Odisha breaks record in liquor trade, know how much revenue it collected

ମଦ ବେପାରରେ ରେକର୍ଡ ଭାଙ୍ଗିଲା ଓଡିଶା, ଜାଣନ୍ତୁ କେତେ ରାଜସ୍ବ ଆଦାୟ

ଭୁବନେଶ୍ୱର: ରାଜ୍ୟରେ ଏକାଧିକ ମଦୁଆ ପ୍ରତିଦିନ ମଦ ପିଅନ୍ତି। ତାଙ୍କ ମନ ରଖିବା ତଥା ଶୁଦ୍ଧ ଓଡ଼ିଆରେ ମଦ୍ୟପ ବୋଲି କୁହାଯାଏ। ତାଙ୍କ ମଧ୍ୟରୁ କିଛି ସମ୍ପୂର୍ଣ୍ଣ ମଦୁଆ(ମଦ୍ୟପ) ଆଉ କିଛି ଅକେଜନାଲି ମଦୁଆ(ମଦ୍ୟପ)। ଏପରିକି ଅନେକ ବ୍ୟକ୍ତି ଘର ବାଡ଼ି ବିକ୍ରି କରି ମଦ ରେ ଉଡ଼ାଇବା ଭଳି ନଜିର ବି ରହିଛି। ଆଉ କିଛି ମଦ ପାଇଁ ସବୁଦିନ ସନ୍ଧ୍ୟାରେ ଝଗଡ଼ା ବି ଲାଗନ୍ତି। ଏପରିକି ଟଙ୍କା ପାଇଁ କିଛି ବି କରିବାକୁ ଏମାନେ […]

Continue Reading
Bribery won’t work now! Teachers will be transferred. Teachers of Keonjhar, be careful — you will be sent back home very soon!

କେନ୍ଦୁଝରର ଏ ଶିକ୍ଷକ ମାନେ ସାବଧାନ, ଖୁବଶୀଘ୍ର ଘରକୁ ଫେର!

କେନ୍ଦୁଝର : ହାତ ଗଣତି କିଛି ଶିକ୍ଷକଙ୍କୁ ଗତକାଲି ହାଇକୋର୍ଟଙ୍କ ଛାଟ ଜୋରରେ ବାଜିଛି। ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ଏମପି – ଏମଏଲଏଙ୍କୁ ହାତ କରି ଚାକିରି ସ୍ଥାନ ପରିବର୍ତ୍ତନ (ଡ଼େପୁଟେସନ) କରିଥିବା ଶିକ୍ଷକ ମାନେ ପାନେ ପାଇବେ। ଆଉ ତାଙ୍କୁ ତ୍ରାହି ମିଳିବନାହିଁ। ଏବେ ତାଙ୍କୁ ନିଜ ପୁରୁଣା ଠିକଣାକୁ ଫେରିବାକୁ ପଡ଼ିବ। କାରଣ ଏହା ଗ୍ରହଣିୟ ନୁହଁ ବୋଲି କହିଛନ୍ତି ଉଚ୍ଚ ନ୍ୟାୟାଳୟ। କିନ୍ତୁ ତାଙ୍କୁ ଡ଼େଡ଼ ଲାଇନ ଦିଆଯାଇଛି। ଏ ଶିକ୍ଷା ବର୍ଷ […]

