ପୁରୀରେ ପୋଲିସର ଚଢ଼ାଉ, ୩୦ ବୋତଲ କଫ୍ ସିରପ ଜବତ

Top Storise ଅପରାଧ ରାଜ୍ୟ

ପୁରୀ : ନିଶା ବେପାରୀଙ୍କ ବିରୋଧରେ ପୁରୀ ପୋଲିସର ସ୍ପେଶାଲ ଡ୍ରାଇଭ୍ । ଚଢ଼ାଉ ବେଳେ ଜବତ ହୋଇଛି ବିପୁଳ ପରିମାଣର କଫ୍ ସିରପ । ବେଆଇନ ଭାବେ କଫ୍ ସିରପ କାରବାର ଘଟଣାରେ ପୋଲିସ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।

ଆଜି ବେଆଇନ ଭାବେ କଫ୍ ସିରପ ବିକ୍ରି କରୁଥିବା ବେଳେ ପୁରୀ ସଦର ଖଣ୍ଡିଆ ବନ୍ଧର କେଶବ ଦାସକୁ କାବୁ କରିଥିଲା ପୋଲିସ । ତା ପାଖରୁ ୩୦ ବୋତଲ କଫ୍ ସିରଫ ଜବତ କରାଯାଇଛି । କେଶବ ବଡ଼ ଶଙ୍ଖ ଅଞ୍ଚଳରେ ଥିବା ଏକ ନିଛାଟିଆ ଜାଗାରେ ଗିରଫ କେଶବ ଦାସ ଏହି କାରବାର କରୁଥିଲା ବୋଲି ପୋଲିସ କହିଛି ।

Leave a Reply

Your email address will not be published. Required fields are marked *