ମହାଦେବଙ୍କୁ ବେଲପତ୍ର ଅର୍ପଣ କଲାବେଳେ କରନ୍ତୁ ନାହିଁ ଏହି ସବୁ ଭୁଲ୍

ଦେବଦେବ ମହାଦେବଙ୍କର ପ୍ରିୟ ଜିନିଷ ହେଉଛି ତ୍ରିଶାଖା ବେଲପତ୍ର। ଏହା ବିନା ଭଗବାନ ଶିବଙ୍କ ଉପାସନା ଅସମ୍ପୂର୍ଣ୍ଣ ବୋଲି ଧରାଯାଏ। ଧାର୍ମିକ ବିଶ୍ୱାସ ଅନୁଯାୟୀ ଶିବଙ୍କ ଠାରେ ବେଲପତ୍ର ଚଢେଇବା ଦ୍ୱାରା ଭଗବାନ ଶିବ ପ୍ରସନ୍ନ ହୋଇଥାନ୍ତି ଓ ମନୋସ୍କାମନା ପୂର୍ଣ୍ଣ କରିଥାନ୍ତି। ଶିବପୁରାଣରେ ବେଲପତ୍ରର ମହତ୍ତ୍ୱ ବିଷୟରେ ବିଶେଷ ଭାବରେ ବର୍ଣ୍ଣନା କରାଯାଇଛି। ହେଲେ ଜାଣିଛନ୍ତି ଦେବ ଦେବ ମହାଦେବଙ୍କୁ ବେଲପତ୍ର ଅର୍ପଣ କଲାବେଳେ କିଛି ନିୟମ ରହିଛି। ଏହି ନିୟମ ମାନି ଭୋଳା ବାବାଙ୍କୁ […]

Continue Reading

ଆପଣଙ୍କ ପସନ୍ଦର ଡାର୍କ ଚକୋଲେଟ, ନେଇପାରେ ଜୀବନ

ଡାର୍କ ଚକୋଲେଟ୍‌ ଖାଇବା ପ୍ରାୟ ସମସ୍ତଙ୍କୁ ପସନ୍ଦ। ଏହାର ନାଁ ଶୁଣିବା ମାତ୍ରେ ପାଟିରେ ପାଣି ଆସିଯାଏ। ଅଧିକାଂଶ ଲୋକେ ଏହାର ସ୍ୱାଦ ଚାଖିବା ପାଇଁ ପସନ୍ଦ କରନ୍ତି। ଏହା ସ୍ୱାସ୍ଥ୍ୟ ପାଇଁ ସୁସ୍ଥକର ବୋଲି ମଧ୍ୟ ବିଶ୍ୱାସ। ଡାର୍କ ଚାକୋଲେଟ୍‌ ଖାଇବା ଦ୍ୱାରା ଅନେକ ଯନ୍ତ୍ରଣାରୁ ଆରମ ମିଳିଥାଏ। ବିଶେଷ କରି ମହିଳାମାନେ ଏଥିରେ ଅନେକ ଲାଭ ପାଇଥାନ୍ତି। କିନ୍ତୁ ଏହି ଡାର୍କ ଚକୋଲେଟ୍‌ ଯେତିକି ସ୍ୱାସ୍ଥ୍ୟ ପକ୍ଷେ ଲାଭଦାୟକ ସେତିକି ଘାତକ ମଧ୍ୟ।ଆବଶ୍ୟକତା ଠାରୁ […]

Continue Reading

ଅଲିଭ ଅଏଲ୍‌ ଓ ଲେମ୍ବୁରୁ କମାନ୍ତୁ ଓଜନ

ଭୁବନେଶ୍ୱର : ଅଲିଭ ଅଏଲ୍‌ ଓ ଲେମ୍ବୁରସ ଏକାଠି ପିଇଲେ ଶରୀର ଡିଟକ୍ସ ହୋଇଥାଏ । ଏହା ଓଜନ କମାଇବାରେ ସାହାର୍ଯ୍ୟ କରେ । ଏଥିରେ ଥିବା ଓଲିକ୍‌ ଏସିଡ୍‌ ହାର୍ଟ ଓ ଭିଟାମିନ୍‌-ଇ ହଜମ ପ୍ରକ୍ରିୟା ନିମନ୍ତେ ବହୁତ ଭଲ । ଲେମ୍ବୁ ରସରେ ଭିଟାମିନ୍‌-ସି ଭରପୁର ଥାଏ ଯାହା,ଫ୍ୟାଟ୍‌ ବନ୍‌ କରିଥାଏ । ସକାଳୁ ଉଠି ୧ଚାମଚ ଅଲିଭ ତେଲ ସହିତ ୩ବୁନ୍ଦା ଲେମ୍ବୁ ରସ ମିଶେଇ ଖାଲି ପେଟରେ ପିଅନ୍ତୁ । ଏହାର […]

