ପୋଲିସଙ୍କୁ ୩ ମାସ ମହଲତ
ଭୁବନେଶ୍ୱର: ପୋଲିସକୁ ଫିଟ୍ ରଖିବାକୁ କମିଶନରେଟ୍ ପୋଲିସର ଏସଓପି । ନିଜ କର୍ମଚାରୀଙ୍କୁ ସୁସ୍ଥ ଓ ଫିଟ ରହିବାକୁ କମିଶନରେଟ ପୋଲିସ ଜାରି କଲା ନିର୍ଦ୍ଦେଶନାମା । କରୋନା ରକ୍ତଚାପ, ମଧୁମେହ ଆକ୍ରାନ୍ତଙ୍କ ପାଇଁ ବିପଦ ସୃଷ୍ଟି କରିଛି । ଏଭଳି ସ୍ଥଳେ ପୋଲିସକୁ ଫିଟ୍ ରଖିବାକୁ ସମସ୍ତ କର୍ମଚାରୀଙ୍କ ଉଚ୍ଚତା ଓ ଓଜନ ମାପ କରାଯିବ । ଏହାପରେ ସେମାନଙ୍କୁ ଲିଖିତ ଆକାରରେ ବର୍ତ୍ତମାନର ବଡି ମାସ ଇଣ୍ଡେକ୍ସ-ବିଏମଆଇ ବା ବୟସ ଓ ଉଚ୍ଚତା ଅନୁସାରେ ଆନୁପାତିକ […]
Continue Reading