ଆସନ୍ତାକାଲି ପୂର୍ବାହ୍ନ ୧୧ ରେ ପ୍ରକାଶ ପାଇବ ଯୁକ୍ତ ୨ ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷା ଫଳ

ଭୁବନେଶ୍ୱର: ଆସନ୍ତାକାଲି ପ୍ରକାଶ ପାଇବ ଯୁକ୍ତ୨ ପରୀକ୍ଷା ଫଳ । ଯେଉଁ ଆଶଙ୍କା ଛାତ୍ରଛାତ୍ରୀଙ୍କ ମଧ୍ୟରେ ରେଜଲ୍ଟକୁ ନେଇ ଲାଗି ରହିଥିଲା ତାହାର ଅନ୍ତ ଘଟିଛି । ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପରୀକ୍ଷା ନିୟନ୍ତ୍ରକଙ୍କ ପକ୍ଷରୁ ଏହି ସୂଚନା ଦିଆଯାଇଛି । ପୂର୍ବାହ୍ନ ୧୧ଟାରେ ପ୍ରକାଶ ପାଇବ ବାଣିଜ୍ୟ ଓ ବିଜ୍ଞାନ ପରୀକ୍ଷା ଫଳ । ତେବେ ତ୍ରୁଟିଶୂନ୍ୟ ପରୀକ୍ଷା ଫଳ ବାହାରୁ ବୋଲି ସମସ୍ତେ ଆଶା କରୁଛନ୍ତି । ଶିକ୍ଷାବିତ୍ ଆର ଏନ ପଣ୍ଡା […]

Continue Reading

ନବ ଦାସ ହତ୍ୟାକାଣ୍ଡ ଚାର୍ଜସିଟକୁ ନେଇ ତେଜିଲା ରାଜନୀତି; ମୁହାଁମୁହିଁ ହେଲେ ବିଜେପି-ବିଜେଡି

ଭୁବନେଶ୍ୱର: ନବଦାସ ହତ୍ୟା ଘଟଣାର ଚାର୍ଜସିଟ ରିପୋର୍ଟକୁ ନେଇ ମୁହାଁମୁହିଁ ହେଲେ ବିଜେଡି-ବିଜେପି । ସିବିଆଇ ରିପୋର୍ଟକୁ ନେଇ ବିଜେପି ରାଜ୍ୟ ସରକାରଙ୍କ ଉପରେ ବର୍ଷିଛି । ଏପରିକି ଏହି ଘଟଣାରେ ଅଭିଯୁକ୍ତ ଗୋପାଳ ଦାସଙ୍କୁ ଖସାଇବା ଉଦ୍ୟମ କରାଯାଉଥିବା ବିଜେପି ଅଭିଯୋଗ ଆଣିଛି । ଏପରିକି ସିବିଆଇ ତଦନ୍ତକୁ ନେଇ ମଧ୍ୟ ବିଜେପି ପ୍ରଶ୍ନ ଉଠାଇଛନ୍ତି । ଆଜି ଏକ ପ୍ରେସମିଟ କରି ବିଜେପି କହିଛି, ଚାର୍ଜସିଟରେ କେବଳ ଗୋପାଳ ଦାସକୁ ଖସାଇବା ପାଇଁ ଉଦ୍ୟମ […]

Continue Reading

ଖାଲି ଫ୍ୟାନ୍ସ ନୁହେଁ, ଝିଅ ଜିଭା ବି ହାତ ଯୋଡି ଧୋନୀଙ୍କ ପାଇଁ କରିଥିଲେ ପ୍ରାର୍ଥନା.. ଫଟୋ ଭାଇରାଲ

ନୂଆଦିଲ୍ଲୀ : ଗତିକାଲି ଆଇପିଏଲ୍ ୨୦୨୩ ର ଶେଷ ମ୍ୟାଚ୍ ବହୁତ ରୋମାଞ୍ଚକର ଥିଲା । ଧୋନିଙ୍କ ଚେନ୍ନାଇ ସୁପର କିଙ୍ଗ୍ସ ପଞ୍ଚମ ଥର ପାଇଁ ଆଇପିଏଲ୍ ଟ୍ରଫି ଜିତିଛି। ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳାଯାଇଥିବା ଏହି ମହାନ ମ୍ୟାଚରେ ଚେନ୍ନାଇ ସୁପର କିଙ୍ଗ୍ସ ଗୁଜୁରାଟ ଟାଇଟାନ୍ସକୁ ୫ ୱିକେଟରେ ପରାସ୍ତ କରି ଟାଇଟଲ ଜିତିଛି। ଏହି ବିଜୟ ସହିତ ଚେନ୍ନାଇ ସୁପର କିଙ୍ଗ୍ସ ଆଇପିଏଲରେ ସର୍ବାଧିକ ଟ୍ରଫି ଜିତିବା ପାଇଁ ମୁମ୍ବାଇ ଇଣ୍ଡିଆନ୍ସ ସହିତ […]

