ଝାରପଡାରେ ମହିଳାଙ୍କ ଘରେ ପଶି ଅଳଙ୍କାର ଲୁଟିନେଲେ ଦୁବୃର୍ତ୍ତ

Top Storise ଅପରାଧ ରାଜ୍ୟ

ଭୁବନେଶ୍ୱର : ରାଜଧାନୀରେ ମାତିଛନ୍ତି ଲୁଟେରା । ମହିଳାଙ୍କ ଘରେ ପଶି ଦିନ ଦ୍ୱିପ୍ରହରେ ଲୁଟ୍ । ଭୁବନେଶ୍ୱର ଝାରପଡା ଅଞ୍ଚଳରେ ମହିଳାଙ୍କ ଘରେ ପଶି ମହିଳାଙ୍କୁ ଆକ୍ରମଣ କରିବା ସହ ସୁନା ଗହଣା ଲୁଟି ନେଇଛନ୍ତି ଦୁବୃର୍ତ୍ତ । ମହିଳାଙ୍କର ସୁନାଚେନ୍ , ମଙ୍ଗଳସୁତ୍ର , ମୋବାଇଲ ଲୁଟ୍ କରି ନେଇଛନ୍ତି ଦୁବୃର୍ତ୍ତ । ଲୁଟର ଶିକାର ହୋଇଥିବା ମହିଳା ଜଣକ ହେଉଛନ୍ତି ଗୀତାଞ୍ଜଳି ପାଲଟା ସିଂ । ଦୁବୃର୍ତ୍ତଙ୍କ ଆକ୍ରମଣରେ ସେ ଗୁରୁତର ହେବାରୁ ତାଙ୍କୁ ହସ୍ପିଟାଲରେ ଭର୍ତି କରାଯାଇଛି । ସେପଟେ ପୋଲିସ ଛାନଭିନ୍ ଜାରି ରଛିଛ ।

Leave a Reply

Your email address will not be published. Required fields are marked *