ବଦଳିଲା ସଲ୍‌ମାନଙ୍କ ହିଟ୍‌ ସୋ’ ବିଗ୍‌ ବସ୍‌’ର ନାଁ

Top Storise ମନୋରଞ୍ଜନ

ମୁମ୍ବାଇ: ଖୁବ୍‌ ଶୀଘ୍ର କଲର୍ସରେ ପ୍ରସାରିତ ଲୋକପ୍ରିୟ ରିଅଲିଟି ସୋ “ବିଗ୍ ବସ୍ ସିଜିନ ୧୫” OTT ପ୍ଲାଟ୍‌ଫର୍ମରେ ରିଲିଜ ହେବ। ରିଲିଜ ହେବା ପରେ ପ୍ରଥମ ଛଅ ସପ୍ତାହ ଓଟିଟି ପ୍ଲାଟ୍‌ଫର୍ମରେ ଷ୍ଟ୍ରିମ୍‌ ହେବ। ଏହାପରେ ଏହାକୁ ଟେଲିଭିଜନରେ ଦେଖିବାକୁ ମିଳିବ। ତେବେ ଏହି ନୂଆ ସିଜିନକୁ “ବିଗ୍ ବସ୍ OTT” କୁହାଯିବ।

“ବିଗ୍ ବସ୍ OTT”କୁ ଭୁଟ୍‌ରେ ମଧ୍ୟ ଉପଭୋଗ କରିହେବ। ଏଥର ଦର୍ଶକଙ୍କ ଲାଗି ଏକ ନୂଆ ରୂପରେ ଆସିବ ହିଟ୍‌ ରିୟାଲିଟି ସୋ ‘ବିଗ୍‌ ବସ୍‌ ୧୫’।

Leave a Reply

Your email address will not be published. Required fields are marked *