Continue Reading

ଓଡ଼ିଶାରେ ବାତ୍ୟା ‘ମୋନ୍ଥା’ର ପ୍ରଭାବ: ଗଞ୍ଜାମ ଓ ଗଜପତିରେ ବର୍ଷା ଆରମ୍ଭ, ସରକାର ପ୍ରସ୍ତୁତ

ଭୁବନେଶ୍ୱର: ବାତ୍ୟା ‘ମୋନ୍ଥା’ର ପ୍ରଭାବରେ ଓଡ଼ିଶାରେ ପାଗ ବଦଳିଯାଇଛି। ଦକ୍ଷିଣ ଓଡ଼ିଶାରେ ବିଶେଷ କରି ଗଞ୍ଜାମ ଓ ଗଜପତି ଜିଲ୍ଲାରେ ବର୍ଷା ଆରମ୍ଭ ହୋଇଯାଇଛି। ଗୋପାଳପୁରରେ ପବନ ସହ ଝିପିଝିପି ବର୍ଷା ଦେଖାଦେଇଛି, ଯେଉଁଠାରୁ ବାତ୍ୟା ବର୍ତ୍ତମାନ ୭୯୦ କିଲୋମିଟର ଦୂରରେ ରହିଛି। ଗଜପତି ଜିଲ୍ଲାର ପାରଳାଖେମୁଣ୍ଡିରେ ମଧ୍ୟ ମେଘାଚ୍ଛନ୍ନ ପାଗ ସହ ବର୍ଷା ଜାରି ରହିଛି।  ଆଜି ପାଇଁ ଗଞ୍ଜାମ ଓ ଗଜପତିକୁ ଅରେଞ୍ଜ ଆଲର୍ଟ ଜାରି ହୋଇଥିବା ବେଳେ ଆସନ୍ତାକାଲି ପାଇଁ ରେଡ୍ ଆଲର୍ଟ […]

Continue Reading

ବିନା କୋଚିଂରେ ପାଠ ପଢ଼ା ଠପ୍ : ଚିନ୍ତା ବଢ଼ାଇଲା କେନ୍ଦ୍ର ସରକାର CMS ରିପୋର୍ଟ

ବିନା କୋଚିଂରେ ପାଠ ପଢ଼ା ଠପ୍ । ଚିନ୍ତା ବଢ଼ାଇଲା କେନ୍ଦ୍ର ସରକାର CMS ରିପୋର୍ଟ । ରାଜ୍ୟରେ ୫୦ ପ୍ରତିଶତରୁ ଅଧିକ ଛାତ୍ରଛାତ୍ରୀଙ୍କୁ ଟ୍ୟୁସନ୍ ବା କୋଚିଂ ଉପରେ ନିର୍ଭର କରୁଛନ୍ତି । ଏଥିପାଇଁ ଅଭିଭାବକଙ୍କୁ ଖର୍ଚ୍ଚାନ୍ତ ହେବାକୁ ପଡ଼ୁଛି । ଟ୍ୟୁସନ ଓ କୋଚିଂ ପାଇଁ ସହାରାଞ୍ଚଳରେ ଛାତ୍ର ପିଛା ୧୦ ହଜାର ୮୯୯ ଟଙ୍କା ଏବଂ ଗ୍ରାମାଞ୍ଚଳରେ ୩ ହଜାର ୫୪୭ ଟଙ୍କା ଖର୍ଚ୍ଚ କରୁଛନ୍ତି ଅଭିଭାବକ । ଏଥିପାଇଁ ସ୍କୁଲରେ ଶିକ୍ଷକ […]