Continue Reading

ବାହାଘର ପରେ ହଙ୍ଗାମା, ଘରେ ପଶିଲେ ଧମକ ଦେଲେ…

ଭୁବନେଶ୍ବର : ଘରେ ପଶି ମହିଳାଙ୍କୁ ଅସଦାଚରଣ ଅଭିଯୋଗ। ସତ୍ୟନଗର ସ୍ଥିତ ଏସ୍ କୁମାର ଙ୍କ ଘରେ ପଶି ତାଙ୍କ ମାଙ୍କ ସହ କିଛି ଦୁର୍ବୁତ୍ତ ଅସଦାଚରଣର କରିଥିବା ଅଭିଯୋଗ ହୋଇଛି। ଏନେଇ ଅଭିଯୋଗ ପରେ ସମ୍ପୃକ୍ତ ବ୍ୟକ୍ତିଙ୍କ ନାମରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ସୂଚନା ମୁତାବକ, ସତ୍ୟନଗରର ଏସ୍ କୁମାର ଓ ପ୍ରେସ କଲୋନୀର ଏକ ଯୁବତୀ ସହ ପ୍ରେମ ସମ୍ପର୍କ ଗଢି ଉଠିଥିଲା। ପରେ ଏହି ସମ୍ପର୍କକୁ ବଜାୟ ରଖିବାକୁ ମନ୍ଦିରର ବିବାହ କରିଥିଲେ। […]

Continue Reading

ଚମକିବ କୋଣାର୍କ ମନ୍ଦିର ଚାରିପାଖ: ଖର୍ଚ୍ଚ ହେବ ୨୦୯ କୋଟିି

ଭୁବନେଶ୍ୱର: ଚମକିବ କୋଣାର୍କ ମନ୍ଦିର । ପୂର୍ବାପେକ୍ଷା ଆହୁରି ଦିଶିବ ଆକର୍ଷଣୀୟ । କୋଣାର୍କ ମନ୍ଦିର ପରିସର ଏବଂ ଚତୁଃପାର୍ଶ୍ୱକୁ ଅଧିକ ବିକଶିତ ଏବଂ ଆକର୍ଷିତ କରିବା ପାଇଁ ଓଡ଼ିଶା ସରକାର ନିଷ୍ପତ୍ତି ନେଇଛନ୍ତି । ଐତିହ୍ୟ ଓ ସ୍ମାରକୀ ତଥା ପର୍ଯ୍ୟଟନ ଆକର୍ଷଣ ସମନ୍ୱିତ ବିକାଶ ଯୋଜନା ଅଧୀନରେ କୋଣାର୍କ ଐତିହ୍ୟସ୍ଥଳୀର ବିକାଶ ଯୋଜନା  (Konark Heritage Area Development Plan – KHADP)ପ୍ରସ୍ତୁତ କରିଛନ୍ତି ରାଜ୍ୟ ସରକାର । ଏହାବ୍ୟତୀତ କୋଣାର୍କ ମନ୍ଦିର ଆଖପାଖରେ […]

Continue Reading

ସରୁଛି ରାଜ୍ୟପାଳଙ୍କ କାର୍ଯ୍ୟକାଳ: ପରବର୍ତ୍ତୀ କିଏ?

ଭୁବନେଶ୍ୱର: ଆଜି ସରୁଛି ରାଜ୍ୟର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ କାର୍ଯ୍ୟକାଳ । ଗତ ୨୦୧୮ ମସିହା ମେ ମାସ ୨୯ ତାରିଖରେ ପ୍ରଫେସର ଲାଲ ରାଜ୍ୟର ନୂଆ ରାଜ୍ୟପାଳ ଭାବେ ଶପଥ ଗ୍ରହଣ କରିଥିଲେ । ତେବେ ରାଜ୍ୟପାଳଙ୍କର କାର୍ଯ୍ୟକାଳ ବୃଦ୍ଧି ନେଇ ବର୍ତ୍ତମାନ ସୁଦ୍ଧା କୌଣସି ଘୋଷଣା କରାଯାଇ ନଥିବା ବେଳେ ତାଙ୍କର କାର୍ଯ୍ୟ ଅବଧି ବୃଦ୍ଧି ପାଇପାରେ । ଏନେଇ ଜୋରଦାର ଚର୍ଚ୍ଚା ହେଉଛି । ପ୍ରଫେସର ଲାଲ ୨୦୧୮ରେ ତକ୍ରାଳୀନ ରାଜ୍ୟପାଳ […]

