ବିଟା ଅପେକ୍ଷା ଡେଲ୍‌ଟା ଭାରିଆଣ୍ଟ ବିରୁଦ୍ଧରେ ଅଧିକ ପ୍ରଭାବଶାଳୀ ଫାଇଜର ଏବଂ ଜନସନ ଆଣ୍ଡ୍‌ ଜନସନ

Top Storise ଦେଶ- ବିଦେଶ

ନୂଆଦିଲ୍ଲୀ: ବିଶେଷଜ୍ଞମାନେ କହିଛନ୍ତି ଯେ ଆମେରିକାର ଫାର୍ମା ମେଜର୍ ଫାଇଜର ଏବଂ ଜନସନ ଆଣ୍ଡ ଜନସନ ଦ୍ବାରା ବିକଶିତ କରୋନା ଟିକା ବିଟା ଷ୍ଟ୍ରେନ୍ ଅପେକ୍ଷା ଡେଲଟା ଭାରିଆଣ୍ଟ ବିରୁଦ୍ଧରେ ଅଧିକ ପ୍ରଭାବଶାଳୀ।

ପ୍ରଥମେ ଦକ୍ଷିଣ ଆଫ୍ରିକାରେ ଚିହ୍ନଟ ହୋଇଥିବା ବିଟା ଭାରିଆଣ୍ଟ ଚଳିତ ବର୍ଷ ଆରମ୍ଭରେ ଦ୍ବିତୀୟ ତରଙ୍ଗ ସୃଷ୍ଟି କରିଥିଲାବେଳେ ଭାରତରେ ପ୍ରଥମେ ଡେଲଟା ଭାରିଆଣ୍ଟ ଚିହ୍ନଟ ହୋଇଥିଲା।

ଦକ୍ଷିଣ ଆଫ୍ରିକାର ସ୍ୱାସ୍ଥ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି ଯେ ବିଶେଷଜ୍ଞମାନଙ୍କ ମତ ଅନୁଯାୟୀ ଏହି ଟିକା ଡେଲଟା ଭାରିଆଣ୍ଟ ବିରୁଦ୍ଧରେ ଅଧିକ ପ୍ରଭାବଶାଳୀ ଥିଲା।

Leave a Reply

Your email address will not be published. Required fields are marked *