ସ୍ମୃତି ମାନ୍ଧନାଙ୍କୁ ଆଇସିସି ମହିଳା କ୍ରିକେଟର ପୁରସ୍କାର

Top Storise କ୍ରୀଡ଼ା ଦେଶ- ବିଦେଶ

ଲଣ୍ଡନ: ଭାରତର ଉଦୀୟମାନ ମହିଳା କ୍ରିକେଟର ସ୍ମୃତି ମାନ୍ଧନା ୨୦୨୧ ଆଇସିସି ମହିଳା କ୍ରିକେଟର ପୁରସ୍କାର ହାସଲ କରିଛନ୍ତି । ଏହି ସିଜନରେ ସେ ୨୨ ଆନ୍ତର୍ଜାତୀୟ ମ୍ୟାଚରେ ୮୫୫ ରନ ସଂଗ୍ରହ କରିଥିଲେ । ଏଥିରେ ଗୋଟିଏ ଶତକ ଓ ୫ ଅର୍ଦ୍ଧଶତକ ସାମିଲ । ଆଇସିସି ପକ୍ଷରୁ ଘୋଷଣା କରାଯାଇଥିବା ବର୍ଷକର ଅନ୍ୟ ପୁରସ୍କାର ନିମ୍ନରେ ଦିଆଗଲା ।

1.ଆଇସିସି ଅମ୍ପାୟର: ମାରାଇସ ଇରାସମୁସ 

2.ପୁରୁଷ ଟି୨୦ କ୍ରିକେଟର: ମହମ୍ମଦ ରିଜୱାନ (ପାକିସ୍ତାନ)

3.ମହିଳା ଟି୨୦ କ୍ରିକେଟର: ଟାମି ବିମଂଟ (ଇଂଲଣ୍ଡ)

4.ଏମର୍ଜିଂ ପୁରୁଷ କ୍ରିକେଟର: ଜାନେମାନ ମାଲାନା (ଦକ୍ଷିଣ ଆଫ୍ରିକା)

5.ଏମର୍ଜିଂ ମହିଳା କ୍ରିକେଟର:ଫାତିମା ସାନା (ପାକିସ୍ତାନ)

6.ଆସୋସିଏଟ କ୍ରିକେଟର (ପୁରୁଷ): ଜୀଶନ ମକସୁଦ (ଓମାନ) 

7.ଆସୋସିଏଟ କ୍ରିକେଟର (ମହିଳା): ଆନ୍ଦ୍ରେ ମାଏ ଜେପେଡା (ଅଷ୍ଟ୍ରିଆ) 

8.ପୁରୁଷ ଦିନିକିଆ କ୍ରିକେଟର: ବାବର ଆଜାମ (ପାକିସ୍ତାନ) 

9.ମହିଳା ଦିନିକିଆ କ୍ରିକେଟର: ଲିଜେଲ ଲି (ଦକ୍ଷିଣ ଆଫ୍ରିକା) 

10.ମହିଳା ଟେଷ୍ଟ କ୍ରିକେଟର (ପୁରୁଷ): ଜୋ ରୁଟ (ଇଂଲଣ୍ଡ) 

11. ମହିଳା କ୍ରିକେଟର: ସ୍ମୃତି ମାନ୍ଧନା (ଭାରତ) 

12.ପୁରୁଷ କ୍ରିକେଟର: ଶାହୀନ ଆଫ୍ରିଦୀ (ପାକିସ୍ତାନ) ।

Leave a Reply

Your email address will not be published. Required fields are marked *