ଜାପାନରେ ନେତାଜୀଙ୍କୁ ଭବ୍ୟ ଶ୍ରଦ୍ଧାଞ୍ଜଳି ଦେଲେ ସତ୍ୟ ସୂତାର
ଭୁବନେଶ୍ୱର: ସ୍ଵାଧୀନତା ସଂଗ୍ରାମର କର୍ଣ୍ଣଧାର, ମହାନ୍ ଦେଶପ୍ରେମୀ, ତେଜସ୍ୱୀ ଜନନାୟକ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ୧୨୯ତମ ଜୟନ୍ତୀରେ ଭାରତ ପାଳୁଛି ପରାକ୍ରମ ଦିବସ। ଏହି ଅବସରରେ ଜାପାନର ଟୋକିଓ ସହରର ପବିତ୍ର ରେଙ୍କୋଜି ମନ୍ଦିରଠାରେ ନେତାଜୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପଗୁଚ୍ଛ ଦେଇ ଶ୍ରଦ୍ଧା ସୁମନ ଅର୍ପଣ କରିଛନ୍ତି ଓଡ଼ିଆ ପୁଅ ସତ୍ୟ ସୂତାର। ଏହି ଭୂମି କେବଳ ଏକ ସ୍ଥାନ ନୁହେଁ, ଏହା ଭାରତର ସ୍ୱାଭିମାନ ଓ ବଳିଦାନର ଜୀବନ୍ତ ସାକ୍ଷୀ ବୋଲି ଶ୍ରୀ ସୂତାର କହିଛନ୍ତି। […]
Continue Reading
