Mudhi gstmudhi

ବଡ ଲୋକଙ୍କ ମୁଢ଼ି଼ରେ GST

Top Storise ଜୀବନଚର୍ଯ୍ୟା ବାଣିଜ୍ୟ ରାଜ୍ୟ

ବ୍ୟୁରୋ : ମୁଢ଼ି ପ୍ୟାକେଟ୍ ହେବ ମହାଙ୍ଗା। ମୁଢ଼ି଼ରେ ଲାଗିବ GST। କଥାଟି ଶୁଣିଲେ ଟିକେ ଆଶ୍ଚର୍ଯ୍ୟ ଲାଗୁଛି। ପ୍ରତି ଘରେ ମୁଢ଼ି ଖାଇଥାନ୍ତି। ଆଉ ଯଦି ଏଥିରେ GST ଲାଗେ ତେବେ କେମିତି ଏହାକୁ ଗ୍ରହଣ କରିବେ। ହଁ ଏହା ସବୁଠୁ ବଡ଼ ଚିନ୍ତାର ବିଷୟ। କିନ୍ତୁ ଆପଣ ଜାଣନ୍ତି କି ମୁଢ଼ି ପ୍ୟାକେଟରେ GST ଲାଗିବ। କିନ୍ତୁ ଆମେ ସମସ୍ତେ ଖୋଲା ମୁଢ଼ି କିଣିଥାଉ। ବଡବଡ ମଲ୍ ରେ ପ୍ୟାକେଟ୍ ମୂଢି ମିଳିଥାଏ। ଯେଉଁ ମୁଢ଼ି କୁ ବଡ ବାବୁ ମାନେ ନିଅନ୍ତି। ଆଉ ସେଇ ମୁଢ଼ି଼ରେ ହିଁ GST ଲାଗିବ। ମଧ୍ୟବିତ୍ତ ଶ୍ରେଣୀର ଲୋକଟିଏ ତ କେଉଁଟି ସୁବିଧାରେ ମିଳିବ ସେଇଠିକି ଖୋଜି ଖୋଜି ଯାଇଥାଏ ଆଉ ମଲ୍ କାହିଁକି ଯିବ?

ଏଥିରୁ ଦୁଇଟି ଲାଭ,
ଗୋଟିଏ, ବଡ ଲୋକ ବଳାଉଥିବା ବାବୁ ମାନେ ମଧ୍ୟ ଛୋଟ ଦୋକାନ ଯିବେ।
ଅନ୍ୟଟି, ବଡ ମଲ୍ ରେ ମୁଢ଼ି ବ୍ୟବସାୟୀ କମିବ।

ଏଥିରୁ ସ୍ପଷ୍ଟ ଯେ ଏହା ବଡ ଲୋକଙ୍କ ପାଇଁ।

Leave a Reply

Your email address will not be published. Required fields are marked *