ସ୍କୁଲରେ ଅଘଟଣ: ଗେଟ୍ ପଡ଼ିବାରୁ ଚାଲିଗଲା ଛାତ୍ରଙ୍କ ଜୀବନ

Top Storise ରାଜ୍ୟ

ଗୁଣପୁର: ସ୍କୁଲ ଗେଟ୍ ପଡ଼ି ପଞ୍ଚାମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ ଘଟିଛି । ଏନେଇ ଛାତ୍ରଙ୍କ ପରିବାର ଲୋକ ଅଭିଯୋଗ କରିଥିବା ଜଣାପଡିଛି । ପଦ୍ମପୁର ବ୍ଲକ ବିଚିକୋଟ ଉ.ପ୍ରା.ସ୍କୁଲରେ ଏହି ଅଘଟଣା ଘଟିଥିବା ଜଣାପଡିଛି ।

ସୂଚନା ମୁତାବକ, ରିସେସରେ ଗଲା ବେଳେ ଛାତ୍ର ଉପନରେ ଗେଟ୍ ପଡ଼ିଯାଇଥିଲା । ଗୁଣପୁର ମେଡିକାଲରେ ଛାତ୍ରଙ୍କୁ ଡାକ୍ତରମାନେ ମୃତ ଘୋଷଣା କରିଛନ୍ତି । ଏହାକୁ ନେଇ ମୃତ ଛାତ୍ରଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି ।

Leave a Reply

Your email address will not be published. Required fields are marked *