ଲମ୍ବା ଯୁଦ୍ଧ ପାଇଁ ପ୍ରସ୍ତୁତ ରୁହ: କାହିଁକି କହିଲେ ରାଜନାଥ ସିଂହ
ଅପରେସନ୍ ସିନ୍ଦୂର ପରେ ଭାରତୀୟ ସେନାଙ୍କୁ ପରାମର୍ଶ ଦେଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ । ଭାରତୀୟ ସେନାକୁ ସେମାନଙ୍କର ପ୍ରସ୍ତୁତିକୁ ମଜବୁତ କରିବାକୁ କହିଛନ୍ତି । ମଧ୍ୟପ୍ରଦେଶର ଡ.ଆମ୍ବେଦକରନଗର ସ୍ଥିତ ସୈନ୍ୟ ଛାଉଣୀରେ ଆୟୋଜିତ ‘ରଣ ସଂବାଦ ୨୦୨୫’ ସମ୍ମିଳନୀରେ ସେ କହିଛନ୍ତି ଯେ, ଭାରତର ସଶସ୍ତ୍ର ବାହିନୀ ଛୋଟ ଯୁଦ୍ଧଠୁ ଆରମ୍ଭ କରି ପାଞ୍ଚ ବର୍ଷ ପର୍ଯ୍ୟନ୍ତ ଯୁଦ୍ଧ ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିବା ଉଚିତ । ଏହି କାର୍ଯ୍ୟକ୍ରମରେ ସିଡିଏସ୍ ଜେନେରାଲ ଅନିଲ […]
Continue Reading