Continue Reading

କଟକରେ ଆରବିଏଲ ବ୍ୟାଙ୍କର ନୂଆ ଶାଖା, ଗ୍ରାହକଙ୍କୁ ମିଳିବ ଗୁଣାତ୍ମକ ବ୍ୟାଙ୍କିଙ୍ଗ୍ ସେବା

ଭୁବନେଶ୍ୱର : କଟକ ଦୋଳମୁଣ୍ଡାଇରେ ଆରବିଏଲ୍ ବ୍ୟାଙ୍କର ନୂତନ ଶାଖା ଆରମ୍ଭ ହୋଇଛି । ବିଧାୟକ ସୌଭିକ ବିଶ୍ୱାଳ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହାକୁ ଉଦ୍‌ଘାଟନ କରିଛନ୍ତି । ଆରବିଏଲ୍ ବ୍ୟାଙ୍କର ପାନ୍ ଇଣ୍ଡିଆରେ ୫୨୦ଟି ଶାଖା ରହିଥିବା ବେଳେ ପୂର୍ବ ଭାରତରେ ୫୬ଟି ରହିଛି । ସେହିପରି ଏହି ଶାଖାକୁ ମିଶାଇ ଓଡ଼ିଶାରେ ଆରବିଏଲ୍ ବ୍ୟାଙ୍କର ୬ଟି ଶାଖା ରହିଛି । ପୂର୍ବରୁ ଭୁବନେଶ୍ୱରରୁ ୩ଟି, ସମ୍ବଲପୁର ଏବଂ ଯାଜପୁରରେ ୧ଟି ଲେଖାଏଁ ଶାଖା […]

Continue Reading

ସ୍ବାମୀ ଯେତେ ବିଶ୍ୱାସ ଯୋଗ୍ୟ ହେଲେ ମଧ୍ୟ ଗୋପନ ରଖନ୍ତୁ ଏହିସବୁ

ଭୁବନେଶ୍ବର : ଭାରତୀୟ ଜନମାନସରେ ଚାଣକ୍ୟ ତାଙ୍କର ନୀତି ଲାଗି ଅତ୍ୟନ୍ତ ଆଦରଣୀୟ। ପ୍ରାଚୀନ ଭାରତର ଅର୍ଥନୀତିଜ୍ଞ, ଦାର୍ଶନିକ ତଥା ପରାମର୍ଶଦାତା ମହର୍ଷି ଚାଣକ୍ୟ କୌଟିଲ୍ୟ ଏବଂ ବିଷ୍ଣୁଗୁପ୍ତ ନାମରେ ବି ବେଶ ପରିଚିତ। ପୁଣି କାଳଜୟୀ ଗ୍ରନ୍ଥ ‘ଅର୍ଥଶାସ୍ତ୍ର’ର ରଚୟିତା ସେ।ନିଜ ଜୀବନ ଓ ଦର୍ଶନକୁ ନେଇ ବହୁ କଥା ଲେଖି ଯାଇଛନ୍ତି ଚାଣକ୍ୟ । ଅନେକ ସମୟରେ ପଥହରା ଲୋକଟିଏ ପାଇଁ ଚାଣକ୍ୟଙ୍କ ବାଣୀ ପଥ ଦେଖାଇବାରେ ସହାୟ ହୋଇଥାଏ। ତେବେ ମହାନ ଜ୍ଞାନୀ […]

Continue Reading

୧୬୦୦ଟଙ୍କିଆ ଦାମୀ ଦୋସା

ଦୋସା ଖାଇବାକୁ ସମସ୍ତେ ପ୍ରାୟ ପସନ୍ଦ କରିଥାନ୍ତି। କିନ୍ତୁ ଆପଣ କେବେ ୧୬୦୦ଟଙ୍କିଆ ଦୋସା ଖାଇଛନ୍ତି ?ଆମେରିକାର ନ୍ୟୁୟର୍କ,ସାନ୍‌ଫ୍ରାନସିସକୋ ଭଳି ଅଗ୍ରଣୀ ସହରରେ ଭାରତୀୟ ରେସ୍ତେରାଁ ସଂଖ୍ୟା ଦିନକୁଦିନ ବଢିବାରେ ଲାଗିଛି । ନ୍ୟୁୟର୍କରେ ୧୯୯୦ବେଳକୁ ଦକ୍ଷିଣ ଭାରତୀୟ ରେସ୍ତୋରାଁ ‘ପୋଙ୍ଗଲ’ର ଆରମ୍ଭ ହୋଇଥିଲା । ସେତେବେଳେ କେବଳ ଭାରତୀୟ ଲୋକେ ସେଠି ଭିଡ କରୁଥିଲେ । ସମୟକ୍ରମେ ବିଦେଶୀମାନେ ବି ଆମ ଭାରତୀୟ ଖାଦ୍ୟ ମୋହରେ ବାନ୍ଧିହେଲେ । ଖାଦ୍ୟ ତାଲିକାଠାରେ ସବୁଠୁ ଆଗରେ ଦୋସା […]

