ଓଡ଼ିଆ ଝିଅଙ୍କ କମାଲ: ସମ୍ମାନିତ କଲେ ହରିୟାଣା ରାଜ୍ୟପାଳ

Top Storise ରାଜ୍ୟ

ଭୁବନେଶ୍ୱର:  ହରିୟଣା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ସ୍ଵର୍ଣ୍ଣ ପଦକ ହାସଲ କରିଛନ୍ତି ଓଡ଼ିଆ ଝିଅ ତନୁଜା ମହାନ୍ତି ଜୈବ ରାସାୟନିକ ବିଜ୍ଞାନ ସ୍ନାତକ ଡିଗ୍ରୀ ହାସଲ କରିଛନ୍ତି ଓଡ଼ିଆ ଝିଅ ତନୁଜା ମହାନ୍ତି। ଜୈବ ରାସାୟନିକ ବିଜ୍ଞାନରେ ଏବେ ସେ ପିଏଚଡି କରୁଛନ୍ତି। କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ହରିୟଣା ୧୩ତମ ସମାବେଶ ରେ ତନୁଜା ମହାନ୍ତି କୁ ହରିୟଣା ରାଜ୍ୟପାଳ ବନ୍ଦରୁ ଦତ୍ତାତ୍ରେୟ ସମ୍ମାନିତ କରିଥିଲେ।

Leave a Reply

Your email address will not be published. Required fields are marked *