଅନ୍ତ ଘଟିଛି । ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପରୀକ୍ଷା ନିୟନ୍ତ୍ରକଙ୍କ ପକ୍ଷରୁ ଏହି ସୂଚନା ଦିଆଯାଇଛି । ପୂର୍ବାହ୍ନ ୧୧ଟାରେ ପ୍ରକାଶ ପାଇବ ବାଣିଜ୍ୟ ଓ ବିଜ୍ଞାନ ପରୀକ୍ଷା ଫଳ । ତେବେ ତ୍ରୁଟିଶୂନ୍ୟ ପରୀକ୍ଷା ଫଳ ବାହାରୁ ବୋଲି ସମସ୍ତେ ଆଶା କରୁଛନ୍ତି । ଶିକ୍ଷାବିତ୍ ଆର ଏନ ପଣ୍ଡା […]

Continue Reading

ନବ ଦାସ ହତ୍ୟାକାଣ୍ଡ ଚାର୍ଜସିଟକୁ ନେଇ ତେଜିଲା ରାଜନୀତି; ମୁହାଁମୁହିଁ ହେଲେ ବିଜେପି-ବିଜେଡି

ଭୁବନେଶ୍ୱର: ନବଦାସ ହତ୍ୟା ଘଟଣାର ଚାର୍ଜସିଟ ରିପୋର୍ଟକୁ ନେଇ ମୁହାଁମୁହିଁ ହେଲେ ବିଜେଡି-ବିଜେପି । ସିବିଆଇ ରିପୋର୍ଟକୁ ନେଇ ବିଜେପି ରାଜ୍ୟ ସରକାରଙ୍କ ଉପରେ ବର୍ଷିଛି । ଏପରିକି ଏହି ଘଟଣାରେ ଅଭିଯୁକ୍ତ ଗୋପାଳ ଦାସଙ୍କୁ ଖସାଇବା ଉଦ୍ୟମ କରାଯାଉଥିବା ବିଜେପି ଅଭିଯୋଗ ଆଣିଛି । ଏପରିକି ସିବିଆଇ ତଦନ୍ତକୁ ନେଇ ମଧ୍ୟ ବିଜେପି ପ୍ରଶ୍ନ ଉଠାଇଛନ୍ତି । ଆଜି ଏକ ପ୍ରେସମିଟ କରି ବିଜେପି କହିଛି, ଚାର୍ଜସିଟରେ କେବଳ ଗୋପାଳ ଦାସକୁ ଖସାଇବା ପାଇଁ ଉଦ୍ୟମ […]

Continue Reading

ଖାଲି ଫ୍ୟାନ୍ସ ନୁହେଁ, ଝିଅ ଜିଭା ବି ହାତ ଯୋଡି ଧୋନୀଙ୍କ ପାଇଁ କରିଥିଲେ ପ୍ରାର୍ଥନା.. ଫଟୋ ଭାଇରାଲ

ନୂଆଦିଲ୍ଲୀ : ଗତିକାଲି ଆଇପିଏଲ୍ ୨୦୨୩ ର ଶେଷ ମ୍ୟାଚ୍ ବହୁତ ରୋମାଞ୍ଚକର ଥିଲା । ଧୋନିଙ୍କ ଚେନ୍ନାଇ ସୁପର କିଙ୍ଗ୍ସ ପଞ୍ଚମ ଥର ପାଇଁ ଆଇପିଏଲ୍ ଟ୍ରଫି ଜିତିଛି। ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳାଯାଇଥିବା ଏହି ମହାନ ମ୍ୟାଚରେ ଚେନ୍ନାଇ ସୁପର କିଙ୍ଗ୍ସ ଗୁଜୁରାଟ ଟାଇଟାନ୍ସକୁ ୫ ୱିକେଟରେ ପରାସ୍ତ କରି ଟାଇଟଲ ଜିତିଛି। ଏହି ବିଜୟ ସହିତ ଚେନ୍ନାଇ ସୁପର କିଙ୍ଗ୍ସ ଆଇପିଏଲରେ ସର୍ବାଧିକ ଟ୍ରଫି ଜିତିବା ପାଇଁ ମୁମ୍ବାଇ ଇଣ୍ଡିଆନ୍ସ ସହିତ […]

Continue Reading

ବାହାଘର ପରେ ହଙ୍ଗାମା, ଘରେ ପଶିଲେ ଧମକ ଦେଲେ…

ଭୁବନେଶ୍ବର : ଘରେ ପଶି ମହିଳାଙ୍କୁ ଅସଦାଚରଣ ଅଭିଯୋଗ। ସତ୍ୟନଗର ସ୍ଥିତ ଏସ୍ କୁମାର ଙ୍କ ଘରେ ପଶି ତାଙ୍କ ମାଙ୍କ ସହ କିଛି ଦୁର୍ବୁତ୍ତ ଅସଦାଚରଣର କରିଥିବା ଅଭିଯୋଗ ହୋଇଛି। ଏନେଇ ଅଭିଯୋଗ ପରେ ସମ୍ପୃକ୍ତ ବ୍ୟକ୍ତିଙ୍କ ନାମରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ସୂଚନା ମୁତାବକ, ସତ୍ୟନଗରର ଏସ୍ କୁମାର ଓ ପ୍ରେସ କଲୋନୀର ଏକ ଯୁବତୀ ସହ ପ୍ରେମ ସମ୍ପର୍କ ଗଢି ଉଠିଥିଲା। ପରେ ଏହି ସମ୍ପର୍କକୁ ବଜାୟ ରଖିବାକୁ ମନ୍ଦିରର ବିବାହ କରିଥିଲେ। […]

Continue Reading