ଉତ୍ତରପ୍ରଦେଶରେ ହଟିଲା କରୋନା କର୍ଫ୍ୟୁ

Top Storise ଦେଶ- ବିଦେଶ

ଲକ୍ଷ୍ନୌ: ଉତ୍ତରପ୍ରଦେଶରେ ହଟିଲା କରୋନା କର୍ଫ୍ୟୁ। କିଛି ସ୍ଥାନକୁ ଛାଡି ଅନ୍ୟ ସମସ୍ତ ଜିଲ୍ଲାରେ ‌କରୋନା ଲକ୍‌ଡାଉନ୍‌କୁ ଉଠାଇ ଦେଇଛନ୍ତି ଉତ୍ତରପ୍ରଦେଶ ସରକାର।

ମିରଟ, ସାହାରନପୁର ଏବଂ ଗୋରଖପୁର ବ୍ୟତୀତ ସମସ୍ତ ଅନ୍ୟ ସମସ୍ତ ଜିଲ୍ଲାରେ କୋଭିଡ କର୍ଫ୍ୟୁକୁ ହଟାଇ ଦେଇଛନ୍ତି ସରକାର।

କରୋନା କଟକଣା ବଳବତ୍ତର ରହିଥିବା ଏହି ୩ ଜିଲ୍ଲାରେ ସକ୍ରିୟ ମାମଲା ୬୦୦ ରୁ ଅଧିକ ରହିଛି। ଯେଉଁଥିପାଇଁ ଏହି ଜିଲ୍ଲାଗୁଡ଼ିକୁ କଟକଣାମୁକ୍ତ କରାଯାଇ ନାହିଁ।

ତେବେ ନାଇଟ୍ କର୍ଫ୍ୟୁ ଏବଂ ୱିକେଣ୍ଡ୍ କର୍ଫ୍ୟୁ ଜାରି ରହିବ ବୋଲି ରାଜ୍ୟ ସରକାର କହିଛନ୍ତି।

Leave a Reply

Your email address will not be published. Required fields are marked *