କେବଳ ପାଟ୍ରୋଲିଂରେ ଭୁବନେଶ୍ୱର ପୋଲିସ ଖର୍ଚ୍ଚ କରୁଛି ଏତେ ଟଙ୍କା
ଭୁବନେଶ୍ୱର: ଲକଡାଉନ ଓ ସଟଡାଉନ ବେଳେ ପାଟ୍ରୋଲିଂ ପାଇଁ କମିଶନରେଟ ପୋଲିସକୁ ମିଳିଛି ଅତିରିକ୍ତ ଗାଡ଼ି ଓ ଖର୍ଚ୍ଚ ହେଉଛି ଅତିରିକ୍ତ ଇନ୍ଧନ । ସହରକୁ ସୁରକ୍ଷା ଦେବାକୁ ମୁତୟନ ହୋଇଛନ୍ତି ପ୍ଲାଟୁନ ପ୍ଲାଟୁନ ପୋଲିସ୍ ଫୋର୍ସ । ଥାନାର ରୁଟିନ୍ କାମକୁ ଛାଡ଼ିଦେଲେ ମହାମାରୀ ଆଇନକୁ କାର୍ଯ୍ୟକାରୀ କରିବା ପୋଲିସ ପାଇଁ ବର୍ତ୍ତମାନ ଏକ ବଡ଼ ଚ୍ୟାଲେଞ୍ଜ ପାଲଟିଛି । କରୋନା ମହାମାରୀ ସମୟରେ ବଢ଼ିଛି ପୋଲିସର କାର୍ଯ୍ୟ ସୀମା । ଆପରାଧିକ ଘଟଣାର ତଦନ୍ତ, […]
Continue Reading