Continue Reading

ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଘଡଘଡ଼ି ସହ ବର୍ଷା ସମ୍ଭାବନା:୨୦ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ୱର: ରାଜ୍ୟରେ କାଳବୈଶାଖୀର ପ୍ରଭାବ ଜାରି ରହିଛି । ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ଆସନ୍ତା ୫ ଦିନ ମଧ୍ୟରେ ପାଣିପାଗରେ ବିଶେଷ ପରିବର୍ତ୍ତନ ହେବାରେ ସମ୍ଭାବନା ନାହିଁ । ଆସନ୍ତା ୨୪ଘଣ୍ଟା ମଧ୍ୟରେ ଘଡ଼ଘଡ଼ି ସହ ବର୍ଷା ହେବା ନେଇ ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ଗଜପତି, ରାୟଗଡା, ଗଞ୍ଜାମ, କନ୍ଧମାଳ, ପୁରୀ, ଖୋର୍ଦ୍ଧା, ନୟାଗଡ, କଟକ, ଜଗତ୍‍ସିଂହପୁର, ଅନୁଗୁଳ, କେନ୍ଦ୍ରାପଡା, ଯାଜପୁର, ଢ଼େଙ୍କାନାଳ, ଭଦ୍ରକ, ବାଲେଶ୍ୱର, ମୟୂରଭଞ୍ଜ ଓ କେନ୍ଦୁଝର ଜିଲ୍ଲା ପାଇଁ […]

Continue Reading

ଏଣିକି ବିକ୍ରି ତଥା ବିଭାଜନ ହୋଇପାରିବ ଚକ ଜମି

ଭୁବନେଶ୍ୱର: ଚକଜମି ବିକ୍ରି ତଥା ବିଭାଜନକୁ ମିଳିଛି କ୍ୟାବିନେଟ ମୋହର । ଏଣିକି ଚକ ଜମି ବିକ୍ରି ତଥା ବିଭାଜନ ହୋଇପାରିବ । ଚକ ଜମି ବିକ୍ରି ପାଇଁ ଜମି ପଟ୍ଟାଗୁଡ଼ିକର ସଂଶୋଧନ କରାଯାଇ ପାରିବ । ଓଡ଼ିଶା ଚକବନ୍ଦୀ ଓ ଭୂମିର ବିଭକ୍ତିକରଣ ନିବାରଣ ଅଧିନିୟମର ଚାପ୍ଟର-୫ର ଧାରା ୩୪ ଏବଂ ୩୫ର ଉଚ୍ଚେଦ ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି ରାଜ୍ୟ କ୍ୟାବିନେଟ୍ । ଓଡ଼ିଶା ଚକବନ୍ଦୀ ଓ ଭୂମିର ବିଭକ୍ତିକରଣ ନିବାରଣ ଅଧିନିୟମ, ୧୯୭୨ର ଧାରା […]

Continue Reading

ତାତିରୁ ମିଳିବ ଆଶ୍ୱସ୍ତି, ଲାଗି ରହିବ କାଳବୈଶାଖୀ

ଭୁବନେଶ୍ୱର: ରାଜ୍ୟରେ ଆଗାମୀ ୫ ଦିନ ଯାଏ କାଳବୈଶାଖୀ ଲାଗି ରହିବ । ପ୍ରଭାବରେ ତାତି ମଧ୍ୟ କମିବ । ଆଭ୍ୟନ୍ତରୀଣ ଓଡ଼ିଶାର ଗୋଟିଏ ଦୁଇଟି ସ୍ଥାନରେ ପାରଦ ୪୨ ଡିଗ୍ରୀ ପାଖାପାଖି ରହିବା ନେଇ ଆକଳନ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ଆଗାମୀ ୨୪ ଘଣ୍ଟାରେ କାଳବୈଶାଖୀ ବର୍ଷା ସହ ଘଣ୍ଟାପ୍ରତି ୪୦ରୁ ୫୦ କିଲୋମିଟର ବେଗରେ ପବନ ନେଇ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼଼ା, କଟକ, ଜଗତସିଂହପୁର, କେନ୍ଦୁଝର, ମୟୂରଭଞ୍ଜ, ଖୋର୍ଦ୍ଧା […]

Continue Reading

ଶ୍ରୀମନ୍ଦିରରେ ଘଟିଗଲା ବିରାଟ ଅଘଟଣ: ୩ ଆହତ, ୨ ଜଣ ଗୁରୁତର

ପୁରୀ: ଶ୍ରୀମନ୍ଦିର ପରିସରରେ ଘଟିଯାଇଛି ଏକ ବିରାଟ ବଡ ଅଘଟଣ । ଭୋଗ ମଣ୍ଡପରେ ଡାଲିହାଣ୍ଡି ଭାଙ୍ଗିବା ବେଳେ କିଛି ଲୋକ ଆହତ ହୋଇଥିବା ଜାଣିବାକୁ ମିଳିଛି । ଘଟଣାସ୍ଥଳରେ ୩ ଜଣ ଆହତ ହୋଇଥିବା ବେଳେ ୨ ଜଣ ବ୍ୟକ୍ତି ଗୁରୁତର ଆହତ ହୋଇଛନ୍ତି । ସମସ୍ତଙ୍କୁ ଉଦ୍ଧାର କରି ସଦର ମେଡିକାଲରେ ଭର୍ତ୍ତି କରାଯାଇଛି । ତେବେ ସେମାନଭ୍କ ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ କୌଣସି ତଥ୍ୟ ଏବେ ମିଳିପାରିନାହିଁ । ସେପଟେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରତ୍ନ ପଲଙ୍କ […]

Continue Reading