ଜମ୍ମୁ କାଶ୍ମୀର କଠୁଆରେ ବାଦଲଫଟା ବର୍ଷା: ୭ଜଣକ ମୃତ୍ୟୁ ଅନେକ ଆହତ

ଜମ୍ମୁ-କାଶ୍ମୀରର କଠୁଆ ଜିଲ୍ଲାର ସୀମାନ୍ତ ଜୋଧଘାଟି ଗ୍ରାମରେ ଗତରାତିରେ ବାଦଲଫଟା ବର୍ଷା ଓ ଭୂସ୍ଖଳନ ଯୋଗୁଁ  ଭୀଷଣ କ୍ଷୟକ୍ଷତି ଘଟିଛି। ଏହି ଘଟଣାରେ ସାତ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନେକ ଆହତ ହୋଇଛନ୍ତି। ଜୋଧଘାଟିରେ ପାଞ୍ଚ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜାଙ୍ଗଲୋଟେରେ ଭୂସ୍ଖଳନରେ ଦୁଇ ଜଣ ପ୍ରାଣ ହରାଇଛନ୍ତି। ଅନ୍ୟପକ୍ଷରେ କିସ୍ତୱାଡ଼ ଜିଲ୍ଲାର ଚିସୋଟି ଗ୍ରାମରେ ମଧ୍ୟ ଗତ ଗୁରୁବାର ଘଟିଥିବା ବାଦଲଫଟା ବର୍ଷା ଓ ବନ୍ୟା ଯୋଗୁଁ  ଆସିଥିବା ବିପର୍ଯ୍ୟୟର ମୁକାବିଲା ପାଇଁ […]

Continue Reading