ଭୁବନେଶ୍ବର (ବ୍ୟୁରୋ) : ଦୁର୍ଗା ପୂଜାର ମାହୋଲରେ କିଛି ନା କିଛି ନୂଆ କରିବାର ଆଶା ନେଇ ଅନେକ ଯୁବପିଢ଼ି ଆଗକୁ ଆସନ୍ତି। କେହି କେହି ବ୍ୟବସାୟ ଆରମ୍ଭ କରନ୍ତି ଆଉ କେହି ନୂଆ ଚାକିରୀ ଖୋଜନ୍ତି । ତେବେ ଯଦି ଆପଣ ନୂଆ ବ୍ୟବସାୟ ଆରମ୍ଭ କରିବାକୁ ଚାହୁଁଛନ୍ତି ତେବେ ଆପଣଙ୍କ ପାଇଁ ଖୁସି ଖବର ନେଇ ଆସିଛି Swomen Agarbati । ପୂଜା ମାହୋଲରେ ବ୍ୟବସାୟ ପାଇଁ ଯଦି ଘରକୁ ଧୂପ ପ୍ରସ୍ତୁତକାରୀ ମେସିନ ନେଇ ବ୍ୟବସାୟ ଆରମ୍ଭ କରିବାକୁ ଚାହୁଁଛନ୍ତି ତେବେ ମେସିନ ସହ ମାଗଣାରେ ପାଇ ପାରିବେ ଏକ LED TV । କେବଳ ଏତିକି ନୁହଁ ଏହାସହ ବ୍ୟବସାୟ ବଢାଇବାକୁ ଆପଣାକୁ ବଜାର ଖୋଜିବାକୁ ପଡ଼ିବନାହିଁ । ମେସିନ ସହ କଞ୍ଚାମାଲ, ଗାଡି ଖର୍ଚ୍ଚ, କମ୍ପାନୀ ଦେବାସହ ଆପଣଙ୍କ ଠାରୁ ପ୍ରସ୍ତୁତ ଧୂପ ମଧ୍ୟ ନିଜ ଗାଡ଼ିରେ କିଣି ନେଇ ଆସିବ କମ୍ପାନୀ ।
ଏହି LED TV ଅଫର କେବଳ ପୂଜା ସମୟରେ ହିଁ ପାଇପାରିବେ । ନିଶ୍ଚିତ ଭାବେ ଆପଣ ମାନେ ଭାବୁଥିବେ ଅନ୍ୟ ଅଫର କେମିତି ପାଇବେ ଗ୍ରାହକ । ତେବେ କମ୍ପାନୀର କହିବା ମୁତାବକ ସବୁସୟରେ ଅନ୍ୟ ଅଫର ସମସ୍ଥଙ୍କ ପାଇଁ ଖୋଲା ରହିଛି ଯେଉଁ ବ୍ୟକ୍ତି ବ୍ୟବସାୟ କରିବାକୁ ଚାହାନ୍ତି ଏହା ତାଙ୍କ ପାଇଁ ଏକ ସୁବର୍ଣ୍ଣ ସୁଯୋଗ । କମ୍ପାନିର ମୋବାଇଲ ନମ୍ବରରେ ଯୋଗାଯୋଗ କରି ଏବେ ହିଁ ନିଜ ମେସିନ ବୁକ କରିପାରିବେ। ନିଜ ମେସିନ ବୁକ ପାଇଁ 8249853554, 7684892777, 9337219616ରେ ଯୋଗାଯୋଗ କରି ପାରିବେ। ଏହା ସହ Swomen Agarbati କମ୍ପାନୀର କାର୍ଯ୍ୟାଳୟ ଆସି ମଧ୍ୟ ନିଜ ମେସିନ ନେଇ ଯାଇ ପାରିବେ । ଅଫିସ ଠିକଣା Swomen Agarbati, Plot No – A/88, Sahid Nagar, inside of idfc bank, Bhubaneswar ।
ଏହାସହ ଆପଣ ଭାବୁଥିବେ Swomen Agarbati କୁ କାହିଁକି ଆପଣ ପ୍ରଥମ ପସନ୍ଦ ଭାବେ ଗ୍ରହଣ କରିବେ । ଏକ ରିପୋର୍ଟ ମୁତାବକ ଏହା ରାଜ୍ୟର ଏକ ନମ୍ବର (NO. 1) ଧୂପ ପ୍ରସ୍ତୁତକାରୀ ମେସିନ ବ୍ୟବସାୟ ସଂସ୍ଥା । ଯାହାକି ଦୀର୍ଘ 18 ବର୍ଷ ଧରି ଓଡିଶା ବାସୀଙ୍କୁ ନିଜ ଗ୍ରାହକ ଭାବେ ଚୟନ କରିଛି । ନିଜ ଗ୍ରାହକଙ୍କୁ ବ୍ୟବସାୟ ଆକାରରେ ନନେଇ ନିଜ ପରିବାର ସଦସ୍ୟ ଭାବେ ଗ୍ରହଣ କରେ କମ୍ପାନୀ । ସେଥିପାଇଁ ଦୀର୍ଘ 18 ବର୍ଷରୁ ଗ୍ରାହକ କମ୍ପାନୀ ସହ ଜଡିତ ହୋଇ ନିଜର ବ୍ୟବସାୟ ବଢାଇବା ସହ କମ୍ପାନୀର ପ୍ରଗତିରେ ସହାୟ ହେଉଛନ୍ତି ।
ନିଜ ପରିବାରରେ କୌଣସି ତ୍ରୁଟି ନରହୁ ବୋଲି ପ୍ରତି ବର୍ଷ କମ୍ପାନୀ ନିଜ ଗ୍ରାହକଙ୍କର ମହାମିଳନ କରାଇଥାଏ । ସେଠାରେ ସବୁ ଗ୍ରାହକ ନିଜ ନିଜ ଭିତରେ ଭାବର ଆଦାନ ପ୍ରଦାନ କରନ୍ତି । ନିଜ ନିଜ କଷ୍ଟକର ଯାତ୍ରାର ଅନୁଭୂତି ପରିପ୍ରକାଶ କରନ୍ତି । ସେଥିପାଇଁ ହିଁ ଆଜି Swomen Agarbati ରାଜ୍ୟର No. 1 କମ୍ପାନୀ ହୋଇ ପାରିଛି । କେବଳ ଏତିକି ନୁହଁ ଆଗକୁ ମଧ୍ୟ ନୂଆ ନୂଆ ଉପହାର ଗ୍ରାହକଙ୍କ ପାଇଁ ଯୋଗାଡ଼ କରୁଛି କମ୍ପାନୀ । ତେବେ ଯେଉଁ ବ୍ୟକ୍ତି ନିଜ ବ୍ୟବସାୟ ଆରମ୍ଭ କରିବାକୁ ଚାହାନ୍ତି ତେବେ Swomen Agarbati ସହ ଜଡିତ ହୋଇ ନିଜ ବ୍ୟବସାୟ ଆରମ୍ଭ କରିବା ସହ ରାଜ୍ୟର ଏକ ନମ୍ବର କମ୍ପାନୀ ସହ ଯୋଡି ହୋଇପାରିବେ।

