ଆସିଲା ମୋଦୀଙ୍କ ନୂଆ ମନ୍ତ୍ରୀମଣ୍ଡଳ ତାଲିକା; ୪୩ ମନ୍ତ୍ରୀ ନେବେ ଶପଥ

Top Storise ଦେଶ- ବିଦେଶ

ନୂଆଦିଲ୍ଲୀ: ଆଜି ସନ୍ଧ୍ୟାରେ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱାଧୀନ କେନ୍ଦ୍ର କ୍ୟାବିନେଟରେ ୪୩ ଜଣ ନୂଆ ମନ୍ତ୍ରୀ ଶପଥ ନେବେ। ପଦୋନ୍ନତି ପାଇଥିବା ଏହି ୪୩ ନେତା ଆଜି ଶପଥ ଗ୍ରହଣ କରିବାର ସମ୍ଭାବନା ରହିଛି। ଏହି ମନ୍ତ୍ରୀମାନଙ୍କ ଶପଥ ଗ୍ରହଣ ସମାରୋହ ରାତି ୬ ଟାରେ ରାଷ୍ଟ୍ରିୟ ଭବନରେ ଅନୁଷ୍ଠିତ ହେବ।

ଏହି ତାଲିକାରେ ସାମିଲ୍ ହୋଇଥିବା ନେତାମାନେ ହେଉଛନ୍ତି ନାରାୟଣ ଟାଟୁ ରାଣେ,  ସରବାନନ୍ଦ ସୋନୋୱାଲ୍, ବିରେନ୍ଦ୍ର କୁମାର, ଜ୍ୟୋତିରାଦିତ୍ୟ ସିନ୍ଧିଆ, ରାମଚନ୍ଦ୍ର ପ୍ରସାଦ ସିଂ, ଅଶ୍ୱିନୀ ବୈଷ୍ଣବ, ପଶୁପତି କୁମାର ପାରସ, ପାଟି କୁମାର ପରାସ,  କିରେନ୍ ରିଜିଜୁ, ରାଜ କୁମାର ସିଂ, ହାର୍ଦ୍ଦିକ ସିଂ ପୁରୀ, ମାନସୁଖ ମାନ୍ଦଭିଆ, ଭୁପେନ୍ଦ୍ର ଯାଦବ, ପରଶୋତମ ରୁପାଲା, ଜି କିଶାନ୍ ରେଡ୍ଡୀ, ଅନୁରାଗ ସିଂ ଠାକୁର, ପଙ୍କଜ ଚୌଧୁରୀ, ଅନୁପ୍ରିୟା ସିଂ ପଟେଲ।

ଅନ୍ୟମାନେ ହେଉଛନ୍ତି ସତ୍ୟ ପାଲ ସିଂ ବାଗେଲ, ରାଜୀବ ଚନ୍ଦ୍ରଶେଖର, ସୁଶ୍ରୀ ଶୋଭା କରନ୍ଦଲାଜେ, ଭାନୁ ପ୍ରତାପ ସିଂ ବର୍ମା, ଦର୍ଶନ ବିକ୍ରମ ଜାରଦୋଶ, ମୀନାକ୍ଷୀ ଲେଖୀ, ଅନ୍ନପୂର୍ଣ୍ଣା ଦେବୀ, ଏ ନାରାୟଣସ୍ୱାମୀ, କୌଶଲ କିଶୋର, ଅଜୟ ଭଟ୍ଟ, ବିଏଲ୍‌ ବର୍ମା, ଅଜୟ କୁମାର, ଚୌହାନ ଦେବସିଂହ, ଭଗବନ୍ତ ଖୁବା, କପିଲ ମୋରେଶ୍ୱର ପାଟିଲ, ପ୍ରତୀମା ଭୌମିକ୍, ସୁଭାଷ ସରକାର, ଭଗବତ କିଶନରାଓ କରଦ, ରାଜକୁମାର ରଂଜନ ସିଂ, ଭାରତୀ ପ୍ରବୀଣ ପାୱାର, ବିଶ୍ୱେଶ୍ୱର ଟୁଡୁ, ଶାନ୍ତନୁ ଠାକୁର, ମୁଞ୍ଜାପାରା ମହେନ୍ଦ୍ରଭାଇ, ଜନ୍ ବାର୍ଲା, ଏଲ ମୁରୁଗାନ୍, ନିଶିଥ ପରମାନିକ୍‌।

Leave a Reply

Your email address will not be published. Required fields are marked *