ଟ୍ରାନ୍ସଫ୍ୟୁଜନ୍ ମେଡିସିନ୍ର ଅଭ୍ୟୁଦୟ ଚିକିତ୍ସା କ୍ଷେତ୍ରରେ ପ୍ରଭାବ ପକାଉଛି
ଭୁବନେଶ୍ୱର: ଚିକିତ୍ସା ବିଜ୍ଞାନ କ୍ଷେତ୍ରରେ ଅତ୍ୟାଧୁନିକ ବୈଷୟିକ ଜ୍ଞାନକୌଶଳର ପ୍ରୟୋଗ ଯୋଗୁଁ ଏକ ସ୍ୱତନ୍ତ୍ର କ୍ଲିନିକାଲ୍ ଏବଂ ବୈଜ୍ଞାନିକ ଶାଖା ଭାବେ ଟ୍ରାନ୍ସଫ୍ୟୁଜନ୍ ମେଡିସିନ୍ର ଅଭ୍ୟୁଦୟ ଫଳରେ ଚିକିତ୍ସା କ୍ଷେତ୍ରରେ ଗତ ଏକ ଦଶନ୍ଧି ମଧ୍ୟରେ ପ୍ରଭୂତ ଉନ୍ନତି ଘଟିଛି ବୋଲି ଶୁକ୍ରବାର ଜଣେ ବିଶେଷଜ୍ଞ ମତ ଦେଇଛନ୍ତି । ସାରା ଦେଶରେ ଅଧିକରୁ ଅଧିକ ରକ୍ତ କେନ୍ଦ୍ର ବା ବ୍ଲଡ୍ ସେଂଟର ଖୋଲାଯାଉଥିବା ବେଳେ ଅଟୋମେସନ୍, କମ୍ପ୍ୟୁଟରାଇଜେସନ୍ ଏବଂ ସେନ୍ସିଟିଭ୍ ଆଡଭାନ୍ସଡ ଟେକ୍ନିକ୍ ଭଳି ନୂତନ […]
Continue Reading
