ଘିଅ ଖାଇଲେ ଅନେକ ରୋଗରୁ ମିଳିବ ମୁକ୍ତି

ଦେଶୀ ଘିଅ ଖାଇବାକୁ ସମସ୍ତେ ପସନ୍ଦ କରିଥାନ୍ତି । ଘିଅ ଶରୀର ପାଇଁ ଖୁବ ହିତକର, ଏହା ତ ପ୍ରାୟ ସମସ୍ତେ ଜାଣିଥିବେ । ଏହା ସହିତ ଘିଅ ଆମର ଅନେକ କାମରେ ମଧ୍ୟା ଲାଗିଥାଏ । ଘିଅର ଗୋଟିଏ ଚାମଚ ବି ଶରୀରର ଅନେକ ରୋଗକୁ ଭଲ କରିଦେଇଥାଏ । କିନ୍ତୁ ଏହାକୁ ସବୁ ସମୟରେ ଖାଇବା ଶରୀର ପାଇଁ ହାନିକାରକ ହୋଇପାରେ । ଘିଅକୁ ସାଧାରଣ ଲୋକ ଖାଇବା ବେଳେ କୌଣସି ପରିମାଣର ଆବଶ୍ୟକତା […]

Continue Reading

ବନ୍ଧ ଉପରେ ଝାଟିମାଟି କୁଡ଼ିଆ ଘରେ ଦୁର୍ବିସହ ଜୀବନ

ନୂଆପଡ଼ା : ଦୁର୍ବିସହ ହୋଇପଡ଼ିଛି ଜୀବନ। ଗୋଟିଏ କି ଦୁଇଟି ନୁହେଁ ସମସ୍ୟା ଏଠି ଅନେକ। ଏହିଭଳି କିଛି ଚିତ୍ର ଦେଖିବାକୁ ମିଳିଛି ନୂଆପଡ଼ା ଖଡ଼ିଆଳ ୧୨ନମ୍ବର ୱାର୍ଡ ଗୋଡେଲବନ୍ଧ ପଡ଼ାରେ। ୫୦ରୁ ଅଧିକ ପରିବାର ଏହି ବନ୍ଧ ଉପରେ ଝାଟିମାଟି କୁଡ଼ିଆ କରି ରହିଛନ୍ତି । ମରୁଡ଼ି ସମୟରେ ଜୀବନ ବଞ୍ଚାଇବାକୁ ଏହି ସ୍ଥାନରେ ପରିବାର ସହ ଆଶ୍ରୟ ନେଇଥିଲେ। ହେଲେ ଏବେ ସମାସ୍ତ ସ୍ଥାୟୀ ବାସିନ୍ଦା ହୋଇଯାଇଛନ୍ତି। ହେଲେ ଏବେ ବି କୌଣସି ପ୍ରକାର ସୁବିଧା […]

Continue Reading

ହିନ୍ଦୁ ମୃତକଙ୍କ ଶବ ଉଠାଇଲେ ମୁସଲମାନ ପଡୋଶୀ

କୋଲକାତା: ମହାମାରୀର ଏହି ସଙ୍କଟ ସଂୟରେ କେଉଁଠି ମାନବିକତା ହାରି ଯିବାର ଦେଖାଯାଉଛି ତ ଆଉ କେଉଁଠି ମାନବିକତାର ଉଦାହରଣ ଦେଖିବାକି ମିଳୁଛି । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ପଶ୍ଚିମ ବଙ୍ଗରେ । ସାଂପ୍ରଦାୟିକ ଭାବନାରୁ ଉର୍ଧ୍ବକୁ ଉଠି ଜଣେ ହିନ୍ଦୁ ପଡ଼ୋଶୀର ଅନ୍ତିମ ସଂସ୍କାର କରିଛନ୍ତି ମୁସଲ୍‌ମାନ ବ୍ୟକ୍ତି। ମିଳିଥିବା ସୂଚନା ଅନୁସାରେ, ପଶ୍ଚିମବଙ୍ଗର ଝରଗ୍ରାମ ଜିଲ୍ଲାରେ ଜଣେ ହିନ୍ଦୁ ବ୍ୟକ୍ତିଙ୍କର ଗୁରୁବାର ଦିନ ମୃତ୍ୟୁ ହୋଇଛି। ମୃତ ବ୍ୟକ୍ତିଙ୍କର କୋଭିଡ୍‌-୧୯ ପରୀକ୍ଷା […]

Continue Reading