ପୌର ନିର୍ବାଚନ : ଭଦ୍ରକରେ ବିଜେଡିକୁ ଝଟକା ଚେୟାରମ୍ୟାନ ଭାବେ ସ୍ୱାଧୀନ ପ୍ରାର୍ଥୀ ଗୁଲମୁକି ହବିବ ବିଜୟୀ Top Storise ରାଜନୀତି ରାଜ୍ୟ March 26, 2022March 26, 2022Alok RanjanLeave a Comment on ପୌର ନିର୍ବାଚନ : ଭଦ୍ରକରେ ବିଜେଡିକୁ ଝଟକା ଚେୟାରମ୍ୟାନ ଭାବେ ସ୍ୱାଧୀନ ପ୍ରାର୍ଥୀ ଗୁଲମୁକି ହବିବ ବିଜୟୀ ଭଦ୍ରକ : ପୌର ନିର୍ବାଚନ : ଭଦ୍ରକରେ ପଛରେ ପଡିଲା ବିଜେଡି । ବାଜି ମାରିନେଲେ ସ୍ୱାଧୀନ ପ୍ରାର୍ଥୀ । ଭଦ୍ରକ ପୌର ପାଳିକାରେ ନୂତନ ଚେୟାରମ୍ୟାନ ଭାବେ ଗୁଲମୁକି ହବିବ ବିଜୟୀ ହୋଇଛନ୍ତି ।ସେ ବିଜେଡି ଠାରୁ ୩୨୫୬ ଖଣ୍ଡ ଭୋଟର ଆଗରେ ରହି ବିଜୟ ହାସଲ କରିଛନ୍ତି । Post Views: 120