Continue Reading

ଆହୁରି 3ଦିନ ବର୍ଷିବ ! ୫ ଜିଲ୍ଲାରେ ପ୍ରବଳ ବର୍ଷା ନେଇ ୟେଲୋ ଚେତାବନୀ

ଓଡିଶା ଉପକୂଳ ବଙ୍ଗୋପସାଗରରେ ଏକ ସ୍ପଷ୍ଟ ଚିହ୍ନିତ ଲଘୁଚାପ କ୍ଷେତ୍ର ସକ୍ରିୟ ରହିଛି । ଆଜି ଏହା ସାରା ଓଡ଼ିଶାରେ ପଶ୍ଚିମ ଉତ୍ତର ପଶ୍ଚିମ ଦିଗକୁ ଗତି କରିବ । ପ୍ରଭାବରେ ଆଗାମୀ ୩ ଦିନ ଯାଏଁ ରାଜ୍ୟରେ ପ୍ରବଳ ବର୍ଷା ଲାଗିରହିବ । ଆଜି ସାରା ଓଡ଼ିଶାରେ ବର୍ଷା ସହ କଳାହାଣ୍ଡି, ନୂଆପଡା, ନବରଙ୍ଗପୁର, ବଲାଙ୍ଗୀର ଓ ବରଗଡ଼ ଏହି ୫ ଜିଲ୍ଲାରେ ପ୍ରବଳ ବର୍ଷା ନେଇ ୟେଲୋ ଓ୍ୱାର୍ଣ୍ଣିଂ ଜାରି କରିଛି ବିଭାଗ । […]

Continue Reading

ଚାଷୀ ଭାଇ ଭଉଣୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ନୂଆଁଖାଇ ଭେଟି

ପବିତ୍ର ନୂଆଁଖାଇ ଅବସରରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଦ୍ବାରା ରବି ୨୦୨୫-୨୬ ପାଇଁ ସି ଏମ୍ କିଷାନ ସହାୟତା ରାଶି ପ୍ରଦାନର ରାଜ୍ୟସ୍ତରୀୟ ଉତ୍ସବ ଓୟୁଏଟି ଭୁବନେଶ୍ବର ସ୍ଥିତ କୃଷି ଶିକ୍ଷା ସଦନଠାରେ ଆୟୋଜିତ ହୋଇଛି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ସି ଏମ୍ କିଷାନ ସହାୟତାର ତୃତୀୟ କିସ୍ତି ରେ ୫୧ ଲକ୍ଷ ୫୪ ହଜାର ୧୧୫ ଜଣ କ୍ଷୁଦ୍ର, ନାମମାତ୍ର ଚାଷୀ, ଭୂମିହୀନ କୃଷକ ପରିବାର, […]

Continue Reading

ଭୁବନେଶ୍ୱର ବିମାନବନ୍ଦରରେ ଉଡାନ ଯାତ୍ରୀ କାଫେର ଉଦଘାଟନ: ଶସ୍ତାରେ ମିଳିବ ଖାଇବା

ଉଡାନ ଯାତ୍ରୀ କାଫେର ଶୁଭ ଉଦଘାଟନ ଭୁବନେଶ୍ୱରର ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନବନ୍ଦରରେ ନିକଟରେ ଉଡାନ ଯାତ୍ରୀ କାଫେର ଶୁଭ ଉଦଘାଟନ ହୋଇଯାଇଛି। ଏହି କାଫେ ଯାତ୍ରୀମାନଙ୍କ ପାଇଁ ଏକ ଆଧୁନିକ ଏବଂ ଆରାମଦାୟକ ଅନୁଭୂତି ପ୍ରଦାନ କରିବା ଲକ୍ଷ୍ୟରେ ନିର୍ମିତ ହୋଇଛି। ବିମାନବନ୍ଦରର ଟର୍ମିନାଲ-୧ର ଡିପାର୍ଚର ଏରିଆରେ ଅବସ୍ଥିତ ଏହି କାଫେ ଯାତ୍ରୀମାନଙ୍କୁ ସୁସ୍ୱାଦୁ ଖାଦ୍ୟ, ପାନୀୟ ଏବଂ ଶାନ୍ତ ପରିବେଶ ଯୋଗାଇ ଦେବାକୁ ପ୍ରସ୍ତୁତ। ଓଡ଼ିଆ ପାରମ୍ପରିକ ଖାଦ୍ୟ ଉଦଘାଟନ ଉତ୍ସବରେ ବିମାନବନ୍ଦର କର୍ତ୍ତୃପକ୍ଷ, […]

