ଟ୍ରେନରେ ଯାତ୍ରା କରୁଛନ୍ତି ଯଦି ଜାଣି ରଖନ୍ତୁ ଏହି ନୂଆ ନିୟମ
ଟ୍ରେନରେ ଯାତ୍ରା କରୁଥିବା ଯାତ୍ରୀମାନଙ୍କ ପାଇଁ ଏକ ବଡ଼ ସୂଚନା । ଯାତ୍ରୀମାନଙ୍କ ପାଇଁ ଏକ ପରିବର୍ତ୍ତନ ହେବାକୁ ଯାଉଛି। ଟ୍ରେନରେ ଯାତ୍ରା କରୁଥିବା ଯାତ୍ରୀମାନଙ୍କ ପାଇଁ ଏକ ନୂତନ ନିୟମ ଲାଗୁ ହେବାକୁ ଯାଉଛି। ଏବେ ଟ୍ରେନରେ ଯାତ୍ରା କରୁଥିବା ଯାତ୍ରୀମାନଙ୍କ ପାଇଁ ଲଗେଜର ସୀମା ସ୍ଥିର ହେବ। ନିର୍ଦ୍ଧାରିତ ସୀମାଠାରୁ ଅଧିକ ଲଗେଜ ବହନ କଲେ ଯାତ୍ରୀମାନଙ୍କୁ ଜରିମାନା ଦେବାକୁ ପଡିବ।ଏୟାରପୋର୍ଟ ଭଳି ଷ୍ଟେସନରେ ବି ଏବେ ଓଜନ ହେବ ଯାତ୍ରୀଙ୍କ ବ୍ୟାଗେଜ। ଯେପରି […]
Continue Reading