Continue Reading

ସାମ୍ବାଦିକଙ୍କୁ ଏଲନ ମସ୍କଙ୍କ ଟାର୍ଗେଟ; ସସ୍ପେଣ୍ଡ କଲେ ଆକାଉଣ୍ଟ

ସାନ ଫ୍ରାନ୍ସିକୋ: ଟୁଇଟରକୁ ନେଇ ଏଲନ ମିସ୍କଙ୍କ ପରୀକ୍ଷା ନିରୀକ୍ଷା ଶେଷ ହେଉନି । କର୍ମଚାରୀ ଛଟେଇ, ବ୍ଲୁ ଟିକ ପାଇଁ ଟଙ୍କା ବଢାଇବା, କଟକଣା ଜାରି କରିବା ପରେ ଏବେ ସାମ୍ବାଦିକଙ୍କ ପଛରେ ପଡିଛନ୍ତି ମସ୍କ । ଏକାଧିକ ସାମ୍ବାଦିକଙ୍କ ଟ୍ୱିଟର ଆକାଉଣ୍ଟକୁ ସସ୍‌ପେଣ୍ଡ କରିଛନ୍ତି ମସ୍କ । ଏହି ସମ୍ବାଦିକମାନେ ମୁଖ୍ୟତଃ ନ୍ୟୁୟର୍କ ଟାଇମ୍ସ, ସିଏନଏନ, ଟାଇମ୍ସ ଓ ୱାଶିଂଟନ ପୋଷ୍ଟର ବୋଲି ଜଣାପଡିଛି । ସେମାନେ ଆକାଉଣ୍ଟ ଖୋଲିବା ମାତ୍ରେ ଏହା ସସ୍‌ପେଣ୍ଡ […]

Continue Reading

ଆଜିଠୁ ମକର ସଂକ୍ରାନ୍ତି ଯାଏଁ ମହାପ୍ରଭୁଙ୍କ ପାଖରେ ଲାଗି ହେବ ପହିଲି ଭୋଗ

ପୁରୀ : ଆଜି ହେଉଛି ପବିତ୍ର ଧନୁ ସଂକ୍ରାନ୍ତି । ଏହି ପବିତ୍ର ଧନୁ ସଂକ୍ରାନ୍ତି ଅବସରରେ ମହାପ୍ରଭୁଙ୍କ ଶ୍ରୀ ମନ୍ଦିରରେ ଲାଗି ହୋଇଛି ପହଲି ଭୋଗ । ତେବେ ଏହି ଧନୁ ସଂକ୍ରାନ୍ତି ଠାରୁ ମକର ସଂକ୍ରାନ୍ତି ପର୍ଯ୍ୟନ୍ତ ମହାପ୍ରଭୁଙ୍କ ପାଖରେ ଲାଗି ହେବ ପହିଲି ଭୋଗ । ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ନୀତିକାନ୍ତି ପ୍ରସ୍ତୁତ କରାଯାଇଛି । ତେବେ ନୀତି ନିର୍ଘଣ୍ଟ ଅନୁଯାୟୀ ଆଜି ମହାପ୍ରଭୁଙ୍କ ପାଖରେ ପହିଲି ଭୋଗ ଲାଗି […]

Continue Reading

ଦିଲ୍ଲୀ ବାୟୁ ପ୍ରଦୂଷଣକୁ ରୋକିବା ପାଇଁ ଏକ ମାସ ଚାଲିବ ‘ଆଣ୍ଟି ଡଷ୍ଟ ଅଭିଯାନ’

ନୂଆଦିଲ୍ଲୀ: ଦିଲ୍ଲୀରେ କୁହୁଡି ଯୋଗୁଁ ବାୟୁ ପ୍ରଦୂଷର ମାତ୍ରା ବୃଦ୍ଧି ପାଏ। ବାୟୁର ଗୁଣବତ୍ତା ଖରାପ ହୋଇଯାଏ। ଆସନ୍ତା ଶୀତ ଋତୁରେ ପ୍ରଦୂଷଣକୁ ନିୟନ୍ତ୍ରଣ କରିବା ପାଇଁ ଦିଲ୍ଲୀ ସରକାର ପକ୍ଷରୁ ଗୁରୁବାର ନିର୍ମାଣ ସ୍ଥଳରେ ଆଣ୍ଟି ଡଷ୍ଟ ଅଭିଯାନ ଆରମ୍ଭ କରାଯାଇଛି। ଦିଲ୍ଲୀ ପରିବେଶ ମନ୍ତ୍ରୀ ଗୋପାଳ ରାୟ ଏହି ଅଭିଯାନକୁ ଘୋଷଣା କରିଛନ୍ତି। ମନ୍ତ୍ରୀ କହିଛନ୍ତି ଯେ ଏହି ନିୟମ ପାଳନ କରୁନଥିବା ବ୍ୟକ୍ତିଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ମନ୍ତ୍ରୀ କହିଛନ୍ତି, […]

Continue Reading