Continue Reading

ଗୋପବନ୍ଧୁ ସାମ୍ବାଦିକ ସ୍ୱାସ୍ଥ୍ୟ ବୀମା ଯୋଜନା ଆବେଦନ ତାରିଖ ବୃଦ୍ଧି

ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ଗୋପବନ୍ଧୁ ସାମ୍ବାଦିକ ସ୍ୱାସ୍ଥ୍ୟବୀମା ଯୋଜନାର ଆବେଦନ ତାରିଖକୁ ବୃଦ୍ଧି କରାଯାଇଛି । ପୂର୍ବରୁ ଏହି ଆବେଦନର ଶେଷ ତାରିଖ ଅଗଷ୍ଟ ୨୫ ତାରିଖ ରହିଥିଲା । ସାମ୍ବାଦିକମାନଙ୍କ ଅନୁରୋଧ ରକ୍ଷା କରି ରାଜ୍ୟ ସରକାର ଏହି ଆବେଦନର ଶେଷ ତାରିଖକୁ ଅଗଷ୍ଟ ୩୦ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି । କର୍ମଜୀବୀ ସାମ୍ବାଦିକମାନଙ୍କୁ ରାଜ୍ୟ ସରକାର ସ୍ୱାସ୍ଥ୍ୟବୀମା ଯୋଗାଇ ଦେଉଛନ୍ତି । ଏହା ଦ୍ୱାରା ବହୁ ସାମ୍ବାଦିକଙ୍କ ପରିବାର ଦେୟମୁକ୍ତ ଭାବେ ବିଭିନ୍ନ […]

Continue Reading

ଆପଣଙ୍କର କିଛି ସମସ୍ୟା ଅଛି କି ସରକାର କରିବେ ସମାଧାନ: ଫୋନ କରିବେ ସରକାର ବୁଝିବେ ଆପଣଙ୍କ ସମସ୍ୟା

ରାଜ୍ୟରେ ଆରମ୍ଭ ହେଲା ‘ଆମ ଶାସନ’ । ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏହାର ଶୁଭାରମ୍ଭ କରିଛନ୍ତି । ଏହି କାର୍ଯ୍ୟକ୍ରମ ଜରିଆରେ ଜନତାଙ୍କ ଠାରୁ ମତାମତ ନେବେ ସରକାର। ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ Mohan Charan Majhi ଲୋକସେବା ଭବନରେ ‘ ଆମ ଶାସନ ‘ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି। ଜନସେବାର ଏହି ନୂତନ ବ୍ୟବସ୍ଥା ଦ୍ୱାରା କ୍ଷେତ୍ର ପରିଦର୍ଶନ ସମୟରେ ସରକାରୀ ଅଧିକାରୀମାନେ ମୋବାଇଲ ଆପ୍ ଏବଂ ମୁଖ୍ୟମନ୍ତ୍ରୀ, ମନ୍ତ୍ରୀ ଓ ବିଭାଗୀୟ ଅଧିକାରୀମାନେ ଟେଲିଫୋନ […]

Continue Reading

ଆଜି ପ୍ରବଳରୁ ଅତି ପ୍ରବଳ ବର୍ଷା, ବଢୁଛି ସୁବର୍ଣ୍ଣରେଖା… ବନ୍ୟା ଅଞ୍ଚଳ ପରିଦର୍ଶନ କରିବେ ରାଜସ୍ବ ମନ୍ତ୍ରୀ

ଆଗାମୀ ୪ଦିନ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି । ଏହାର ପ୍ରଭାବରେ ଆସନ୍ତା ୪୮ ଘଣ୍ଟାରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ । ଏହାର ପ୍ରଭାବରେ ଆଗାମୀ ୪ ଦିନ ଯାଏ ବର୍ଷା ହେବ । ବିଶେଷ କରି ଦକ୍ଷିଣ ଓଡ଼ିଶାରେ ଅଧିକ ରହିବ ପ୍ରଭାବ । ବିଭିନ୍ନ ଜିଲ୍ଲାରେ ବଜ୍ରପାତ ସହ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି । […]

Continue Reading