କରୋନା ଦ୍ୱିତୀୟ ତରଙ୍ଗ ନେଲାଣି ୭୭୬ ଡାକ୍ତରଙ୍କ ଜୀବନ

Top Storise ଦେଶ- ବିଦେଶ

ନଆଦିଲ୍ଲୀ: କରୋନା ଦ୍ବିତୀୟ ଲହର ଯୋଗୁ ଗଲାଣି ୭୭୬ ଜଣ ଡାକ୍ତରଙ୍କ ଜୀବନ। ଇଣ୍ଡିଆନ୍ ମେଡିକାଲ୍ ଆସୋସିଏସନ୍ (ଆଇଏମ୍ଏ) ଦ୍ୱାରା ପ୍ରକାଶିତ ତଥ୍ୟ ଅନୁଯାୟୀ କରୋନା ଦ୍ୱିତୀୟ ତରଙ୍ଗ ସମୟରେ ପ୍ରାୟ ୭୭୬ ଜଣ ଡାକ୍ତର କରୋନାଭାଇରସ୍ ସଂକ୍ରମଣରେ ଆକ୍ରାନ୍ତ ହୋଇଛନ୍ତି।

ତଥ୍ୟରେ ଅନୁଯାୟୀ ବିହାରରେ ସର୍ବାଧିକ ୧୧୫ ଜଣ ଡାକ୍ତରଙ୍କ ମୃତ୍ୟୁ ହୋଇଥିବା ବେଳେ ଦିଲ୍ଲୀରେ ୧୦୯, ଉତ୍ତରପ୍ରଦେଶ ୭୯, ପଶ୍ଚିମବଙ୍ଗ ୬୨, ରାଜସ୍ଥାନ ୪୩, ଝାଡଖଣ୍ଡ ୩୯, ଏବଂ ଆନ୍ଧ୍ରପ୍ରଦେଶରୁ ୩୮ ଜଣ ଡାକ୍ତର ପ୍ରାଣ ହରାଇଛନ୍ତି।

Leave a Reply

Your email address will not be published. Required fields are marked *